ସକାଳୁ ଉଠି ପିଅନ୍ତୁ ଜୁଆଣି ପାଣି, ପାଆନ୍ତୁ ଏହି ସବୁ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜୁଆଣି ପାଣିରେ ଅନେକ ଔଷଧୀୟ ଗୁଣ ରହିଛି। ଯଦି ଆପଣ ଏହାକୁ ସକାଳେ ପିଇବେ ତେବେ ଶରୀର ପାଇଁ ବେଶ ଲାଭଦାୟକ ହେବ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବ। ହଜମ ପ୍ରକ୍ରିୟା ସ୍ୱାଭାବିକ୍‌ ହେବ। ପ୍ରାୟ ୫୦ ଗ୍ରାମ୍‌ ଜୁଆଣିକୁ ଏକ ଗ୍ଲାସ ପାଣିରେ ରାତିରେ ଭିଜାଇ ରଖନ୍ତୁ। ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣଙ୍କ ଓଜନ ହ୍ରାସ ପାଇବ। ସେହିପରି ରାତିରେ ଏକ ଗ୍ଲାସ୍‌ ପାଣିରେ […]

699

699

Tapas Behera
  • Published: Thursday, 10 January 2019
  • Updated: 10 January 2019, 12:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜୁଆଣି ପାଣିରେ ଅନେକ ଔଷଧୀୟ ଗୁଣ ରହିଛି। ଯଦି ଆପଣ ଏହାକୁ ସକାଳେ ପିଇବେ ତେବେ ଶରୀର ପାଇଁ ବେଶ ଲାଭଦାୟକ ହେବ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବ। ହଜମ ପ୍ରକ୍ରିୟା ସ୍ୱାଭାବିକ୍‌ ହେବ। ପ୍ରାୟ ୫୦ ଗ୍ରାମ୍‌ ଜୁଆଣିକୁ ଏକ ଗ୍ଲାସ ପାଣିରେ ରାତିରେ ଭିଜାଇ ରଖନ୍ତୁ।

ସେଥିରେ ସକାଳୁ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣଙ୍କ ଓଜନ ହ୍ରାସ ପାଇବ। ସେହିପରି ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ରୋଗ ସମସ୍ୟାରୁ ମିଳିଥାଏ ମୁକ୍ତି ମିଳିଥାଏ।

ଖାଲି ସେତିକି ନୁହେଁ ମୁଣ୍ଡବିନ୍ଧା, ବଦହଜମୀ, ପେଟ ସମସ୍ୟା ଓ ବାନ୍ତି ଆଦି ଅନେକ ସମସ୍ୟାର ସମାଧାନର ସୂତ୍ର ଜୁଆଣି ପାଣିରେ ରହିଛି। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି ଡାଇବେଟିସ୍‌ ରୋଗୀଙ୍କ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଏଥିସହିତ ଜୁଆଣି ପାଣି ପିଇବା ଦ୍ୱାରା ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story