ଜାଣନ୍ତୁ କେଉଁ ସମୟରେ ଗାଧୋଇଲେ ବଢ଼ିବ ସୁଖ ଓ ସମୃଦ୍ଧି

ବ୍ୟସ୍ତ ବହୁଳ ଜୀବନରେ ସବୁ କାମ ଠିକ୍‌ରେ କରିବା ସମ୍ଭବ ହେଉନାହିଁ। ଖାସ କରି ଗାଧୋଇବାର ସମୟ ଠିକ ରହୁନାହିଁ। ଶାସ୍ତ୍ର ଅନୁସାରେ ଭୋରୁ ସ୍ନାନ କରିବା ଲାଭ ଦାୟକ। ହେଲେ ଆଜିକାଲି ଅଧିକାଂଶ ଲୋକେ ଭୋରରୁ ସ୍ନାନ କରି ପାରୁନାହାନ୍ତି। ସୂର୍ଯ୍ୟର ପ୍ରକୋପ ଅଧିକ ହେବା ପରେ ଲୋକେ ସ୍ନାନ କରୁଛନ୍ତି। ଯଦି ଆପଣ ବିଳମ୍ୱରେ ସ୍ନାନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ। ଧର୍ମଶାସ୍ତ୍ରରେ ୪ ପ୍ରକାର […]

morning

morning

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 09:48 AM IST

Sports

Latest News

ବ୍ୟସ୍ତ ବହୁଳ ଜୀବନରେ ସବୁ କାମ ଠିକ୍‌ରେ କରିବା ସମ୍ଭବ ହେଉନାହିଁ। ଖାସ କରି ଗାଧୋଇବାର ସମୟ ଠିକ ରହୁନାହିଁ। ଶାସ୍ତ୍ର ଅନୁସାରେ ଭୋରୁ ସ୍ନାନ କରିବା ଲାଭ ଦାୟକ। ହେଲେ ଆଜିକାଲି ଅଧିକାଂଶ ଲୋକେ ଭୋରରୁ ସ୍ନାନ କରି ପାରୁନାହାନ୍ତି। ସୂର୍ଯ୍ୟର ପ୍ରକୋପ ଅଧିକ ହେବା ପରେ ଲୋକେ ସ୍ନାନ କରୁଛନ୍ତି। ଯଦି ଆପଣ ବିଳମ୍ୱରେ ସ୍ନାନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ। ଧର୍ମଶାସ୍ତ୍ରରେ ୪ ପ୍ରକାର ସ୍ନାନ ବିଷୟରେ ଉଲ୍ଲେଖ କରାଯାଇଛି। ସ୍ନାନରୁ ହିଁ ଘରେ ମାଆ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ ଓ ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ବିରାଜିତ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ହେଲେ ଅସମୟରେ ସ୍ନାନ ବହୁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ସ୍ନାନ କରିବାର କିଛି ଉପାୟ ଯାହା ସୁଖ, ସମୃଦ୍ଧି ବୃଦ୍ଧି କରିଥାଏ।

୧. ଭୋର ୪ରୁ ୫ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ମୁନି ସ୍ନାନ କୁହାଯାଏ। ଯାହାକୁ ସର୍ବୋତ୍ତମ ସ୍ନାନ କୁହାଯାଇଥାଏ। ମୁନି ସ୍ନାନ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ।

୨. ସକାଳେ ୫ରୁ ୬ଟା ସମୟ ମଧ୍ୟରେ ସ୍ନାନ କରିବା ଦ୍ୱାରା ଜୀବନରେ ଯଶ, କିର୍ତ୍ତୀ, ଧନ, ବୈଭବ ଓ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଏହାକୁ ଦେବ ସ୍ନାନ ବୋଲି କୁହାଯାଇଥାଏ। ଯାହା ଶାସ୍ତ୍ର ଅନୁସାରେ ଉତ୍ତମ ଅଟେ।

୩. ଯେଉଁ ବ୍ୟକ୍ତି ସକାଳ ୬ରୁ ୮ଟା ସମୟ ମଧ୍ୟରେ ସ୍ନାନ କରିଥାଏ, ଏହାକୁ ମାନବ ସ୍ନାନ କୁହାଯାଇଥାଏ। ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିଥାଏ।

୪. ସକାଳ ୮ ପରେ ଯେଉଁ ସ୍ନାନ କରାଯାଏ, ତାକୁ ରାକ୍ଷାସ ସ୍ନାନ କୁହାଯାଇଥାଏ। ଏହି ସ୍ନାନକୁ ଧର୍ମରେ ନିଷେଧ କରାଯାଇଛି। ଏହି ସମୟରେ ସ୍ନାନ କରିବା ଦ୍ୱାରା ଘରେ ଅଭାବ-ଅନଟନ, କ୍ଷତି ଓ ଧନହାନୀ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story