ସାବଧାନ୍! ଏପରି ଭୁଲ୍‌ ଆପଣଙ୍କ ସ୍କିନ୍‌କୁ ଖରାପ କରିଦେଇପାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସୁନ୍ଦର ଦେଖାଯିବା ପାଇଁ ଲୋକେ ଇଣ୍ଟର୍‌ନେଟ୍‌ରୁ ଟିପ୍ସ ଖୋଜିଥା’ନ୍ତି। ତେବେ ଏହି ଟିପ୍ସ ଉପରେ ଭରସା କରିବା ପୂର୍ବରୁ, ଆପଣଙ୍କ ସ୍କିନ୍‌ କେଉଁ ପ୍ରକାରର, ତାହା ଜାଣିନିଅନ୍ତୁ। ତ୍ୱଚାର ସେନ୍‌ସିଟିଭିଟିକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚଟି କଥା କହିବୁ, ଯାହା କରୁଥିଲେ ଆପଣଙ୍କ ସ୍କିନ୍‌ ଉପରେ ଆଗକୁ ବିପଦର ଆଶଙ୍କା ରହିଛି। ୧. ଏକ୍ସପାୟରୀ ଡେଟ୍‌ ନପଢ଼ିବା ଅଭ୍ୟାସ: ଆପଣ ଯେବେ ବି କୌଣସି ବିୟୁଟି ପ୍ରଡକ୍ଟ କିଣୁଛନ୍ତି, […]

aish1

aish1

Puspanjali Panda
  • Published: Saturday, 01 September 2018
  • Updated: 02 September 2018, 06:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସୁନ୍ଦର ଦେଖାଯିବା ପାଇଁ ଲୋକେ ଇଣ୍ଟର୍‌ନେଟ୍‌ରୁ ଟିପ୍ସ ଖୋଜିଥା’ନ୍ତି। ତେବେ ଏହି ଟିପ୍ସ ଉପରେ ଭରସା କରିବା ପୂର୍ବରୁ, ଆପଣଙ୍କ ସ୍କିନ୍‌ କେଉଁ ପ୍ରକାରର, ତାହା ଜାଣିନିଅନ୍ତୁ।

ତ୍ୱଚାର ସେନ୍‌ସିଟିଭିଟିକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚଟି କଥା କହିବୁ, ଯାହା କରୁଥିଲେ ଆପଣଙ୍କ ସ୍କିନ୍‌ ଉପରେ ଆଗକୁ ବିପଦର ଆଶଙ୍କା ରହିଛି।

maxresdefault67

୧. ଏକ୍ସପାୟରୀ ଡେଟ୍‌ ନପଢ଼ିବା ଅଭ୍ୟାସ:

ଆପଣ ଯେବେ ବି କୌଣସି ବିୟୁଟି ପ୍ରଡକ୍ଟ କିଣୁଛନ୍ତି, ଏହାର ଏକ୍ସପାୟରୀ ଡେଟ୍‌ ଦେଖି କିଣନ୍ତୁ। ବିଶେଷ କରି, ସ୍କିନ୍‌ କେୟାର୍‌ ପ୍ରଡକ୍ଟଗୁଡ଼ିକରେ ଆକ୍ଟିଭ୍‌ ଇନ୍‌ଗ୍ରେଡିଆଣ୍ଟସ୍‌ ରହିଥାଏ। ଯାହା କିଛି ଦିନ ମଧ୍ୟରେ ଖରାପ ହୋଇଯାଏ। ଯଦି ସେହି ପ୍ରଡକ୍ଟରେ ଦିଆଯାଇଥିବା ସମୟ ଶେଷ ହୋଇଯାଇଛି, ତେବେ ଏହା ବ୍ୟବହାର କରନ୍ତୁ ନାହିଁ।
face-cleaning୨.ମେକ୍‌ଅପ୍‌ ସଫା କରିବାରେ ବିଳମ୍ୱ:

ମେକ୍‌ଅପ୍‌ ଲଗାଇବା ପରେ ଏହାକୁ ସଫା କରିବାକୁ ଭୁଲନ୍ତୁ ନାହିଁ। ମେକ୍‌ଅପ୍‌ ସଫା ନକଲେ ରାତିସାରା ଆପଣଙ୍କ ତ୍ୱଚା ମେକ୍‌ଅପ୍‌ ଶୁଖାଇବାର କାର୍ଯ୍ୟ କରିଥାଏ। ଏଥିଯୋଗୁ ଆପଣଙ୍କ ମୁହଁ ଶୁଷ୍କ ଦିଶିବା ସହ ବ୍ରଣ ଉଠିବା ପରି ସମସ୍ୟା ଦେଖାଯାଇଥାଏ।

face12

୩. ଅନ୍ଧ ଭକ୍ତ ହେବା:

ଆପଣଙ୍କ ପ୍ରିୟ ଅଭିନେତା ବା ଅଭିନେତ୍ରୀ କୌଣସି ପ୍ରଡକ୍ଟର ବିଜ୍ଞାପନ କରୁଥିବା ଆପଣ ଦେଖିଥିବେ। ତେବେ ସେହି ପ୍ରଡକ୍ଟକୁ କିଣିବା ପାଇଁ ଆଗ୍ରହ ଦେଖାନ୍ତୁ ନାହିଁ। ନୂଆ ପ୍ରଡକ୍ଟ କିଣିବା ପୂର୍ବରୁ ଏହାର ଯାଞ୍ଚ୍‌ କରନ୍ତୁ। ଏହାର ଏକ ନମୁନା ଆଣି ଆପଣଙ୍କ ସ୍କିନ୍‌ ଉପରେ ଲଗାଇ ଜାଣନ୍ତୁ, ଏହା ଆପଣଙ୍କୁ ସୁଟ୍‌ କରୁଛି କି ନାହିଁ।

୪. ସ୍କିନ୍‌ ସମସ୍ୟାକୁ ଅଣଦେଖା କରିବା

ଅନେକ ଥର ମୁହଁରେ ହେଉଥିବା ବ୍ରଣ ଏବଂ ନାଲି ଚିହ୍ନକୁ ସମୟ ଅନୁସାରେ ଠିକ୍‌ ହୋଇଯିବ ଭାବି ଆପଣ ଅଣଦେଖା କରିଥା’ନ୍ତି। ଏପରି ନକରି ଏହାର ତୁରନ୍ତ ଚିକିତ୍ସା କରନ୍ତୁ। ଆପଣଙ୍କ ସ୍କିନ୍‌ରେ ହେଉଥିବା ସମସ୍ୟା ୨ରୁ ୩ ସପ୍ତାହ ଅଧିକ ରହିଲେ, ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

prevent-wrinkles-୫.ବିୟୁଟି ପ୍ରଡକ୍ଟର ନିୟମିତ ପରିବର୍ତ୍ତନ:

ବଜାରରେ ଅନେକ ବିୟୁଟି ପ୍ରଡକ୍ଟ ମିଳିଥାଏ। ଆପଣ ବ୍ୟବହାର କରିବାର ୧ ସପ୍ତାହ ମଧ୍ୟରେ ଯଦି କୌଣସି ବିୟୁଟି ପ୍ରଡକ୍ଟରୁ ସୁଫଳ ମିଳେ ନାହିଁ, ତେବେ ଆପଣ ଦ୍ୱିତୀୟ ପ୍ରଡକ୍ଟର ବ୍ୟବହାର କରନ୍ତି। କିନ୍ତୁ ବିୟୁଟି ପ୍ରଡକ୍ଟର ନିୟମିତ ପରିବର୍ତ୍ତନ ଆପଣଙ୍କ ସ୍କିନ୍‌ ପାଇଁ ବିପଦ। ଏହାର କାରଣ ସ୍କିନ୍‌ର କୋଷ ପୁଣି ଥରେ ଜେନେରେଟ୍‌ ହେବା ପାଇଁ ଅତି କମ୍‌ରେ ୧ ମାସ ସମୟ ଲାଗିଥାଏ। ଏଥିପାଇଁ କୌଣସି କ୍ରିମ୍ ବା ସେରମ୍‌କୁ ୧ ସପ୍ତାହ ବ୍ୟବହାର କରି ରେଜଲ୍ଟ ଆଶା କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story