ବିଦ୍ୟା ସିହ୍ନାଙ୍କ ଅବସ୍ଥା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବିଗତ ଦିନର ବଲିଉଡ୍‌ ନାୟିକା ବିଦ୍ୟା ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମୁମ୍ବାଇର ଜୁହୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାରଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ କିଡ୍‌ନୀ ଓ ହାର୍ଟରେ ସମସ୍ୟା ରହିଥିବା ଜଣାପଡ଼ିଛି। ତାଙ୍କ କିଡ୍‌ନୀର ଆକାର ବଢ଼ିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ବି ସଙ୍କଟ ଟଳି ନାହିଁ। ଏହା ପୂର୍ବରୁ ୨୦୦୯ରେ ବିଦ୍ୟା ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ […]

vidya

vidya

Jitendra Garnayak
  • Published: Saturday, 10 August 2019
  • Updated: 10 August 2019, 03:31 PM IST

Sports

Latest News

ମୁମ୍ବାଇ: ବିଗତ ଦିନର ବଲିଉଡ୍‌ ନାୟିକା ବିଦ୍ୟା ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମୁମ୍ବାଇର ଜୁହୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାରଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ କିଡ୍‌ନୀ ଓ ହାର୍ଟରେ ସମସ୍ୟା ରହିଥିବା ଜଣାପଡ଼ିଛି। ତାଙ୍କ କିଡ୍‌ନୀର ଆକାର ବଢ଼ିଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ବି ସଙ୍କଟ ଟଳି ନାହିଁ।

vidya1ଏହା ପୂର୍ବରୁ ୨୦୦୯ରେ ବିଦ୍ୟା ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ତାଙ୍କ ଦ୍ୱିତୀୟ ସ୍ୱାମୀ ଡକ୍ଟର ନେତାଜୀ ଭୀମରାଓ ସାଲୁଙ୍ଖେଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ପରେ ୨୦୧୧ରେ ସେମାନଙ୍କ ମଧ୍ୟରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ୨୦୦୧ରେ ସେମାନେ ବାହା ହୋଇଥିଲେ। ତାଙ୍କ ପ୍ରଥମ ସ୍ୱାମୀଙ୍କ ନାଁ ଭେଙ୍କଟେଶ୍ୱର ଆୟର।

13vidyaବିଦ୍ୟା ବଲିଉଡ୍‌ର ସୁପର୍‌ହିଟ୍ ଫିଲ୍ମ ‘ଛୋଟି ସି ବାତ୍‌’, ‘ରଜନୀଗନ୍ଧା’, ‘ପତି ପତ୍ନୀ ଔର ୱ’ ଓ ‘ସ୍ୱୟଂବର’ରେ କାମ କରିଥିଲେ। ୨୦୧୧ରେ ରିଲିଜ୍‌ ହୋଇଥିବା ସଲ୍‌ମାନ୍ ଖାନ୍‌ଙ୍କ ‘ବଡ଼ିଗାର୍ଡ’ ଫିଲ୍ମରେ ବି ସେ ଅଭିନୟ କରିଥିଲେ। ଏହା ସହିତ ସେ ‘କାବ୍ୟାଞ୍ଜଳି’, ‘କବୁଲ୍ ହୈ’ ଓ ‘କୁଲ୍‌ଫୀ କୁମାର ବାଜେୱାଲା’ ଭଳି ଲୋକପ୍ରିୟ ଟିଭି ଧାରାବାହିକରେ ସେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story