ମାସ କହିବ ଆପଣଙ୍କ ବ୍ୟକ୍ତିତ୍ୱ: ଜାଣନ୍ତୁ ବାର ମାସର ଚରିତ୍ର

କୁହାଯାଏ ଗ୍ରହ, ନକ୍ଷତ୍ରର ଚଳନ ଏବଂ ବାର ଓ ତିଥି ଅନୁଯାୟୀ ମନୁଷ୍ୟର ଭବିଷ୍ୟତ ନିର୍ଦ୍ଧାରିତ ହୁଏ।  ଏଥିରେ ମାସର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଶ୍ୱାସ ରହିଛି। ଜନ୍ମ ମାସରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ ଜଣାପଡ଼ିଯାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଜନ୍ମ ମାସ ଅନୁଯାୟୀ ବ୍ୟକ୍ତିରବ୍ୟକ୍ତିତ୍ୱ ଓ ସ୍ୱଭାବ କିପରି ହୋଇଥାଏ। ଚୈତ୍ର ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ହୋଇଥାଆନ୍ତି। ଏମାନଙ୍କ ପାଖରେ ଅହଙ୍କାର […]

bb

bb

Rakesh Mallick
  • Published: Saturday, 17 June 2017
  • Updated: 19 June 2017, 02:50 PM IST

Sports

Latest News

କୁହାଯାଏ ଗ୍ରହ, ନକ୍ଷତ୍ରର ଚଳନ ଏବଂ ବାର ଓ ତିଥି ଅନୁଯାୟୀ ମନୁଷ୍ୟର ଭବିଷ୍ୟତ ନିର୍ଦ୍ଧାରିତ ହୁଏ।  ଏଥିରେ ମାସର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଶ୍ୱାସ ରହିଛି। ଜନ୍ମ ମାସରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ ଜଣାପଡ଼ିଯାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଜନ୍ମ ମାସ ଅନୁଯାୟୀ ବ୍ୟକ୍ତିରବ୍ୟକ୍ତିତ୍ୱ ଓ ସ୍ୱଭାବ କିପରି ହୋଇଥାଏ।

ଚୈତ୍ର

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ସୁନ୍ଦର ହୋଇଥାଆନ୍ତି। ଏମାନଙ୍କ ପାଖରେ ଅହଙ୍କାର ବୋଲି କିଛି ନ ଥାଏ। ଏମାନେ କର୍ମଠ ହୋଇଥାଆନ୍ତି। କିନ୍ତୁ ଏମାନେ ରାଗି ହୋଇଥାଆନ୍ତି। ଏହି ମାସରେ ଜନ୍ମ ହୋଇଥିବା ମହିଳାମାନେ ଚଞ୍ଚଳ ସ୍ୱଭାବର ହୋଇଥାଆନ୍ତି।

ବୈଶାଖ

ଏହି ମାସରେ ଜନ୍ମିତ ବ୍ୟକ୍ତି ସର୍ବସୁଖଯୁକ୍ତ ଓ ଧନବାନ ହୋଇଥାଆନ୍ତି। ଏମାନଙ୍କ ହୃଦୟ ବଡ଼ ହୋଇଥାଏ। ଆଖି ସୁନ୍ଦର ହୋଇଥାଏ। କିନ୍ତୁ ସେମାନେ ରାଗି ମଧ୍ୟ ହୋଇଥାଆନ୍ତି।

ଜ୍ୟେଷ୍ଠ

ଏହି ମାସରେ ଜନ୍ମ ହୋଇଥିବା ଲୋକେ ଶୁଭଚିନ୍ତକ ହୋଇଥାଆନ୍ତି। ଏମାନଙ୍କ ଆୟୁ ଅଧିକ ହୋଇଥାଏ। ଏମାନେ ଦେଶ ଛାଡ଼ି ବିଦେଶରେ ରହନ୍ତି।

