କଳାଜାଈ କହିବ କେମିତି ଆପଣଙ୍କ ସ୍ୱାଭାବ ଓ କେମିତି ହେବ ଆପଣଙ୍କ ଭାଗ୍ୟ

ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା କଳାଜାଈର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଶରୀରରେ ନାଲିଜାଇ ରହିଲେ ଶୁଭ ବୋଲି କୁହାଯାଇଥିବା ବେଳେ, କଳାଜାଇର ଉପସ୍ଥିତି ଶରୀରରେ ଉଭୟ ଶୁଭ ଓ ଅଶୁଭ ବୋଲି ବର୍ଣ୍ଣନା ହୋଇଛି। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ଜାଗାରେ କଳାଯାଇ ରହିଲେ କେମିତି ହୁଏ ମଣିଷର ସ୍ୱଭାବ।  ପିଠିରେ କଳାଜାଈ ପିଠିରେ କଳାଜାଇ ଥିବା ବ୍ୟକ୍ତିମାନେ ରୋମାଣ୍ଟିକ ହୋଇଥାନ୍ତି। ଖାଲି ସମୟରେ ଏମାନେ ବୁଲିବାକୁ ପସନ୍ଦ କରନ୍ତି, ସାଧାରଣତଃ ଖୁସମିଜାଜ […]

mole1

mole1

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 06:15 PM IST

Sports

Latest News

ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା କଳାଜାଈର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଶରୀରରେ ନାଲିଜାଇ ରହିଲେ ଶୁଭ ବୋଲି କୁହାଯାଇଥିବା ବେଳେ, କଳାଜାଇର ଉପସ୍ଥିତି ଶରୀରରେ ଉଭୟ ଶୁଭ ଓ ଅଶୁଭ ବୋଲି ବର୍ଣ୍ଣନା ହୋଇଛି। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ଜାଗାରେ କଳାଯାଇ ରହିଲେ କେମିତି ହୁଏ ମଣିଷର ସ୍ୱଭାବ।

 ପିଠିରେ କଳାଜାଈ

ପିଠିରେ କଳାଜାଇ ଥିବା ବ୍ୟକ୍ତିମାନେ ରୋମାଣ୍ଟିକ ହୋଇଥାନ୍ତି। ଖାଲି ସମୟରେ ଏମାନେ ବୁଲିବାକୁ ପସନ୍ଦ କରନ୍ତି, ସାଧାରଣତଃ ଖୁସମିଜାଜ ସ୍ୱଭାବର ହୋଇଥାନ୍ତିଯାହା ପାଇବାକୁ ମନ ବଳାଇ ନିଅନ୍ତି ତାକୁ କୈାଣସି ବି ପରିସ୍ଥିତିରେ ହାସଲ କରିଥାନ୍ତି। ଏମାନେ ନିଜ ପରିବାରକୁ ବହୁତ ଭଲପାଆନ୍ତି। 

 ଓଠତଳେ କଳାଜାଈ

ଓଠ ତଳେ କଲାଯାଇଥିବା ବ୍ୟକ୍ତିମାନେ ସବୁ କାମରେ ସଫଳତା ପାଇଥାନ୍ତି। ସମୟ ସହ ତାଳଦେଇ ଚାଲିବା ସେମାନଙ୍କୁ ଜଣା। ଯେଉଁ ବ୍ୟକ୍ତିଙ୍କର ଓଠର ମଧ୍ୟ ଭାଗରେ କଲାଜାଇ ଥାଏ ସେମାନଙ୍କର ନିଜ ପାର୍ଟନର ସହ ସବୁବେଳେ ଭଲ ସଂପର୍କ ରହିଥାଏ। ଏହି ଲେକମାନେ ଧନୀ ହୋଇଥାନ୍ତି।

 ହାତରେ କଳାଜାଇ

ହାତରେ କଳାଜାଇ ଥିବା ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ବହୁତ ଧନୀ ହୋଇଥାନ୍ତି। ହାତରେ କଳାଜାଇ ଥିବା ଝିଅମାନେ ଯେଉଁ ଘରକୁ ବିବାହ କରିଯାଆନ୍ତି ସେ ଘରେ ଧନର ଆଭାବ ଦେଖା ଦେଇନଥାଏ। ଏମାନେ ସବୁଠି ସମ୍ମାନ ପାଇଥାନ୍ତି।

 ନାକରେ କଳାଯାଇ

ନାକରେ କଳାଯାଇଥିବା ବ୍ୟକ୍ତି ହୃଦୟରୁ ବହୁତ ଭଲ ହୋଇଥାନ୍ତି। ସବୁକାମକୁ ନିଷ୍ଠାର ସହ କରିଥାନ୍ତି। ଏମାନଙ୍କୁ ସଫଳତା ମିଳେ କିନ୍ତୁ ଟିକେ ଡେରିରେ ମିଳେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos