ଆଜି ବସନ୍ତ ପଞ୍ଜମୀ; ବିରାଜିବେ ବିଦ୍ୟାଦାୟିନୀ

ପ୍ରତିବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀରେ ପାଳନ ହୁଏ ବସନ୍ତ ପଞ୍ଚମୀ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Wednesday, 14 February 2024
  • Updated: 14 February 2024, 10:44 AM IST

Sports

Latest News

ପ୍ରତିବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀରେ ପାଳନ ହୁଏ ବସନ୍ତ ପଞ୍ଚମୀ। ଏହି ଦିନଠାରୁ ଭାରତରେ ବସନ୍ତ ଋତୁ ଆରମ୍ଭ ହୁଏ ଏବଂ ଏହି ଦିନକୁ ମାଘ ପଞ୍ଚାମୀ ବୋଲି ମଧ୍ୟ କୁହାଯାଏ। ସବୁଠୁ ବଡ଼ କଥା ହେଉଛି କି ବସନ୍ତ ପଞ୍ଚମୀ ଅବସରରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ପୂଜା କରିବାର ଏକ ପରମ୍ପରା ରହିଛି।

ସାହିତ୍ୟ, ଶିକ୍ଷା, କଳା ଇତ୍ୟାଦି କ୍ଷେତ୍ର ସହିତ ଜଡିତ ଲୋକମାନେ ବସନ୍ତ ପଞ୍ଚମୀ ଦିନ ବିଦ୍ୟାର ଦେବୀ ସରସ୍ୱତୀଙ୍କୁ ପୂଜା କରନ୍ତି। ବସନ୍ତ ପଞ୍ଚମୀରେ ମ”ଙ୍କ ପୂଜାର୍ଚ୍ଚନା କରିବାର ପୌରାଣିକ ପ୍ରଥା କ’ଣ ରହିଛି, ଜାଣନ୍ତୁ...

ବସନ୍ତ ପଞ୍ଚମୀ କାହିଁକି ପାଳନ କରାଯାଏ?
ବର୍ଷର ସମସ୍ତ ଋତୁ ମଧ୍ୟରେ, ବସନ୍ତକୁ ଋତୁରାଜ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଏହି ଦିନକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ। ଏହି ଦିନରୁ ମାଘ ମାସ ଅର୍ଥାତ୍ ଶୀତ ଋତୁ ଶେଷ ହୁଏ ଏବଂ ବସନ୍ତ ଋତୁର ଆଗମନ ହୁଏ। ବସନ୍ତର ଆଗମନରେ ପ୍ରକୃତିରେ ଏକ ଭିନ୍ନ ପରିବର୍ତ୍ତନ ଅନୁଭୂତ ହୁଏ। ବୃକ୍ଷ-ଲତାରେ ନୂଆ ପତ୍ର କଅଁଳିବା ସାଙ୍ଗକୁ ଫୁଲ ଫୁଟେ। 

ବସନ୍ତ ପଞ୍ଚମୀରେ ସରସ୍ୱତୀଙ୍କୁ ପୂଜା କରିବାର ମାହାତ୍ମ୍ୟ
ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ସେ ଏହି ସୃଷ୍ଟିର ସଂରଚନା କରିଛନ୍ତି। ବ୍ରହ୍ମାଙ୍କ ମୁଖର ଦେବୀ ସରସ୍ୱତୀ ଆବିର୍ଭୂତ ହୋଇଥିଲେ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି। ଏହି ବସନ୍ତ ପଞ୍ଚମୀ ଅବସରରେ ହିଁ ମା ସରସ୍ୱତୀଙ୍କ ଆବିର୍ଭାବ ହୋଇଥିବାରୁ ଏହି ଦିନ ବିଦ୍ୟାଦାତ୍ରୀଙ୍କୁ ପୂଜା କରାଯାଏ।ଏହି ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଲୋକମାନେ ସେମାନଙ୍କ ଘରେ ମାଙ୍କ ଆବାହନ କରି ପୂଜାର୍ଚ୍ଚନା କରନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story