୧୩ ଅଗଷ୍ଟ, ରବିବାର: କେମିତି କଟିବ ଆଜିର ଦିନ

ମେଷ: ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଫାଇଦା ମିଳିବ। ଯାନବାହନ କିଣି ପାରନ୍ତି। ଆପଣଙ୍କ ଆତ୍ମବିଶ୍ୱାସ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ କାର୍ଯ୍ୟକ୍ଷେତ୍ରରେ ବେଶ୍ ସହାୟକ ହେବ। ଆଜି କୌଣସି କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ବୃଷ: ଧନ ପ୍ରାପ୍ତି ହୋଇପାରେ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ପାରିବାରିକ ଜୀବନ ଓ କ୍ୟାରିୟର ସବୁ ଠିକ୍ ଦିଗରେ ଚାଲିବ। ବନ୍ଧୁମାନଙ୍କ ସହ ସଂପର୍କ ଭଲ ରହିବ। ମିଥୁନ: ଜୀବନସାଥୀଙ୍କ ସ୍ୱାସ୍ଥ୍ୟ […]

zodaic

zodaic

Rakesh Mallick
  • Published: Sunday, 13 August 2017
  • Updated: 13 September 2017, 11:41 AM IST

ମେଷ: ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଫାଇଦା ମିଳିବ। ଯାନବାହନ କିଣି ପାରନ୍ତି। ଆପଣଙ୍କ ଆତ୍ମବିଶ୍ୱାସ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ କାର୍ଯ୍ୟକ୍ଷେତ୍ରରେ ବେଶ୍ ସହାୟକ ହେବ। ଆଜି କୌଣସି କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।

ବୃଷ: ଧନ ପ୍ରାପ୍ତି ହୋଇପାରେ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ପାରିବାରିକ ଜୀବନ ଓ କ୍ୟାରିୟର ସବୁ ଠିକ୍ ଦିଗରେ ଚାଲିବ। ବନ୍ଧୁମାନଙ୍କ ସହ ସଂପର୍କ ଭଲ ରହିବ।

ମିଥୁନ: ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିଶ୍ରମର ଫଳ ପାଇବେ। ଘର ଅବା ଗାଡ଼ି କିଣିବାରେ ଅର୍ଥ ନିବେଶ କରିବା ପାଇଁ ଆଜି ଦିନଟି ଭଲ ଅଛି।

କର୍କଟ: ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। ଆଜି ଆପଣ ନିଜ ପରିବାର ପାଇଁ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ। କିଛି ନୂଆ ସାଙ୍ଗ କରିପାରନ୍ତି। ଏହା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଫାଇଦା ମିଳିପାରେ।

ସିଂହ: ବିବାଦରୁ ଦୂରେଇ ରୁହନ୍ତୁ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସନ୍ତାସନ୍ତତିଙ୍କ ଠାରୁ ଲାଭ ମିଳିବ। କ୍ୟାରିୟର ପାଇଁ ଦିନଟି ଭଲ। ଆର୍ଥିକ ଲାଭ ମିଳିପାରେ। ନିଜର ତ୍ୱଚାକୁ ନେଇ ଟିକେ ସତର୍କ ରହନ୍ତୁ। କାରଣ ଚର୍ମ ଜନିତ ସମସ୍ୟାରେ ପଡ଼ିବାର ଯୋଗ ରହିଛି। ଏଣୁ ଖରାକୁ ନ ବାହାରିଲେ ଭଲ।

କନ୍ୟା: ଯଦି ଆପଣ କିଛି ରୋଜଗାର କରୁ ନାହାନ୍ତି, ତା’ହେଲେ କିଛି ଶୁଭ ସମାଚାର ମିଳିପାରେ। ହୋଇପାରେ ଆପଣଙ୍କୁ କିଛି ଚାକିରି ମିଳିପାରେ। ଆଜି କିଛି ନୂଆ ଯୋଜନା ବନାଇ ପାରିବେ। ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ।

ତୁଳା: ଆଜି ଆପଣ ସବୁ ସମସ୍ୟା ଓ ଚିନ୍ତାକୁ ପଛରେ ପକାଇ ନିଜ ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କରିବା ଉଚିତ। ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ଅର୍ଥ ନିବେଶ କରି ପାରନ୍ତି। ଭବିଷ୍ୟତରେ ଫାଇଦାରେ ରହିବେ। କୌଣସି ସୂତ୍ରରୁ ଅଚାନକ ଅର୍ଥ ଲାଭ ହୋଇପାରେ। ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ।

ବିଛା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ଲୋକେ ବ୍ୟବସାୟ କ୍ଷେତ୍ରରେ ଥିଲେ ଆପଣଙ୍କୁ ଏଥିରେ ସାମିଲ ହେବାକୁ କହିପାରନ୍ତି। ଏଥିପାଇଁ ଆପଣ ଟିକେ ଚିନ୍ତାରେ ପଡ଼ି ପାରନ୍ତି। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ। କାରଣ ଦୁର୍ଘଟଣା ଯୋଗ ରହିଛି।

ଧନୁ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରେମ ସଂପର୍କରେ ଫାଟ ଦେଖାଯିବ। ଆଇଟି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। କିଛି ନୂଆ ସୁଯୋଗ ମିଳିପାରେ।

ମକର: ଆଜି ଆପଣଙ୍କୁ ସବୁଆଡ଼ୁ ସଫଳତା ମିଳିବ। ତେବେ ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ଦେଖା ଦେଇପାରେ। ଏଭଳି ସ୍ଥିତି ଉପୁଜିଲେ ନିଜ କ୍ରୋଧ ପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ନିଜ ବିଷୟରେ ଭାବନ୍ତୁ।

କୁମ୍ଭ: ଘରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ଚୁପ୍ ରହିଲେ ଭବିଷ୍ୟତରେ ଘରେ ଶାନ୍ତିର ବାତାବରଣ ରହିବ।

ମୀନ: ଆଜି ଘର ଅବା ବ୍ୟବସାୟକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story