ଜୁଆଣି ପାଣି ପିଅନ୍ତୁ, ମୋଟାପଣ ଦୂର କରନ୍ତୁ

ମେଦବହୁଳତାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ସାଙ୍ଗ ସାଥୀ ଆପଣଙ୍କୁ ମୋଟୁ ମୋଟୁ ଚିଡାଉଛନ୍ତି କି ? ନିଜର ମୋଟାପଣ ପାଇଁ ଆପଣ ବାହାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି କି ? ଯଦି ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି ଜାହାକୁ ଆପଣାଇଲେ ଆପଣ ମେଦ ବହୁଳତାରୁ ମୁକ୍ତି ପାଇ ପାରିବେ। ଜୁଆଣି ହେଉଛି ଏପରି ଏକ ଜିନିଷ ଯାହା ଆପଣଙ୍କୁ ଏହି […]

ajwain

ajwain

Rakesh Mallick
  • Published: Monday, 10 July 2017
  • Updated: 10 July 2017, 10:18 AM IST

Sports

Latest News

ମେଦବହୁଳତାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ସାଙ୍ଗ ସାଥୀ ଆପଣଙ୍କୁ ମୋଟୁ ମୋଟୁ ଚିଡାଉଛନ୍ତି କି ? ନିଜର ମୋଟାପଣ ପାଇଁ ଆପଣ ବାହାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି କି ? ଯଦି ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି ଜାହାକୁ ଆପଣାଇଲେ ଆପଣ ମେଦ ବହୁଳତାରୁ ମୁକ୍ତି ପାଇ ପାରିବେ। ଜୁଆଣି ହେଉଛି ଏପରି ଏକ ଜିନିଷ ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବ। ଏହା ବ୍ୟୟ ବହୁଳ ମଧ୍ୟ ନୁହେଁ। ଆସନ୍ତୁ ଜାଣିବା ଜୁଆଣି କିପରି ଆପଣଙ୍କ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ।

ଜୁଆଣିରେ ଔଷଧୀୟ ଗୁଣ ଭରପୁର ମାତ୍ରା ରହିଛି। ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରି ନ ଥାଏ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ। ଖାଦ୍ୟ ହଜମ ପାଇଁ ଜୁଆଣି ଚୁରନ ଲାଭଦାୟକ ହୋଇଥାଏ। ଏହାସହ ମୋଟାପଣ ଦୂର କରିବା ପାଇଁ ଜୁଆଣି ପାଣି ଲାଭ ଦାୟକ ହୋଇଥାଏ।

ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ମୋଟାପଣ ଦୂର ହୋଇଥାଏ। ଜୁଆଣି ପାଣି ପିଇଲେ ହଜମ ଶକ୍ତି ବୃଦ୍ଧି ହେବା ସହ ଶରୀରର ଫ୍ୟାଟ କମିଥାଏ।

୨୫ ଗ୍ରାମ ଜୁଆଣିକୁ ୧ ଗ୍ଲାସ ପାଣି ମିଶାଇ ରାତିରେ ରଖି ଦିଅନ୍ତୁ। ସକାଳେ ପାଣିରୁ ଜୁଆଣିକୁ ଛାଣି କରି ଖାଲି ପେଟରେ ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟରୋଗ ଦୂର କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story