ଆପଣ ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି କି ? ଜାଣନ୍ତୁ ଏହା କେତେ ଫଳପ୍ରଦ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଭିତରେ ନିଜ ପାଇଁ ସମୟ ବାହାର କରିବା କାଠିକର ପାଠ ହୋଇପଡୁଛି । ଆମେ ମୁଖ୍ୟତଃ କାମ ଭିତରେ ବ୍ୟସ୍ତ ରହିଥାଉ । କାମରୁ ଟିକେ ଫୁରସତ ମିଳିଲେ ସାଙ୍ଗଙ୍କ ସହ ପାର୍ଟି ଓ  ସୋଶାଲ ମିଡ଼ିଆରେ ଆକ୍ଟିଭ୍‌ ହୋଇଯାଉ। ହେଲେ ଆମେ ଭୁଲିଯାଉ ଯେ, ଏପରି ଜୀବନଶୈଳୀ ଦ୍ୱାରା ଆମେ ନିଜେ ନିଜଠାରୁ ଦୂରେଇ ଯାଉ। ଏପରି ଗତାନୁଗତିକ ଧାରା ଭିତରେ ଆମେ ନିଜକୁ ହିଁ […]

depre.....

depre.....

Niharika Rout
  • Published: Thursday, 28 March 2019
  • Updated: 28 March 2019, 10:14 AM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଭିତରେ ନିଜ ପାଇଁ ସମୟ ବାହାର କରିବା କାଠିକର ପାଠ ହୋଇପଡୁଛି । ଆମେ ମୁଖ୍ୟତଃ କାମ ଭିତରେ ବ୍ୟସ୍ତ ରହିଥାଉ । କାମରୁ ଟିକେ ଫୁରସତ ମିଳିଲେ ସାଙ୍ଗଙ୍କ ସହ ପାର୍ଟି ଓ  ସୋଶାଲ ମିଡ଼ିଆରେ ଆକ୍ଟିଭ୍‌ ହୋଇଯାଉ। ହେଲେ ଆମେ ଭୁଲିଯାଉ ଯେ, ଏପରି ଜୀବନଶୈଳୀ ଦ୍ୱାରା ଆମେ ନିଜେ ନିଜଠାରୁ ଦୂରେଇ ଯାଉ।

ଏପରି ଗତାନୁଗତିକ ଧାରା ଭିତରେ ଆମେ ନିଜକୁ ହିଁ ଭୁଲିଯାଉ। ଆମେ କ’ଣ କରୁଛୁ, ଜୀବନର ଲକ୍ଷ୍ୟ କ’ଣ, ଖୁସି ଅଛୁ ନା ଦୁଃଖୀ ଅଛୁ ଏସବୁ ଭାବିବାକୁ ସମୟ ନ ଥାଏ। ଆମେ କିଛି ସମୟ ଏକୁଟିଆ ରହିଲେ ହିଁ ନିଜ ବିଷୟରେ ଭାବିବାକୁ ସମୟ ପାଇପାରିଥାଉ। କେବେ କିନ୍ତୁ ଏକୁଟିଆ ରହିବାକୁ ସମୟ ମିଳୁ ନ ଥିବାରୁ ନିଜ ବିଷୟରେ ଭାବିବାକୁ ମଧ୍ୟ ସମୟ ମିଳି ନ ଥାଏ।

ବ୍ୟସ୍ତତା ଭିତରେ ବି ନିଜ ପାଇଁ କିଛି ସମୟ ବାହାର କରି ଏକୁଟିଆ ରହିବା ଏକ କଳା। ଏହି କଳା ଯିଏ ଶିଖି ନ ଥାଏ, ସେ ନିଜକୁ ବୁଝି ପାରି ନ ଥାଏ। ମଣିଷ ଯେତେ ବି ସଫଳତାର ଶିର୍ଷରେ ପହଞ୍ଚିଲେ, ମାନସିକ ଶାନ୍ତି ଓ ଏକାନ୍ତ ଲୋଡିଥାଏ।  ହେଲେ ଏକୁଟିଆ ରହିବାକୁ ଚାହୁଁଥିବା ଲୋକେ ଡିପ୍ରେସନର ଶିକାର ହୋଇଯାଇଥିବା ଲୋକେ ଆଲୋଚନା କରନ୍ତି। କିନ୍ତୁ କିଛି ଦିନ ପୂର୍ବେ ହୋଇଥିବା ଏକ ଅଧ୍ୟୟନରେ ଏପରି ମାନସିକତାକୁ  ଭୁଲ୍‌ ବୋଲି ପ୍ରମାଣିତ କରାଯାଇଛି।

