୪ ସେପ୍ଟେମ୍ୱର,ସୋମବାର:କେମିତି କଟିବ ଆଜିର ଦିନ

ମେଷ: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭାବାନ ହେବେ। ଯାନବାହନ କିଣିବାର ଯୋଗ ରହିଛି। ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଚିକିରିରେ ନିଜ ପସନ୍ଦନୁଯାୟୀ ସଫଳତା ମିଳିବ। ଅର୍ଥ ମିଳିବ। ମିଥୁନ: ଚାକିରିରେ ପରିବର୍ତ୍ତନ ହୋଇପାରେ। କଥା ଉପରେ ନିୟନ୍ତ୍ରଣ  ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। କର୍କଟ: ଜୀବନ ସାଥୀଙ୍କ ଉନ୍ନତି ହେବ। ଧନ ମିଳିବ। ସିଂହ: ବାଦ-ବିବାଦରୁ ଦୁରେଇ ରୁହନ୍ତୁ। ଉଚ୍ଚଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ପିଲାମାନଙ୍କଠାରୁ ଲାଭ ମିଳିବ। କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ […]

Rakesh Mallick
  • Published: Monday, 04 September 2017
  • Updated: 13 September 2017, 11:38 AM IST

Sports

Latest News

ମେଷ: ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭାବାନ ହେବେ। ଯାନବାହନ କିଣିବାର ଯୋଗ ରହିଛି।

ବୃଷ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଚିକିରିରେ ନିଜ ପସନ୍ଦନୁଯାୟୀ ସଫଳତା ମିଳିବ। ଅର୍ଥ ମିଳିବ।

ମିଥୁନ: ଚାକିରିରେ ପରିବର୍ତ୍ତନ ହୋଇପାରେ। କଥା ଉପରେ ନିୟନ୍ତ୍ରଣ  ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

କର୍କଟ: ଜୀବନ ସାଥୀଙ୍କ ଉନ୍ନତି ହେବ। ଧନ ମିଳିବ।

ସିଂହ: ବାଦ-ବିବାଦରୁ ଦୁରେଇ ରୁହନ୍ତୁ। ଉଚ୍ଚଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ପିଲାମାନଙ୍କଠାରୁ ଲାଭ ମିଳିବ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ହଠାତ୍ ଅର୍ଥହାନୀ ହୋଇପାରେ।

ତୁଳା: କ୍ୟାରିୟର୍‌ରେ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ସମ୍ପତ୍ତି କଣି ପାରନ୍ତି।

ବିଛା: ମକଦ୍ଦମାରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ସାବଧାନ ରୁହନ୍ତୁ। ଗାଡି ଦୁର୍ଘଟଣାଗ୍ରସ୍ତ ହୋଇପାରେ।

ଧନୁ: ପ୍ରେମ ସମ୍ପର୍କକୁ ନେଇ ଚିନ୍ତିତ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନ-ସମ୍ମାନ ଉପରେ ଧ୍ୟାନ ଦିଅନ୍ତୁ।

ମକର: ଜୀବନରେ ବଡ଼ ଧରଣର ପରିର୍ତ୍ତନ ହୋଇପାରେ। ଶରୀରରେ ଆଘାତ ଲାଗି ପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ: ପୂର୍ବ ଅପେକ୍ଷା ରୋଜଗାର ଭଲ ହେବ। ଉପହାର ମଳିବ।କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଅଟକି ରହିଥିବା ଧନ ମିଳିବ। ମାନ- ସମ୍ମାନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos