କେଉଁ ରାଶିର ବ୍ୟକ୍ତି ହୋଇଥାନ୍ତି ଧନୀ

ଧନୀ ହେବାକୁ କାହାରବା ଇଚ୍ଛା ନ ଥାଏ। ସେଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବହୁ ଲୋକ ଅଧିକ ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି। ରୋଜଗାର ଅର୍ଥକୁ ସଞ୍ଚୟ କରି କିମ୍ବା ଅନ୍ୟ କୌଣସି କାମରେ ଲଗାଇ ଲୋକେ ଅଧିକ ଧନୀ ହୋଇଥାନ୍ତି। ଏହା ତ ସମସ୍ତେ ଜାଣିଛନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି କିଛି ରାଶି ଅଛି, ଯେଉଁ ରାଶିର ବ୍ୟକ୍ତି ଧନବାନ୍‌ ହୋଇଥାନ୍ତି। ସେମାନଙ୍କର ଉପରେ ମା’ ଲକ୍ଷ୍ମୀଙ୍କ […]

nn

nn

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:23 AM IST

Sports

Latest News

ଧନୀ ହେବାକୁ କାହାରବା ଇଚ୍ଛା ନ ଥାଏ। ସେଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବହୁ ଲୋକ ଅଧିକ ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି। ରୋଜଗାର ଅର୍ଥକୁ ସଞ୍ଚୟ କରି କିମ୍ବା ଅନ୍ୟ କୌଣସି କାମରେ ଲଗାଇ ଲୋକେ ଅଧିକ ଧନୀ ହୋଇଥାନ୍ତି। ଏହା ତ ସମସ୍ତେ ଜାଣିଛନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି କିଛି ରାଶି ଅଛି, ଯେଉଁ ରାଶିର ବ୍ୟକ୍ତି ଧନବାନ୍‌ ହୋଇଥାନ୍ତି। ସେମାନଙ୍କର ଉପରେ ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ। ଆସନ୍ତୁ ଜାଣିବା ସେପରି କିଛି ରାଶି ବିଷୟରେ।

ବୃଷ: ଏହି ରାଶିର ବ୍ୟକ୍ତି ଅଧିକ ଧନୀ ହୋଇଥାନ୍ତି। ଏହି ରାଶି ଉପରେ ଶୁକ୍ରଙ୍କ ପ୍ରଭାବ ରହିଥାଏ। ଶୁକ୍ର ଧନ, ବିଳାବେସନ ଓ ରୋମାନ୍ସର ସୂଚକ। ଏହି ରାଶିର ବ୍ୟକ୍ତି ଅଧିକ ଧନ ଉପାର୍ଜନ କରିବା ସହ ବିଳାସବେସନରେ ଜୀବନ କଟାନ୍ତି।

ବିଚ୍ଛା: ଏହି ରାଶିର ବ୍ୟକ୍ତି ଭୌତିକ ବସ୍ତୁକୁ ଅଧିକ ଭଲପାଆନ୍ତି। ଏମାନଙ୍କ ପାଖରେ ଗାଡ଼ି, ଘର ଓ ଅଧିକ ସମ୍ପତ୍ତି ରହିଥାଏ। ଏମାନଙ୍କୁ ଏସବୁ ଜିନିଷ ଅଧିକ ଆକର୍ଷିତ କରିଥାଏ।

କର୍କଟ: ଏହି ରାଶିର ବ୍ୟକ୍ତି ଅଧିକ ଭାବୁକ ହୋଇଥାନ୍ତି। ପରିବାର ସହ ନିକଟତର ହୋଇ ରହିଥାନ୍ତି। ନିଜର ସକ୍ଷମ ଅନୁସାରେ ପରିବାରକୁ ଖୁସି ଦେବା ସହ ସମସ୍ତଙ୍କ ଇଚ୍ଛା ପୂରଣ କରିଥାନ୍ତି। ଯେଉଁ ଧନ ଉପାର୍ଜନ କରନ୍ତି ପରିବାର ଲୋକଙ୍କ ପଛରେ ଖର୍ଚ୍ଚ କରନ୍ତି।

ସିଂହ: ଏହି ରାଶିର ବ୍ୟକ୍ତି ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି। ଏମାନେ ଚାହାଁନ୍ତି ସମସ୍ତେ ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ ଓ ପ୍ରଶଂସା କରନ୍ତୁ। ନେତୃତ୍ୱ ନେବାର କ୍ଷମତା ଏମାନଙ୍କର ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story