ଅଧ୍ୟୟନ ଅନୁଯାୟୀ,  ଯେଉଁ ପିଲା ବ୍ୟସ୍ତତା ଭିତରେ ବି କିଛି ସମୟ ଏକୁଟିଆ ରହିବାକୁ ଭଲ ପାଆନ୍ତି, ସେମାନେ ନିଜକୁ ଭଲ ଭାବେ ବୁଝି ପାରନ୍ତି  ଏବଂ ନିଜ ଦୋଷ ଦୁର୍ବଳତାକୁ ଚିହ୍ନି ପାରନ୍ତି। ୟୁନିଭରସିଟି ଅଫ୍‌ କାଲିଫର୍ନିଆ ତରଫରୁ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ,  ଯେଉଁ ପିଲାମାନେ ସ୍ୱଇଚ୍ଛାରେ ଏକୁଟିଆ ରହିବାକୁ ଭଲ ପାଆନ୍ତି, ସେମାନେ ଜୀବନକୁ ବହୁତ ପାଖରୁ ଜାଣି ପାରନ୍ତି। କିନ୍ତୁ ଯଦି କୌଣସି ପିଲାକୁ ବାଧ୍ୟବାଧକତାରେ ଏପରି ପରିସ୍ଥିତିରେ ପକାଯାଏ, ତେବେ  ଉକ୍ତ ପିଲା ମଧ୍ୟରେ ଏକ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଏ। ଏପରି ପିଲା ଡିପ୍ରେସନ୍‌ର ଶିକାର ହୁଅନ୍ତି।

ପୂର୍ବରୁ ହୋଇଥିବା ଷ୍ଟଡ଼ିରେ ଏକୁଟିଆ ରହିବା ଦ୍ୱାରା ଡିପ୍ରେସନ୍‌ର ଶିକାର ହେବାର ସମ୍ଭାବନା ଅଧିକ ଥିବା କୁହାଯାଉଥିଲା । କିନ୍ତୁ ଏବେକାର ଷ୍ଟଡି ଏହାକୁ ଭୁଲ୍‌ ପ୍ରମାଣିତ କରିଛି। ଜୀବନରେ କିଛି ସମୟ ଏକୁଟିଆ ରହିବା ଏକ କଳା ଅଟେ,  ଆଉ ଏହାକୁ ଶିଖିବା ନିହାତି ଜରୁରୀ ଅଟେ। ପୂର୍ବରୁ ହୋଇଥିବା ଅଧ୍ୟୟନରେ ଲାଜକୁଳା ସ୍ୱଭାବର ବ୍ୟକ୍ତି ଏବଂ ପିଲାମାନେ ଯେଉଁମାନେ ଅନ୍ୟମାନଙ୍କ ସହ ଭଲ ଭାବେ ଏବଂ କମ୍‌ ସମୟରେ ମିଶି ପାରନ୍ତି ନାହିଁ ସେମାନଙ୍କୁ ଏକୁଟିଆ ରହିବାକୁ ଭଲ ଲାଗୁଥିବା କୁହାଯାଉଥିଲା।

ଗବେଷକଙ୍କ ଅନୁଯାୟୀ,  କେତେବେଳେ  ଅନ୍ୟମାନଙ୍କ ସହ ସମୟ ଅତିବାହିତ କରିବେ ଏବଂ କେତେବେଳେ ଏକୁଟିଆ ରହିବେ ଏ ନେଇ ପ୍ରତ୍ୟେକ ବ୍ୟକ୍ତି ସ୍ଥିର କରିବା ଉଚିତ । ଯେଉଁମାନେ ସାମାଜିକ ସ୍ରୋତରେ ମିଶି ନ ପାରି ଏକୁଟିଆ ହୋଇଯାନ୍ତି, ସେମାନଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଲାଗି ରୁହେ। ହେଲେ ଯେଉଁମାନେ ନିଜ ଇଚ୍ଛାରେ ଏକାନ୍ତକୁ ପସନ୍ଦ କରନ୍ତି,  ସେମାନେ ଜୀବନରେ ଖୁସି ଏବଂ ସୁସ୍ଥ ରୁହନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story