ଖବରଦାର୍‌: ବ୍ୟବହାର ଠିକ୍‌ କର

କୋଲକାତା: ‘ବେଗମ୍‌ ଜାନ୍‌’ର ଟ୍ରେଲର୍‌ ରିଲଜ୍‌ ବେଳେ କୋଲକାତାରେ ଜଣେ ପ୍ରଶଂସକ ଉପରେ ବର୍ଷିଛନ୍ତି ବିଦ୍ୟା ବାଲନ୍ । ପ୍ରଶଂସକ ଜଣଙ୍କ ବ୍ୟବହାରରେ ଖପ୍ପା ହୋଇ ସେ ତାଙ୍କ ଉପରେ ବର୍ଷି ଥିଲେ। କଥାଟା ହେଉଛି ଏମିତି। ଉକ୍ତ ପ୍ରଶଂସକ ଜଣଙ୍କ ବିଦ୍ୟାଙ୍କ ସହ ସେଲ୍‌ଫି ନେବାକୁ ଚାହିଁଥିଲେ। ଏଥିପାଇଁ ବିଦ୍ୟା ଅନୁମତି ବି ଦେଇଥିଲେ। କିନ୍ତୁ ପ୍ରଶଂସକ ଜଣଙ୍କ ତାଙ୍କ ଶରୀରକୁ ସ୍ପର୍ଶ କରିଥିଲେ। ସେଲ୍‌ଫି ନେବା ବାହାନାରେ ପ୍ରଶଂସକ ଜଣଙ୍କ ତାଙ୍କ କାନ୍ଧରେ ହାତ ପକାଇ […]

Vidya-Balan

Vidya-Balan

Rakesh Mallick
  • Published: Thursday, 16 March 2017
  • Updated: 17 March 2017, 09:44 AM IST

Sports

Latest News

କୋଲକାତା: ‘ବେଗମ୍‌ ଜାନ୍‌’ର ଟ୍ରେଲର୍‌ ରିଲଜ୍‌ ବେଳେ କୋଲକାତାରେ ଜଣେ ପ୍ରଶଂସକ ଉପରେ ବର୍ଷିଛନ୍ତି ବିଦ୍ୟା ବାଲନ୍ । ପ୍ରଶଂସକ ଜଣଙ୍କ ବ୍ୟବହାରରେ ଖପ୍ପା ହୋଇ ସେ ତାଙ୍କ ଉପରେ ବର୍ଷି ଥିଲେ।

କଥାଟା ହେଉଛି ଏମିତି। ଉକ୍ତ ପ୍ରଶଂସକ ଜଣଙ୍କ ବିଦ୍ୟାଙ୍କ ସହ ସେଲ୍‌ଫି ନେବାକୁ ଚାହିଁଥିଲେ। ଏଥିପାଇଁ ବିଦ୍ୟା ଅନୁମତି ବି ଦେଇଥିଲେ। କିନ୍ତୁ ପ୍ରଶଂସକ ଜଣଙ୍କ ତାଙ୍କ ଶରୀରକୁ ସ୍ପର୍ଶ କରିଥିଲେ। ସେଲ୍‌ଫି ନେବା ବାହାନାରେ ପ୍ରଶଂସକ ଜଣଙ୍କ ତାଙ୍କ କାନ୍ଧରେ ହାତ ପକାଇ ଦେଇଥିଲେ, ତାହା ପୁଣି ବିଦ୍ୟାଙ୍କ ବିନା ଅନୁମତିରେ। ଏଣୁ ବିଦ୍ୟା ବିରକ୍ତ ପ୍ରକାଶ କରିଥିଲେ ଓ ତାଙ୍କ ଠାରୁ ଦୂରେଇ ରହିବା ପାଇଁ କହିଥିଲେ। ତଥାପି ପ୍ରଶଂସକ ଜଣଙ୍କ ତାଙ୍କ କଥାକୁ ଶୁଣି ନ ଥିଲେ ଏବଂ ପୁଣି ଥରେ ତାଙ୍କ କାନ୍ଧରେ ହାତ ପକାଇବାକୁ ଚେଷ୍ଟା କରିଥିଲେ। ଏଥରେ ଉତ୍‌କ୍ଷିପ୍ତ ହାଇଯାଇଥିଲେ ବିଦ୍ୟା ଏବଂ କହିଥିଲେ,‘ତୁମେ କ’ଣ କରୁଛ ବୋଲି ଭାବୁଛ? ଏହା ଠିକ୍ କଥା ନୁହେଁ।’ ଏହା ପରେ ପ୍ରଶଂସକ ଜଣଙ୍କ ତାଙ୍କର ଏକ ଫଟୋ ଉଠାଇବା ପାଇଁ ଚାହିଁଥିଲେ। କିନ୍ତୁ ବିଦ୍ୟା ମନା କରି ଦେଇଥିଲେ ଓ ଉଚ୍ଚ ସ୍ୱରରେ କହିଥିଲେ,‘ନା, ତୁମେ ଫଟୋ ଉଠାଇ ପାରିବ ନାହିଁ। ବ୍ୟବହାର ଠିକ୍ କର।’ ତା’ପରେ ସେ ସେଠାରୁ ଚାଲି ଯାଇଥିଲେ।

ଏହି ଘଟଣା ପରେ ବିଦ୍ୟା କହିଥିଲେ ଯେ କୋଣସି ବ୍ୟକ୍ତି ଜଣେ ମହିଳାଙ୍କୁ ଏଭଳି ଛୁଇଁଲେ ତାଙ୍କୁ ଖରାପ ଲାଗେ। ସେ ଆହୁରି କହିଥିଲେ ଯେ ଆମେ ପବ୍ଲିକ୍‌ ଫିଗର ହୋଇପାରୁ, କିନ୍ତୁ ପବ୍ଲିକ୍‌ ପ୍ରପୋର୍ଟି ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story