ରୋଗ କରି ଦେଇଛି ଦୁର୍ବଳ: ବଦଳି ଯାଇଛି ବିନୋଦ ଖନ୍ନାଙ୍କ ରୂପ

ମୁମ୍ବାଇ: ଶିରୋନାମାରେ ନାଁ ଲେଖାଯାଇ ନ ଥିଲେ ଆପଣମାନେ କ’ଣ ଫଟୋରେ (ମଝିରେ) ଥିବା ବଲିଉଡ୍ ଅଭିନେତା ବିନୋଦ ଖନ୍ନାଙ୍କୁ ଚିହ୍ନି ପାରି ଥାଆନ୍ତେ? ଏ ଫଟୋ ଦେଖି ଆଦୌ କେହି କହିବେ ନାହିଁ ଯେ ସେ ନିଜ ଜମାନାର ପ୍ରସିଦ୍ଧ ଆକ୍ଟର ବିନୋଦ ଖନ୍ନା। ସେ ଖୁବ୍ ଅସୁସ୍ଥ ଅଛନ୍ତି। ଶରୀରରେ ପାଣିର ମାତ୍ରା କମି ଯାଇଥିବା ଯୋଗୁଁ ଗତ ଶୁକ୍ରବାର ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର […]

binodakhanna

binodakhanna

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 06:41 PM IST

Sports

Latest News

ମୁମ୍ବାଇ: ଶିରୋନାମାରେ ନାଁ ଲେଖାଯାଇ ନ ଥିଲେ ଆପଣମାନେ କ’ଣ ଫଟୋରେ (ମଝିରେ) ଥିବା ବଲିଉଡ୍ ଅଭିନେତା ବିନୋଦ ଖନ୍ନାଙ୍କୁ ଚିହ୍ନି ପାରି ଥାଆନ୍ତେ? ଏ ଫଟୋ ଦେଖି ଆଦୌ କେହି କହିବେ ନାହିଁ ଯେ ସେ ନିଜ ଜମାନାର ପ୍ରସିଦ୍ଧ ଆକ୍ଟର ବିନୋଦ ଖନ୍ନା। ସେ ଖୁବ୍ ଅସୁସ୍ଥ ଅଛନ୍ତି। ଶରୀରରେ ପାଣିର ମାତ୍ରା କମି ଯାଇଥିବା ଯୋଗୁଁ ଗତ ଶୁକ୍ରବାର ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏହି ଫଟୋଟି ଭାଇରାଲ୍ ହୋଇଯାଇଛି ଯେଉଁଥିରେ ସେ ପୂରା ଦୁର୍ବଳ ଦେଖାଯାଉଛନ୍ତି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିନୋଦଙ୍କୁ ବ୍ଲାଡ୍‌ର କ୍ୟାନସର ହୋଇଛି। କିନ୍ତୁ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରାଯାଇ ନାହିଁ।

ବିନୋଦଙ୍କ ପୁଅ ରାହୁଲ ଖନ୍ନା କହିଛନ୍ତି ଯେ ବାପା ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଏକ ସମୟରେ ବଲିଉଡ୍‌ରେ ରାଜ୍ କରୁଥିଲେ ବିନୋଦ। ‘ମେରେ ଅପନେ’, ‘କୁର୍ବାନୀ’, ‘ପୂରବ ଔର ପଶ୍ଚିମ’, ‘ରେଶମା ଔର ଶେରା’, ‘ହାଥ୍ କି ସଫାଇ’, ‘ହେରା ଫେରି’ ଓ ‘ମୁକଦ୍ଦର କା ସିକନ୍ଦର’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

ବିନୋଦ ରାଜନୀତିରେ ବି ବେଶ ସଫଳ ହୋଇଛନ୍ତି। ସେ ଏବେ ପଞ୍ଜାବର ଗୁରଦାସପୁର ଆସନରୁ ବିଜେପିର ସାଂସଦ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story