ଜାଣିଛନ୍ତି କି, ମନ୍ଦାର ଫୁଲର ଚମତ୍କାରୀ ଔଷଧୀୟ ଗୁଣ ବିଷୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛର ଲାଲ ରଙ୍ଗର ସୁନ୍ଦର ଫୁଲ ସବୁ ଘରର ଶୋଭା ବଢ଼ାଇଥାଏ। ମନ୍ଦାର ଫୁଲ ଠାକୁରାଣୀଙ୍କର ଅତି ପ୍ରିୟ। ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଦେଇ ପୂଜା କରାଯାଇଥାଏ। ସେଥିପାଇଁ ଘରେ ଘରେ ମନ୍ଦାର ଫୁଲଗଛ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଗଛର ଏପରି ଅନେକ ଗୁଣ ରହିଛି ଯାହା ବିଷୟରେ ବୋଧ ହୁଏ ଆପଣମାନେ ଜାଣି ନଥିବେ। ଏହାର ଫୁଲ ଏବଂ ପତ୍ର ବ୍ୟ‍‍‍ବହାର କରିବା ଦ୍ୱାରା ଅନେକ ରୋଗରୁ ଉପଶମ ମିଲିଥାଏ। […]

mandara

mandara

Chinmayee Roy
  • Published: Tuesday, 26 March 2019
  • Updated: 26 March 2019, 08:39 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛର ଲାଲ ରଙ୍ଗର ସୁନ୍ଦର ଫୁଲ ସବୁ ଘରର ଶୋଭା ବଢ଼ାଇଥାଏ। ମନ୍ଦାର ଫୁଲ ଠାକୁରାଣୀଙ୍କର ଅତି ପ୍ରିୟ। ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଦେଇ ପୂଜା କରାଯାଇଥାଏ। ସେଥିପାଇଁ ଘରେ ଘରେ ମନ୍ଦାର ଫୁଲଗଛ ଦେଖିବାକୁ ମିଳିଥାଏ।

କିନ୍ତୁ ଏହି ଗଛର ଏପରି ଅନେକ ଗୁଣ ରହିଛି ଯାହା ବିଷୟରେ ବୋଧ ହୁଏ ଆପଣମାନେ ଜାଣି ନଥିବେ। ଏହାର ଫୁଲ ଏବଂ ପତ୍ର ବ୍ୟ‍‍‍ବହାର କରିବା ଦ୍ୱାରା ଅନେକ ରୋଗରୁ ଉପଶମ ମିଲିଥାଏ। ମନ୍ଦାର ଫୁଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ,ଲୈାହ,ଖଣିଜ ଗୁଣ ବହୁ ରୋଗରୁ ଉପଶମ ପାଇବା ପାଇଁ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ।

୧) ମନ୍ଦାର ଫୁଲର ଚାହା ପିଇଲେ ଆମ ଶରୀରର କୋଲେଷ୍ଟ୍ରୋଲ,ମଧୁମେହ,ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସବୁ ନିୟନ୍ତ୍ରଣରେ ରହିଥାଏ।

୨) ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ୱଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ୱାରା ଚର୍ମ କୁଞ୍ଚନ ହୋଇନଥାଏ। ଏହା ତ୍ୱଚାର ଚମକକୁ ପୁଣିଥରେ ଆଣିବାକୁ ଚେଷ୍ଟା କରିଥାଏ।

୩) ମନ୍ଦାର ଫୁଲର ସର୍ବତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ। ଏହି ସର୍ବତ ପ୍ରତିଦିନ ପାନ କରିବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ ଏବଂ ଜ୍ୱର, ନାକରୁ ରକ୍ତ ବୋହିବା,ମୁଣ୍ଡବ୍ୟଥା, ଯାଦୁ ଆଦି ରୋଗ ଦୂର ହୋଇଥାଏ।

୪) ମନ୍ଦାର ଫୁଲକୁ ବାଟି କେଶରେ ଲଗାଇବା ଦ୍ୱାରା ଏହା ଚୁଟି ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ପ୍ରାକୃତିକ ଉପାୟରେ ମଧ୍ୟ ତେଲ ପ୍ରସ୍ତୁତ କରାଯାଇଥାଏ ଯାହାକୁ କେଶରେ ଲଗାଇବା ଦ୍ୱାରା କେଶ ଘନ ଏବଂ ମୁଲାୟମ ହୋଇଥାଏ। ଏହା କେଶକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ।

୫) ଯଦି ମୁହଁରେ ବ୍ରଣ ହୋଇଥାଏ ତେବେ ନାଲି ମନ୍ଦାର ଫୁଲର ପତ୍ରକୁ ପାଣିରେ ଫୁଟାଇ ଏହାକୁ ବାଟି ଏଥିରେ ମହୁ ମିଶାଇ ଲଗାଇବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story