୨ ସେପ୍ଟେମ୍ୱର, ଶନିବାର; କେମିତି କଟିବ ଆଜିର ଦିନ

ମେଷ: ଆର୍ଥିକ କ୍ଷେତ୍ର ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟା ଦୂର ହେବ। ବାଦବିବାଦ ଭିତରେ ପଶନ୍ତୁ ନାହିଁ। କର୍ମକ୍ଷେତ୍ରରେ ଶୀଘ୍ର ସଫଳତା ମିଳିବ ନାହିଁ, କିନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତି ଭଲ ରହିବ। ପରିବାରରେ ହସଖୁସିର ବାତାବରଣ ରହିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ଯୋଜନା ଅନୁସାରେ ଆର୍ଥିକ ଲାଭ ମିଳିବ। ବୃଷ: ଅଧିକ ଚିନ୍ତା କରିବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ […]

zodaic1

zodaic1

Rakesh Mallick
  • Published: Saturday, 02 September 2017
  • Updated: 13 September 2017, 11:38 AM IST

Sports

Latest News

ମେଷ: ଆର୍ଥିକ କ୍ଷେତ୍ର ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟା ଦୂର ହେବ। ବାଦବିବାଦ ଭିତରେ ପଶନ୍ତୁ ନାହିଁ। କର୍ମକ୍ଷେତ୍ରରେ ଶୀଘ୍ର ସଫଳତା ମିଳିବ ନାହିଁ, କିନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତି ଭଲ ରହିବ। ପରିବାରରେ ହସଖୁସିର ବାତାବରଣ ରହିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ଯୋଜନା ଅନୁସାରେ ଆର୍ଥିକ ଲାଭ ମିଳିବ।
ବୃଷ: ଅଧିକ ଚିନ୍ତା କରିବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିପାରେ। ଉଚ୍ଚ ଅଧିକାରୀ ସହିତ ଯୁକ୍ତ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ମିଳିବାରେ ବିଳମ୍ୱ ହୋଇପାରେ। ତେଣୁ ଧୈର୍ଯ୍ୟ ରଖନ୍ତୁ।
ମିଥୁନ: ଆମୋଦ-ପ୍ରମୋଦରେ ବୁଡ଼ି ରହିବେ। କୌଣସି ସ୍ଥାନକୁ ବୁଲି ଯିବାକୁ ବନ୍ଧୁଙ୍କ ସହ ଯୋଜନା ପ୍ରସ୍ତୁତ କରିପାରନ୍ତି। ଉତ୍ତମ ଭୋଜନ ଖାଇବେ। ମଧ୍ୟାହ୍ନ ପରେ କୌଣସି ଏକ ବିଷୟକୁ ନେଇ ଅଧିକ ଚିନ୍ତା କରିବେ। ଖର୍ଚ୍ଚ ବଢ଼ିପାରେ। ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମନକୁ ଶାନ୍ତି ମିଳିବ।
କର୍କଟ: ବ୍ୟବସାୟ କ୍ଷେତ୍ରରେ ପରିବେଶ ଅନୁକୂଳ ରହିବ। ବିବାହିତ ମହିଳାଙ୍କ ବାପ ଘରୁ ଭଲ ଖବର ଆସିବ। ପରିବାରରେ ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବେ। ବୈଦ୍ଧିକ ଚର୍ଚ୍ଚାରେ ନିଜର ବିଚାର ରଖନ୍ତୁ। ସମ୍ମାନ ପ୍ରାପ୍ତି ହେବ।
ସିଂହ: ରୋମାନ୍ସ ପାଇଁ ଦିନଟି ଭଲ ରହିଛି। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧ୍ୟାହ୍ନ ପରେ ପରିବାରରେ ହସଖୁସିର ବାତାବରଣ ଦେଖାଯିବ। ବ୍ୟବସାୟରେ ଲାଭ ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।
କନ୍ୟା: ଅଳସୁଆ ଅନୁଭବ କରିବେ। ଅପମାନିତ ହୋଇପାରନ୍ତି। ଧନହାନିର ସମ୍ଭାବନା ରହିଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ସଫଳତା ନ ମିଳିବାରୁ ମନ ଭଲ ରହିବନି। ପିଲାମାନଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି।
ତୁଳା: ନୂତନ କାର୍ଯ୍ୟ କରିବା ପାଇଁ ଦିନଟି ଶୁଭ ରହିଛି। ବନ୍ଧୁଙ୍କ ସହ ସାକ୍ଷାତ କରି ଆନନ୍ଦିତ ହେବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। ଅସୁସ୍ଥ ଅନୁଭବ କରିବେ। ପାରିବାରିକ ଜୀବନ ଏତେଟା ଭଲ ରହିବ ନାହିଁ। ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।
ବିଛା: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପନ୍ନ ନ ହେବାରୁ ହତାଶ ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ଜୀବନରେ କଷ୍ଟ ଅନୁଭବ କରିବେ।
ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସଂଯମ ଆଚରଣ କରନ୍ତୁ। ମନ ବ୍ୟଗ୍ର ରହିବ। ତେଣୁ ପୂଜା ପାଠ କରନ୍ତୁ। ତା’ହେଲେ ମନ ଶାନ୍ତ ରହିବ। ବୈବାହିକ ଜୀବନ ଭଲ ରହିବ।
ମକର: ବଡ଼ ଧରଣର ଆର୍ଥିକ ଲାଭ ମିଳିପାରେ। ପଦୋନ୍ନତି ହୋଇପାରେ। ସକାରାତ୍ମକ ରହିବେ। ନିଜର ନେତୃତ୍ୱ ଦକ୍ଷତାକୁ ପ୍ରମାଣିତ କରିବାକୁ ଦାୟିତ୍ୱ ଗ୍ରହଣ କରନ୍ତୁ। କାମର ବୋଝ ଅଧିକ ରହିବ।
କୁମ୍ଭ: ଦିନଟି ଭଲରେ କଟିବ। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ମାନସମ୍ମାନ ପାଇବେ। ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ଦିନଟି ଲାଭଦାୟକ ହେବ। କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି । ବ୍ୟବସାୟରେ ଲାଭ ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଅଧିକ ରୋଜଗାର ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story