୯ସେପ୍ଟେମ୍ବର, ଶନିବାର: କେମିତି କଟିବ ଆଜିର ଦିନ

ମେଷ: ବୈବାହିକ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସମ୍ପତ୍ତି କିଣିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜିର ଦିନରେ ଅର୍ଥ ନିବେଶ କରନ୍ତୁ ନାହିଁ। ଲାଭ କମ୍‌ ହୋଇପାରେ। ବୃଷ:  ଅସୁସ୍ଥ ଅନୁଭବ କରିପାରନ୍ତି। ବିବାଦ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ଦେଖା ହୋଇପାରେ। ମିଥୁନ: ପରିବାରର ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ହେବ ଏବଂ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: କ୍ୟାରିୟରରେ ପରିବର୍ତ୍ତନ […]

Zodiac

Zodiac

Rakesh Mallick
  • Published: Saturday, 09 September 2017
  • Updated: 13 September 2017, 11:37 AM IST

Sports

Latest News

ମେଷ: ବୈବାହିକ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସମ୍ପତ୍ତି କିଣିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜିର ଦିନରେ ଅର୍ଥ ନିବେଶ କରନ୍ତୁ ନାହିଁ। ଲାଭ କମ୍‌ ହୋଇପାରେ।

ବୃଷ:  ଅସୁସ୍ଥ ଅନୁଭବ କରିପାରନ୍ତି। ବିବାଦ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ମିଥୁନ: ପରିବାରର ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ହେବ ଏବଂ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନସିକ ଅଶାନ୍ତିରେ ରହିପାରନ୍ତି। ପେଟ ସମ୍ବନ୍ଧୀୟ ରୋଗରେ ପଡ଼ିପାରନ୍ତି।

ସିଂହ:  ଆଜି ଦିନରେ ମଧ୍ୟମ ଫଳ ମିଳିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜର କଥା ନିୟନ୍ତ୍ରଣ ରଖନ୍ତୁ। ମାନସମ୍ମାନ ମିଳିବ। ଘରୁ ବାହାରକୁ ଗଲା ବେଳେ ଦହି ଖାଇ ଯାଆନ୍ତୁ। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ପୂର୍ବରୁ ଥିବା ଚିନ୍ତା ଦୂର ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ମନ ଶାନ୍ତ ରହିବ।

ବିଛା: ଯାନବାହନରେ ବାହାରକୁ ଗଲା ବେଳେ ସାବଧାନ ସହକାରେ ଯାଆନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ମନୋବଳ ବଢ଼ିବ।

ଧନୁ: ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ମାନସମ୍ମାନ ମିଳିବ। ଅଟକି ରହିଥିବା ଅର୍ଥ ଆଜି ମିଳିପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ପଡ଼ୋଶୀଙ୍କ ସହ କୌଣସି କଥା ନେଇ ଝଗଡା ହୋଇପାରେ। ଜୀବନସାଥୀଙ୍କ ସହ ବାହାରକୁ ଯାତ୍ରା କରିପାରନ୍ତି। ବନ୍ଧୁମାନଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳିକୁ ବୁଲି ଯିବାକୁ ଯୋଜନା ବନାଇ ପାରନ୍ତି। ଭାଇ-ଭଉଣୀଙ୍କ ସହ ଖୁସିରେ ଆଜି ଦିନଟି ଅତିବାହିତ କରିବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଶାନ୍ତି ବଢ଼ିବ। ସନ୍ଧ୍ୟାରେ ଶୁଭ ସମାଚାର ମିଳିପାରେ।

ମୀନ:  ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ସମସ୍ୟା ଦେଖାଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story