୨୫ ଅଗଷ୍ଟ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଅଟିକ ରହିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ଠାକ୍ ରହିବ। ଜନସଂପର୍କ ଭଲ ରହିବ। ଫ୍ୟାସନ୍ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ରହିବ। ବୃଷ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ଯେକୌଣସି କ୍ଷେତ୍ରରେ ନିବେଶ କରିବା ପାଇଁ ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଧନପ୍ରାପ୍ତିର ଯୋଗ ରହିଛି। ଶତ୍ରୁ ପରାଜିତ […]

zodaic

zodaic

Rakesh Mallick
  • Published: Friday, 25 August 2017
  • Updated: 13 September 2017, 11:39 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଅଟିକ ରହିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ଠାକ୍ ରହିବ। ଜନସଂପର୍କ ଭଲ ରହିବ। ଫ୍ୟାସନ୍ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ରହିବ।

ବୃଷ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ଯେକୌଣସି କ୍ଷେତ୍ରରେ ନିବେଶ କରିବା ପାଇଁ ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଧନପ୍ରାପ୍ତିର ଯୋଗ ରହିଛି। ଶତ୍ରୁ ପରାଜିତ ହେବେ। ବ୍ୟବସାୟରେ ଲାଭ ପାଇବେ।

ମିଥୁନ: ଚାକିରକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଟକିଥିବା କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ ବଢ଼ିବ। ମାନସମ୍ମାନ ବଢ଼ିବ। କିଛି ସମସ୍ୟା ଥିଲେ ତାହା ଦୂର ହେବ।

କର୍କଟ: କୌଣସି କଥାକୁ ନେଇ ଅଧିକ ରାଗିପାରନ୍ତି। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଘରୁ ବାହାରକୁ ଗଲାବେଳେ ମିଶିରି ଖାଇ ଯାଆନ୍ତୁ, ଶୁଭଫଳ ମିଳିବ। ଅଫିସ୍‌ରେ କର୍ମଚାରୀମାନେ ଉତ୍ତମ କାମ କରି ପ୍ରଶଂସିତ ହେବେ।

ସିଂହ:  ମାନ-ସମ୍ମାନ ମିଳିବ। ପରିବାରରେ ସମସ୍ୟା ଥିଲେ ଆଜି ଦୂର ହୋଇପାରେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ସମସ୍ତ ପ୍ରକାର ବ୍ୟବସାୟରେ ଲାଭ ମିଳିବ। ଶତ୍ରୁମାନେ ଆପଣଙ୍କ ନିକଟକୁ ଆସିବାକୁ ଭୟ କରିବେ।

କନ୍ୟା:  ଧନହାନିର ଯୋଗ ରହିଛି। ସ୍ୱାସ୍ଥ୍ୟଗତ କାରଣରୁ ମନ ଅଶାନ୍ତ ରହିବ। ଦିନସାରା ବ୍ୟସ୍ତ ରହିବେ ଓ କଠିନ ପରିଶ୍ରମ କରିବେ।  ବ୍ୟବସାୟରେ ବାକି ଥିବା ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟସ୍ଥଳରେ ନିଜ ସୀମା ଭିତରେ ରହି କାମ କରନ୍ତୁ। ଯଦି ଆପଣ ଚାହୁଁଥିବା ଅନୁଯାୟୀ କାମ ହେଉ ନାହିଁ ତା’ହେଲେ ଧୈର୍ଯ୍ୟ ହରାନ୍ତୁ ନାହିଁ।

ବିଛା: ଚାକିରିକ୍ଷେତ୍ରରେ ସମସ୍ୟା ଦେଖାଯିବ। ଉଚ୍ଚାଧିକାରୀଙ୍କ ସହ କଥାବାର୍ତ୍ତା କଲା ବେଳେ ସଂଯମ ଆଚରଣ କରନ୍ତୁ। ପ୍ରିୟଜନଙ୍କ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ମହିଳାଙ୍କ ସହଯୋଗ ମିଳିବ।

ଧନୁ:  ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର କ୍ଷେତ୍ରରେ ଶୁଭଫଳ ମିଳିବ। କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିପାରେ। ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ।

ମକର: କୌଣସି ସମସ୍ୟା ଥିଲେ ସମାଧାନ ହେବ। ପରିବାରରେ ଖୁସିର ବାତାବରଣ ରହିବ। କ୍ୟାରିୟରକୁ ନେଇ ସମସ୍ୟା ଥିଲେ ଦୂର ହେବ। କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଆଜି ଦିନଟି ଆପଣଙ୍କ ପାଇଁ ଭଲ ଅଛି।

କୁମ୍ଭ: ଆଧ୍ୟାତ୍ମିକ କାମରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସଂପର୍କରେ ଫାଟ ଥିଲେ ଦୂର ହେବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ।

ମୀନ: କୌଣସି ଦାମୀ ଜିନିଷ କିଣନ୍ତୁ ନାହିଁ। କାହାକୁ ଟଙ୍କା ଦିଅନ୍ତୁ ନାହିଁ ବା ଋଣ ବି କରନ୍ତୁ ନାହିଁ। ଅଯଥା ଚିନ୍ତା ବଢ଼ିବ। ଆଘାତ ଲାଗିପାରେ। ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଚେଷ୍ଟା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story