କିସ୍‌ମିସ୍‌କୁ ପାଣିରେ ବତୁରାଇ ଖାଆନ୍ତୁ, ମିଳିବ ଏ ସବୁ ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିସ୍‌ମିସ୍‌ ଏକ ଶୁଖିଲା ଜାତୀୟ ଫଳ। ଅଙ୍ଗୁରୁକୁ ଶୁଖାଇ ଏହାକୁ ତିଆରି କରାଯାଇଥାଏ। ଏଥିରେ ଥିବା ସମସ୍ତ ଗୁଣ ଅଙ୍ଗୁରୁରେ ମଧ୍ୟ ରହିଥାଏ। ଶୀତଦିନେ ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ।ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଅଧିକାଂଶ ଲୋକ କିସ୍‌ମିସ୍‌କୁ ପାଣିରେ ନ ବତୁରାଇ ଖାଲି ଖାଇଖାନ୍ତି। କିନ୍ତୁ ଏହାକୁ ପାଣିରେ ଭିଜାଇ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ […]

1_111118102537

1_111118102537

Tapas Behera
  • Published: Monday, 12 November 2018
  • Updated: 12 November 2018, 12:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିସ୍‌ମିସ୍‌ ଏକ ଶୁଖିଲା ଜାତୀୟ ଫଳ। ଅଙ୍ଗୁରୁକୁ ଶୁଖାଇ ଏହାକୁ ତିଆରି କରାଯାଇଥାଏ। ଏଥିରେ ଥିବା ସମସ୍ତ ଗୁଣ ଅଙ୍ଗୁରୁରେ ମଧ୍ୟ ରହିଥାଏ। ଶୀତଦିନେ ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ।ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଅଧିକାଂଶ ଲୋକ କିସ୍‌ମିସ୍‌କୁ ପାଣିରେ ନ ବତୁରାଇ ଖାଲି ଖାଇଖାନ୍ତି। କିନ୍ତୁ ଏହାକୁ ପାଣିରେ ଭିଜାଇ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କିସ୍‌ମିସ୍‌କୁ ପାଣିରେ ବତୁରାଇ ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ଓ ନ୍ୟୁଟ୍ରିଏଣ୍ଟସ୍‌ର ମାତ୍ରା ବଢ଼ି ଯାଇଥାଏ। ଫଳରେ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଭିଟାମିନ୍‌ ଏ ଓ ଭିଟା-କେରାଟିନ୍‌ ରହିଛି।

ଯାହା ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ। କିସ୍‌ମିସ୍‌ରେ ଫାଇବର୍‌ ରହିଛି, ଯାହା ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିବା ସହିତ ହୃଦ୍‌ଘାତ ସମସ୍ୟାକୁ ଠିକ୍‌ କରିଥାଏ। କିସ୍‌ମିସ୍‌ ଏପରି ଏକ ଶୁଖିଲା ଫଳ, ଯାହା ଶରୀରରୁ ଟକ୍ସିନ୍‌କୁ ବାହାର କରି  ଲିଭର୍‌କୁ ଇନ୍‌ଫେକ୍ସନ୍‌ଠାରୁ ଦୂରେଇ ରଖିଥାଏ। ଶରୀରରେ ଲାଲ୍‌ ରକ୍ତ କଣିକା ତିଆରି କରିବା ପାଇଁ ଆଇରନ୍ ଆବଶ୍ୟକ ହୋଇଥାଏ। କିସ୍‌ମିସ୍‌ରେ ପ୍ରଚୁର ପରିମାଣରେ ଆଇରନ୍‌ ରହିଛି। ଯାହା ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ।

ହାଡ଼କୁ ମଜଭୁତ୍‌ କରିବା ପାଇଁ ବୋରୋନ୍‌ ଭିଟାମିନ୍‌ର ଆବଶ୍ୟକ ହୋଇଥାଏ। କିସ୍‌ମିସ୍‌ରେ କ୍ୟାଲ୍‌ସିୟମ୍‌ ସହିତ ବୋରୋନ୍‌ ମଧ୍ୟ ରହିଛି। ସେହିପରି କିସ୍‌ମିସ୍‌ ଖାଇଲେ ଶରୀରରେ ସୁଗାର୍‌ର ସ୍ତର ନିୟନ୍ତ୍ରିତ ରହିବା ସହିତ ଓଜନ ମଧ୍ୟ କମ୍ ହୋଇଥାଏ। ଶୀତଦିନେ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଶରୀରରେ ବ୍ୟାକ୍ଟେରିଆଙ୍କ ଯୋଗୁ ହେଉଥିବା ଇନ୍‌ଫେକ୍‌ସନ୍ ଆଶଙ୍କା ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story