୧୧ ସେପ୍ଟେମ୍ବର, ସୋମବାର: କେମିତି କଟିବ ଆଜିର ଦିନ

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବୃଷ: ଅସୁସ୍ଥ ଅନୁଭବ କରିପାରନ୍ତି। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଶାନ୍ତି ବଢ଼ିପାରେ। ମାଆଙ୍କ ସହଯୋଗ ମିଳିବ। ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଟକି ଥିବା କାମ ସଂପନ୍ନ ହେବ। ବ୍ୟବସାୟରେ ଲାଭ ହୋଇପାରେ। ବିବାଦରେ ପଡ଼ିପାରନ୍ତି। କର୍କଟ:  ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ମିଳିବ। କ୍ୟାରିୟରରେ ସଫଳତା ମିଳିବ। ଶୁଭ […]

Rakesh Mallick
  • Published: Monday, 11 September 2017
  • Updated: 13 September 2017, 11:37 AM IST

Sports

Latest News

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବୃଷ: ଅସୁସ୍ଥ ଅନୁଭବ କରିପାରନ୍ତି। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଶାନ୍ତି ବଢ଼ିପାରେ। ମାଆଙ୍କ ସହଯୋଗ ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଟକି ଥିବା କାମ ସଂପନ୍ନ ହେବ। ବ୍ୟବସାୟରେ ଲାଭ ହୋଇପାରେ। ବିବାଦରେ ପଡ଼ିପାରନ୍ତି।

କର୍କଟ:  ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ମିଳିବ। କ୍ୟାରିୟରରେ ସଫଳତା ମିଳିବ। ଶୁଭ ସମାଚାର ମିଳିପାରେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିପାରନ୍ତି।

 ସିଂହ: ମାନସିକ ଅଶାନ୍ତିରେ ରହିପାରନ୍ତି।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାୟିତ୍ୱ ବଢ଼ିବ। କ୍ୟାରିୟରରେ ସଫଳତା ମିଳିବ। ଯାତ୍ରା କରିପାରନ୍ତି।

କନ୍ୟା: ଆଜି ଦିନ ପାଇଁ ଶୁଭଙ୍କର। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।  କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ।

ତୁଳା: ସନ୍ତାନ ପ୍ରାପ୍ତି ଯୋଗ ରହିଛି।  କ୍ୟାରିୟରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଘାତ ଲାଗିପାରେ।

ବିଛା:  ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନୂଆ ଦାୟିତ୍ୱ ନେଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ଖୁସିରେ ସମୟ ଅତିବାହିତ କରିପାରନ୍ତି।

ଧନୁ: ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନସିକ ଅଶାନ୍ତିରେ ରହିପାରନ୍ତି।

ମକର: ବୈବାହିକ ଜୀବନ ସୁଖମୟ ହେବ।  ବ୍ୟବସାୟରେ ସଫଳତା ମିଳିବ।  କୌଣସି କଥାକୁ ନେଇ ଅଯଥା ଚିନ୍ତା କରିପାରନ୍ତି।  ଯାନବାହାନରେ ବାହାରକୁ ଗଲାବେଳେ ସାବଧାନ ସହକାରେ ଯାଆନ୍ତୁ।

କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ସମସ୍ୟାରେ ପଡ଼ିପାରନ୍ତି। ନୂଆକାର୍ଯ୍ୟ ଆରମ୍ଭ କରିପାରନ୍ତି।

ମୀନ: ଧନପ୍ରାପ୍ତିରଯୋଗ ରହିଛି। ଅଟକି ଥିବା ଆଜି ପୂରା ହୋଇପାରେ। ଯାତ୍ରା କରିପାରନ୍ତି। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁବିଧାରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story