ମେଷ: ଆର୍ଥିକ କ୍ଷତିରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।
ବୃଷ: ଧନ ପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ମିଳିବ। ବୃତ୍ତିରେ ସଫଳତା ମିଳିବ।
ମିଥୁନ: ବୃତ୍ତିରେ ସଫଳତା ମିଳିବ। ଅଟକି ରହିଥିବା କାମ ହେବ। ସମ୍ପର୍କ ଉପରେ ଧ୍ୟାନ ରଖନ୍ତୁ।
କର୍କଟ: ବନ୍ଧୁବର୍ଗଙ୍କ ସହ ସାକ୍ଷାତ ହେବ। ବୃତ୍ତିରେ ନିଜ ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହେବ। ଧନ ମିଳିବ।
ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମହଦେବଙ୍କୁ ପୂଜା କରନ୍ତୁ।
କନ୍ୟା: ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହ ସ୍ଥିର ହୋଇପାରେ।
ତୁଳା: ପିଲାମାନଙ୍କୁ ନେଇ ଚିନ୍ତିତ ହେବେ। ଧନହାନୀ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶ ପାଇ ସଫଳ ହେବେ।
ବିଛା: କ୍ୟାରିୟରରେ ସଫଳତା ମିଳିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ଧନହାନୀ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସାବଧାନତା ଅବଲମ୍ୱନ କରନ୍ତୁ।
ମକର: ସ୍ୱାସ୍ଥ୍ୟ ଭଲ ରହିବ। ବୃତ୍ତିରେ ଲାଭାବନ ହେବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।
କୁମ୍ଭ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଶୁଭ କାମ ହେବ। ଅଟକି ରହିଥିବା କାମ ହେବ।
ମୀନ: ଆର୍ଥିକ ସ୍ଥିତି ଭଲ ରହିବ। ଯାନବାହନରୁ ଖୁସି ମିଳିବ। ପିଲାମାନଙ୍କ ଉନ୍ନତି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।