୬ସେପ୍ଟେମ୍ୱର, ବୁଧବାର: କେମିତି କଟିବ ଆଜିର ଦିନ

ମେଷ: ଅଧିକ ପରିଶ୍ରମ କରିପାରନ୍ତି। ଚାକିରି କ୍ଷେତ୍ରରେ ପ୍ରଦୋନ୍ନତି ହୋଇପାରେ। ଧନ ପ୍ରାପ୍ତିର ଯୋଗ ରହିଛି। ବୃଷ: ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସୁଯୋଗ ମିଳିପାରେ। ପରିବାରିକ ଚିନ୍ତା ଦୂର ହେବ। ବକେୟା ଅର୍ଥ ମିଳିପାରେ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ଖୁସିର ବାତାବରଣ ଦେଖାଯିବ। କର୍କଟ: ଅଶାନ୍ତି ବଢିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ଗଲାବେଳେ ଧନିଆ ଖାଇ ଯାଅନ୍ତୁ। ସିଂହ: ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। ଆର୍ଥିକ […]

Rakesh Mallick
  • Published: Wednesday, 06 September 2017
  • Updated: 13 September 2017, 11:38 AM IST

Sports

Latest News

ମେଷ: ଅଧିକ ପରିଶ୍ରମ କରିପାରନ୍ତି। ଚାକିରି କ୍ଷେତ୍ରରେ ପ୍ରଦୋନ୍ନତି ହୋଇପାରେ। ଧନ ପ୍ରାପ୍ତିର ଯୋଗ ରହିଛି।

ବୃଷ: ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସୁଯୋଗ ମିଳିପାରେ। ପରିବାରିକ ଚିନ୍ତା ଦୂର ହେବ। ବକେୟା ଅର୍ଥ ମିଳିପାରେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ଖୁସିର ବାତାବରଣ ଦେଖାଯିବ।

କର୍କଟ: ଅଶାନ୍ତି ବଢିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ଗଲାବେଳେ ଧନିଆ ଖାଇ ଯାଅନ୍ତୁ।

ସିଂହ: ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କନ୍ୟା: ସନ୍ତାନର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ୟାରିୟରକୁ ନେଇ ଅବହେଳା କରନ୍ତୁ ନାହିଁ।  ଘରୁ ବାହାରକୁ ଗଲାବେଳେ ଧନିଆ ଖାଇ ବାହାରକୁ ଯାଆନ୍ତୁ।

ତୁଳା: ଦାୟିତ୍ୱ ବଢ଼ିପାରେ। ଅଟକିଥିବା କାମ ଆଜି ହୋଇପାରେ। ଧନ ଲାଭର ଯୋଗ ରହିଛି।

ବିଛା: ଆଜିର ଦିନଟି ଶୁଭଙ୍କର ନୁହେଁ। ପରିବାରରେ ଅଶାନ୍ତି ଦେଖାଯିବ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ। ସୁଗନ୍ଧ ଅତର ଲଗାନ୍ତୁ।

ଧନୁ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କ୍ୟାରିୟର ଓ ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ।

ମକର: ଚାକିରିରେ ପଦ ପରିବର୍ତ୍ତନ ହୋଇପାରେ। ଆଜି ଦିନଟି ଆରାମରେ କଟିପାରେ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ : ପୁରୁଣା ଇଚ୍ଛା ପୂରଣ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ମାନସମ୍ମାନ ବଢ଼ିବ।

ମୀନ: ଅଶାନ୍ତି ବଢିପାରେ। କୌଣସି ସୁଯୋଗ ହାତଛଡ଼ା କରିପାରନ୍ତି। ଘରୁ ବାହାରକୁ ଗଲା ସମୟରେ ଗୁଜୁରାତି ଖାଇ ବାହାରକୁ ଯାଆନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story