ମେଷ: ବ୍ୟବସାୟରେ ଲାଭ ପାଇବେ। ଆତ୍ମବିଶ୍ୱାସ ବଢ଼ିବ। ବହୁ ଦିନରୁ ଅଟକି ରହିଥିବା କାମ ପୂରା ହେବ। ହଠାତ୍ ବଡ଼ ସୁଯୋଗ ମିଳିପାରେ। ଆଜି ଆପଣ ଜୀବନସାଥୀଙ୍କ ସହ ବାହାରକୁ ବୁଲିଯାଇପାରନ୍ତି। ଆୟ ଅପେକ୍ଷା ବ୍ୟୟ ହେବ।
ବୃଷ: ଛୋଟ ଛୋଟ କଥାକୁ ନେଇ ପରିବାରିକ କଳହ ପୁଜିବବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ନୁହେଁ। କୌଣସି ବ୍ୟବସାୟ ଆରମ୍ଭ କରିବାରୁ ଯାଉଥିଲେ ସାବଧାନ ସହକାରେ କରନ୍ତୁ, କ୍ଷତି ହୋଇପାରେ।
ମିଥୁନ: ବ୍ୟବସାୟରେ ଲାଭ ହେବ। ଆର୍ଥିକ ସ୍ଥିତ ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଆଜି ଦେଖା ହୋଇପାରେ ।
କର୍କଟ: କ୍ୟାରିୟରରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ସଫଳତା ମଳିପାରେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ସିଂହ: ନିକଟର ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ। ଅଧିକ ପରିଶ୍ରମ କରିପାରନ୍ତି। ଘରୋଇ ଉପକରଣ କିଣି ପାରନ୍ତି।
କନ୍ୟା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜିର ଦିନରେ କୌଣସି କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ, କ୍ଷତି ହୋଇପାରେ। କୌଣସି କାମ ଆରମ୍ଭ କରିବାକୁ ଗଲା ବେଳେ ପ୍ରିୟ ଲୋକଙ୍କ ପରାମର୍ଶ ନିଅନ୍ତୁ।
ତୁଳା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଥଣ୍ଡା ଜ୍ୱର ହୋଇପାରେ। ଆଜି ଦିନଟି ଜଞ୍ଜାଳମୟ ରହିବ। ଏଣେତେଣେ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲଭ ହୋଇପାରେ।
ବିଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପଦ ପଦବୀରେ ନୂଆ ସୁଯୋଗ ମିଳିବ। କୌଣସି ଯୋଜନା କରୁଥିଲେ ଗୁପ୍ତ ରଖନ୍ତୁ।
ଧନୁ: ଧନହାନୀର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଜିର ଦିନରେ କୌଣସି କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ, କ୍ଷତି ହୋଇପାରେ। ହନୁମାନ ଚାଲିଶା ପାଠ କରନ୍ତୁ।
ମକର: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। କୌଣସି କାମ କଲା ବେଳେ ଭାବିଚିନ୍ତି କାମ କରନ୍ତୁ। ଅଫିସରେ କାମର ବୋଝ ଅଧିକ ରହିବ। ଧନହାନୀର ଯୋଗ ରହିଛି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ, କରନ୍ତୁ ନାହିଁ।
ମୀନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ରହିଥିବା କାମ ଶେଷ ହେବ। ପିଲାମାନଙ୍କ ସମସ୍ୟା ଦୂର ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।