ମୋଦିଙ୍କୁ ଷ୍ଟେଜ୍‌ରେ ଦେଖି କାହିଁକି ଆଶ୍ଚର୍ଯ୍ୟ ହେଲେ ବିରାଟ-ଅନୁଷ୍କା: ଦେଖନ୍ତୁ କିଭଳି ଥିଲା ବିରୁଷ୍କାଙ୍କ ରିସେପସନ୍‌ ପାର୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ-ଅନୁଷ୍କାଙ୍କ ପ୍ରଥମ ରିସେପସନ୍‌ ପାର୍ଟି ଗତକାଲି ଦିଲ୍ଲୀର ତାଜ ହୋଟଲେରେ ଆୟୋଜିତ ହୋଇଯାଇଛି। ଏହି ରିସେପସନ ପାର୍ଟିରେ ମୁଖ୍ୟ ଆକର୍ଷଣ ଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି ପାର୍ଟିରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ନବବିବାହିତ ଯୋଡ଼ିଙ୍କୁ ଆଶୀର୍ବାଦ ଜଣାଇଥିଲେ। ବିରୁଷ୍କାଙ୍କୁ ଶୁଭକାମନା ଜଣାଇବା ପରେ ମୋଦି ବିରାଟଙ୍କ ବଡ଼ ଭଉଣୀଙ୍କ କୁନି କୁନି ପିଲାଙ୍କ ସହ ସା‍କ୍ଷାତ କରିବାକୁ ଷ୍ଟେଜ୍‌ ଉପରକୁ ଯାଇଥିଲେ। କୁନି କୁନି ୨ଜଣ ପିଲାଙ୍କ ନିକଟକୁ ଯାଇ ମୋଦି […]

modi-with-virat-family_15

modi-with-virat-family_15

Ordigital Desk
  • Published: Friday, 22 December 2017
  • Updated: 22 December 2017, 01:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ-ଅନୁଷ୍କାଙ୍କ ପ୍ରଥମ ରିସେପସନ୍‌ ପାର୍ଟି ଗତକାଲି ଦିଲ୍ଲୀର ତାଜ ହୋଟଲେରେ ଆୟୋଜିତ ହୋଇଯାଇଛି। ଏହି ରିସେପସନ ପାର୍ଟିରେ ମୁଖ୍ୟ ଆକର୍ଷଣ ଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏହି ପାର୍ଟିରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ନବବିବାହିତ ଯୋଡ଼ିଙ୍କୁ ଆଶୀର୍ବାଦ ଜଣାଇଥିଲେ। ବିରୁଷ୍କାଙ୍କୁ ଶୁଭକାମନା ଜଣାଇବା ପରେ ମୋଦି ବିରାଟଙ୍କ ବଡ଼ ଭଉଣୀଙ୍କ କୁନି କୁନି ପିଲାଙ୍କ ସହ ସା‍କ୍ଷାତ କରିବାକୁ ଷ୍ଟେଜ୍‌ ଉପରକୁ ଯାଇଥିଲେ। କୁନି କୁନି ୨ଜଣ ପିଲାଙ୍କ ନିକଟକୁ ଯାଇ ମୋଦି ତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଉଭୟ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

 ଯେତେବେଳେ ମୋଦି ଏହି ପିଲା ଦୁଇଜଣଙ୍କ ସହ କଥା ହେଉଥିଲେ ସେତେବେଳେ ବିରାଟ ଓ ଅନୁଷ୍କା ଏହା ଦେଖି ଖୁସିରେ ବିଭୋର ହୋଇଯାଇଥିଲେ। ସେମାନେ ବିଶ୍ୱସ କରିପାରୁନଥିଲେ କି ଭାରତର ପ୍ରଧାନମନ୍ତ୍ରୀ ବିରାଟଙ୍କ ଭଉଣୀଙ୍କ ପିଲାଙ୍କ ସହ ଏପରି କଥାହେବ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ମୋଦି ସମ୍ପୂର୍ଣ୍ଣ ପରିବାର ସହ ଏକ ଗ୍ରୁପ୍‌ ଫଟୋ ଉଠାଇଥିଲେ।

ତାଜ୍‌ ହୋଟେଲରେ ଏହି ରିସେପ୍‌ସନ୍ ପାର୍ଟି ସନ୍ଧ୍ୟା ୮.୩୦ ମିନିଟ୍‌ରେ ଆରମ୍ଭ ହୋଇଥିଲା। ଏହି ସୁନ୍ଦର ହୋଟଲର ଭିନ୍ନ ଭିନ୍ନ ହଲ୍‌ରେ ଅନେକ ପ୍ରକାର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏହି ପାର୍ଟିରେ ନର୍ଥ ଇଣ୍ଡିଆନ୍‌ ଖାଦ୍ୟ ସହ ପଞ୍ଜାବୀ ଖାଦ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ମୋଦିଙ୍କ ବ୍ୟତୀତ ବହୁ ସେଲିବ୍ରିଟି, ନେତା, ମନ୍ତ୍ରୀ ଓ ଖେଳାଳି ପହଞ୍ଚିଥିଲେ।

https://youtu.be/BP0YTu9uClQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story