୫ ସେପ୍ଟେମ୍ୱର, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ଚାକିରିରେ ସମସ୍ୟା ଦେଖା ଦେବ। ନୂଆ ଦାୟିତ୍ୱ ଗ୍ରହଣ କରିବେ ଓ ପରିବର୍ତ୍ତନର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ବୃଷ: ପୁରୁଣା ଇଚ୍ଛା ପୂରଣ ହେବ। ବୁଝାମଣାରେ ମକଦ୍ଦମା ସମାଧାନ ହେବ। ହଠାତ୍‌ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ମିଥୁନ: ବିବାହ ଓ ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ହେବ। ଚାକିରି ଓ ଜୀବନରେ ନୂଆ ପରିବର୍ତ୍ତନ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ସ୍ୱାସ୍ଥ୍ୟ ଖରାପ ହୋଇପାରେ। […]

Rakesh Mallick
  • Published: Tuesday, 05 September 2017
  • Updated: 13 September 2017, 11:38 AM IST

ମେଷ: ଚାକିରିରେ ସମସ୍ୟା ଦେଖା ଦେବ। ନୂଆ ଦାୟିତ୍ୱ ଗ୍ରହଣ କରିବେ ଓ ପରିବର୍ତ୍ତନର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ।

ବୃଷ: ପୁରୁଣା ଇଚ୍ଛା ପୂରଣ ହେବ। ବୁଝାମଣାରେ ମକଦ୍ଦମା ସମାଧାନ ହେବ। ହଠାତ୍‌ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ମିଥୁନ: ବିବାହ ଓ ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ହେବ। ଚାକିରି ଓ ଜୀବନରେ ନୂଆ ପରିବର୍ତ୍ତନ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଜୀବନ ସାଥୀଙ୍କ ସହ ଝଗଡ଼ା ହୋଇପାରେ।

ସିଂହ: ପରିବାରରେ ବିବାଦ ହୋଇପାରେ। ଚାକିରିରେ ସମସ୍ୟା ଦେଖାଦେଇ ପାରେ। ମହିଳାଙ୍କ ସହଯୋଗ ମିଳିବ।

କନ୍ୟା: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। କାମକୁ ନେଇ ଚାପ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ବିଦେଶ ଯାତ୍ରାର ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ବଢ଼ିବ।

ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଚାକିରିରେ ପରିର୍ତ୍ତନ ଓ ପ୍ରମୋସନ ମିଳିବ। ସହଜରେ ଅର୍ଥପ୍ରାପ୍ତିର ଯୋଗ ରହିଛି।

ଧନୁ: ଘରର ଦାୟିତ୍ୱ ନିଅନ୍ତୁ। ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଯାନବାହନ ସମସ୍ୟା ଦେଖା ଦେଇପାରେ।

ମକର: ଦିନସାରା ବ୍ୟସ୍ତ ରହିବେ। ଚାକିରିରେ ପଦ ପରିର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ।

କୁମ୍ଭ : ହଠାତ୍ କୌଣସି ଏକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ। ମାନ-ସମ୍ମାନ ମିଳିବ। ଖର୍ଚ୍ଚ ବଢ଼ିବ।

ମୀନ: ଚାକିରି ଓ ବ୍ୟବସାୟରେ ସମସ୍ୟା ଦେଖାଦେବ। ପାଦରେ ଆଘାତ ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story