ଆଷାଢ଼

ଏହି ମାସରେ ଜନ୍ମ ହୋଇଥିବା ଲୋକେ ଧାର୍ମିକ ହୋଇଥାଆନ୍ତି। ଏମାନେ ଦେଖିବାକୁ ସୁନ୍ଦର ହୋଇଥାଆନ୍ତି। ଏମାନଙ୍କୁ ଜୀବନକାଳରେ ଅଳ୍ପ ସୁଖ ମିଳେ ବୋଲି ବିଶ୍ୱାସ କରାଯାଏ।

ଶ୍ରାବଣ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜୀବନରେ ସୁଖ ଓ ଦୁଃଖ ତଥା ହାନି ଓ ଲାଭ ସମାନ ଭାବେ ହୋଇଥାଏ।

ଭାଦ୍ରବ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁ ବେଳେ ଖୁସିରେ ରହନ୍ତି। ଏମାନେ ବହୁତ କଥା କହନ୍ତି। ପୁତ୍ରବାନ ହୁଅନ୍ତି। ମଧୁର କଥା କହନ୍ତି। ଦେଖିବାକୁ ସୁନ୍ଦର ହୋଇଥାଆନ୍ତି।

ଆଶ୍ୱିନ

ଏହି ମାସରେ ଜନ୍ମିତ ବ୍ୟକ୍ତି ଦେଖିବାକୁ ସୁନ୍ଦର ହୋଇଥାଆନ୍ତି। ଏମାନ ଗୁଣବାନ ହେବା ସହ ଧନୀ ଓ କର୍ମଠ ହୋଇଥାଆନ୍ତି।

କାର୍ତ୍ତିକ

ଏମାନେ  ଧନବାନ ହୋଇଥାଆନ୍ତି। କିନ୍ତୁ ଏମାନେ ବୁଦ୍ଧି କମ୍ ଥାଏ ବୋଲି କୁହାଯାଏ। ଏମାନଙ୍କ ମଧ୍ୟରୁ ଅନେକ ଦୁଷ୍ଟ ପ୍ରକୃତିର ହୋଇଥାଆନ୍ତି। ଏମାନେ କିଣାବିକା କାମ କରିବାକୁ ଭଲ ପାଆନ୍ତି ବୋଲି ବିଶ୍ୱାସ କରାଯାଏ।

ମାର୍ଗଶିର

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମିଠା ମିଠା କଥା କହନ୍ତି। ଏମାନେ ଧନବାନ ହେବା ସହିତ ଧାର୍ମିକ ହୋଇଥାଆନ୍ତି। ଏମାନଙ୍କର ସାଙ୍ଗସାଥୀ ସଂଖ୍ୟା ଖୁବ୍ ଅଧିକ ହୋଇଥାଏ। ବଳବାନ ହୋଇଥାଆନ୍ତି। ଅନ୍ୟର ଉପରକାର କରନ୍ତି।

ପୌଷ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସାହସୀ ଓ ଉଗ୍ର ହୋଇଥାଆନ୍ତି। ଭଗବାନଙ୍କୁ ବି ମାନନ୍ତି ନାହିଁ।

ମାଘ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମାନ ଓ ଧନବାନ ହୋଇଥାଆନ୍ତି। ଏମାନେ ଟାଣ କଥା କୁହନ୍ତି ଓ ଭାରି ନିଷ୍ଠୁର ହୋଇଥାଆନ୍ତି ବୋଲି କୁହାଯାଏ।

ଫାଲଗୁନ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି  ଧନବାନ ହୋଇଥାଆନ୍ତି ଓ ଅନ୍ୟର ଉପକାର କରନ୍ତି। ଏମାନେ ଜ୍ଞାନୀ ହୋଇଥାଆନ୍ତି ବୋଲି କୁହାଯାଏ।  ଏମାନେ ସର୍ବଦା ବିଦେଶରେ ଭ୍ରମଣ କରିବାକୁ ଭଲ ପାଆନ୍ତି।

ସୌଜନ୍ୟ- ୱେବ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story