ନୂଆବର୍ଷରେ ୮୦୦ କୋଟି ପାର୍‌ କରିବ ବିଶ୍ବ ଜନସଂଖ୍ୟା

  • Published: Monday, 01 January 2024
  • , Updated: 01 January 2024, 11:46 AM IST

ନୂଆବର୍ଷ ଆରମ୍ଭ ସହ ସାରା ପୃଥିବୀର ଲୋକସଂଖ୍ୟା ୮୦୦ ଶହ କୋଟି ପାର୍ ହେବ। ଏହି ଆକଳନ କରିଛି ଆମେରିକାର ଜନସଂଖ୍ୟା ବ୍ୟୁରୋ। ଏହି ସଂସ୍ଥାର ରିପୋର୍ଟ ଅନୁସାରେ ସାରା ବିଶ୍ୱର ଜନସଂଖ୍ୟା ୮ ଶହ ୧ କୋଟି ୯୮ ଲକ୍ଷ ୭୬ ହଜାର ୧୮୯ରେ ପହଞ୍ଚିବ। ଯାହାକି ପୃଥିବୀର ଜନସଂଖ୍ୟା ଅନୁଯାୟୀ ଗତ ବର୍ଷର ଜନସଂଖ୍ୟା ଅପେକ୍ଷା ସାଢ଼େ ୭ କୋଟି ଅଧିକ। ଅର୍ଥାତ ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story