ବରଫ ଉପରେ ମୟୁରୀ ନାଚିଲେ ‘ଘୁମର୍‌’, ଦେଖନ୍ତୁ ଭିଡିଓ

<p>ଅନେକ ବାଦବିବାଦ ପରେ ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ &lsquo;ପଦ୍ମାବତ୍&zwnj;&rsquo; ଗତ ୨୫ତାରିଖରେ ରିଲିଜ୍&zwnj; ହୋଇଛି। ଏତେ ବିରୋଧ ସତ୍ତ୍ୱେ ଫିଲ୍ମଟିକୁ ମିଳିଛି ଭଲ ରେସପନ୍ସ। ଯେଉଁଠି ପାଇଁ ଏବେ ଫିଲ୍ମଟି ଏବେ ୧୫୦କୋଟି କ୍ଳବରେ ମଧ୍ୟ ସାମିଲ ହୋଇ ଗଲାଣି। ଜାଣିଛନ୍ତି, ଫିଲ୍ମଟି ଯେତିକି ହିଟ୍&zwnj; ହୋଇଛି ତାଠୁ ଅଧିକ ହିଟ୍&zwnj; ହୋଇଛି ଏହି ଫିଲ୍ମର ଗୀତ &#039;ଘୁମର୍&#039;। ଏହି ଗୀତରେ ଦୀପିକାଙ୍କୁ ନୃତ୍ୟ ଥିଲା ଆକର୍ଷଣୀୟ। କାଲି ଦେଶରେ ନୁହେଁ ବିଦେଶରେବି ଏହି ଗୀତଟି ପାଇଁ ଲୋକାଦୃତି ସାଉଁଟୁଛି &#039;ପଦ୍ମାବତ୍&#039;। ନିକଟରେ ଏହି ଗୀତରେ ଆମେରିକାର ଜଣେ ଝିଅ &#039;ମୟୁରୀ ଭଣ୍ଡାରି&#039; ନୃତ୍ୟ ପ୍ରଦର୍ଶନ କରିଛନ୍ତି, ଯାହାକୁ ଦେଖିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗୀତରେ ସେ ବରଫ ଉପରେ ନାଚୁଛନ୍ତି। ଏହି ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ମୟୁରୀଙ୍କ ଏହି ନାଚ ଦେଖିଲେ ଖୋଦ ଦୀପିକା ଆଶ୍ଚର୍ଯ୍ୟ ହୋଇଯିବେ।</p> <p>ବରଫ ଉପରେ ଏକ ନାଲି ଡ୍ରେସ୍&zwnj; ଓ ପାଦରେ ସ୍କେଚ୍&zwnj; ପିନ୍ଧି ମୟୁରୀ ନାଚୁଛନ୍ତି। ଭିଡିଓ କ୍ୟାପସନ୍&zwnj;ରେ ସେ &#039;ପଦ୍ମାବତ୍&zwnj;ର ରିଲିଜ୍&zwnj;ରେ ଖୁସି ହୋଇ ନାଚୁଛନ୍ତି&quot; ବୋଲି ଲେଖିଛନ୍ତି।</p>

Ordigital Desk
  • Published: Saturday, 03 February 2018
  • Updated: 03 February 2018, 04:30 PM IST

Sports

Latest News

<p>ଅନେକ ବାଦବିବାଦ ପରେ ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ &lsquo;ପଦ୍ମାବତ୍&zwnj;&rsquo; ଗତ ୨୫ତାରିଖରେ ରିଲିଜ୍&zwnj; ହୋଇଛି। ଏତେ ବିରୋଧ ସତ୍ତ୍ୱେ ଫିଲ୍ମଟିକୁ ମିଳିଛି ଭଲ ରେସପନ୍ସ। ଯେଉଁଠି ପାଇଁ ଏବେ ଫିଲ୍ମଟି ଏବେ ୧୫୦କୋଟି କ୍ଳବରେ ମଧ୍ୟ ସାମିଲ ହୋଇ ଗଲାଣି। ଜାଣିଛନ୍ତି, ଫିଲ୍ମଟି ଯେତିକି ହିଟ୍&zwnj; ହୋଇଛି ତାଠୁ ଅଧିକ ହିଟ୍&zwnj; ହୋଇଛି ଏହି ଫିଲ୍ମର ଗୀତ &#039;ଘୁମର୍&#039;। ଏହି ଗୀତରେ ଦୀପିକାଙ୍କୁ ନୃତ୍ୟ ଥିଲା ଆକର୍ଷଣୀୟ। କାଲି ଦେଶରେ ନୁହେଁ ବିଦେଶରେବି ଏହି ଗୀତଟି ପାଇଁ ଲୋକାଦୃତି ସାଉଁଟୁଛି &#039;ପଦ୍ମାବତ୍&#039;। ନିକଟରେ ଏହି ଗୀତରେ ଆମେରିକାର ଜଣେ ଝିଅ &#039;ମୟୁରୀ ଭଣ୍ଡାରି&#039; ନୃତ୍ୟ ପ୍ରଦର୍ଶନ କରିଛନ୍ତି, ଯାହାକୁ ଦେଖିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗୀତରେ ସେ ବରଫ ଉପରେ ନାଚୁଛନ୍ତି। ଏହି ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ମୟୁରୀଙ୍କ ଏହି ନାଚ ଦେଖିଲେ ଖୋଦ ଦୀପିକା ଆଶ୍ଚର୍ଯ୍ୟ ହୋଇଯିବେ।</p><p>ବରଫ ଉପରେ ଏକ ନାଲି ଡ୍ରେସ୍&zwnj; ଓ ପାଦରେ ସ୍କେଚ୍&zwnj; ପିନ୍ଧି ମୟୁରୀ ନାଚୁଛନ୍ତି। ଭିଡିଓ କ୍ୟାପସନ୍&zwnj;ରେ ସେ &#039;ପଦ୍ମାବତ୍&zwnj;ର ରିଲିଜ୍&zwnj;ରେ ଖୁସି ହୋଇ ନାଚୁଛନ୍ତି&quot; ବୋଲି ଲେଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos