ଗୋଲମରିଚରେ ରହିଛି ଏହିସବୁ ଚମତ୍କାରୀ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲମରିଚକୁ ସାଧାରଣତଃ ଖାଦ୍ୟରେ ଏକ ମସଲା ରୂପେ ଆମେ ବ୍ୟବହାର କରିଥାଉ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏଥିରେ ପିପରିନ୍‌ ନାମକ ଉପାଦାନ ଥିବାରୁ ଏହାର ସ୍ୱାଦ ସବୁଠୁ ନିଆରା। ଗୋଲମରିଚରେ ଆଇରନ୍, ପୋଟାସିୟମ୍, ଫସ୍‌ଫରସ୍‌, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଆମ ଶରୀରର ଅନେକ ଉପକାର କରିଥାଏ। ତେବେ ଆସନ୍ତୁ ଜାଣିବା ଗୋଲମରିଚର ଉପକାରିତା ସମ୍ପର୍କରେ […]

black-peper

black-peper

Chinmayee Roy
  • Published: Wednesday, 13 February 2019
  • Updated: 13 February 2019, 08:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲମରିଚକୁ ସାଧାରଣତଃ ଖାଦ୍ୟରେ ଏକ ମସଲା ରୂପେ ଆମେ ବ୍ୟବହାର କରିଥାଉ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏଥିରେ ପିପରିନ୍‌ ନାମକ ଉପାଦାନ ଥିବାରୁ ଏହାର ସ୍ୱାଦ ସବୁଠୁ ନିଆରା। ଗୋଲମରିଚରେ ଆଇରନ୍, ପୋଟାସିୟମ୍, ଫସ୍‌ଫରସ୍‌, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଆମ ଶରୀରର ଅନେକ ଉପକାର କରିଥାଏ। ତେବେ ଆସନ୍ତୁ ଜାଣିବା ଗୋଲମରିଚର ଉପକାରିତା ସମ୍ପର୍କରେ ।

  • ଗୋଲମରିଚରେ କ୍ୟାନସର୍‌ ସହ ଲଢ଼ିବାର କ୍ଷମତା ରହିଛି। ଏହାକୁ ପ୍ରତିଦିନ ଖାଇଲେ ସ୍ତନରେ ଗଣ୍ଠି ହୁଏନାହିଁ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର୍‌କୁ ରୋକିଥାଏ।
  • କାଶ ହେଉଥିଲେ ଗୋଲମରିଚ ଚୂର୍ଣ୍ଣ ସହ ଏକ ଚାମଚ ମହୁ, ଘିଅ, ସାମାନ୍ୟ ମିଶ୍ରି ମିଳାଇ ସେବନ କରିବା ଦ୍ୱାରା କାଶ ଭଲ ହୋଇଥାଏ। ଏହା ବ୍ୟତୀତ ଯଦି ଥଣ୍ଡା ହୋଇଥାଏ ତେବେ ଗୋଲମରିଚ ଓ ରସୁଣକୁ ଏକାଠି ମିଳାଇ ଖାଇଲେ ଭଲ ।
  • ଚର୍ମରେ କିଛି ସମସ୍ୟା ଦେଖାଦେଉଥିଲେ ଗୋଲମରିଚ ଚୂର୍ଣ୍ଣରେ ଗାଈ ଘିଅ କିମ୍ବା ନଡ଼ିଆ ତେଲରେ ମିଶାଇ ଦେହରେ ଲେପନ କରନ୍ତୁ, ଚର୍ମ ରୋଗ ଦୂର ହେବ।
  • କୌଣସି କାରଣରୁ ଭୋକ ହେଉ ନ ଥିଲେ ଗୋଲମରିଚ ଚୂର୍ଣ୍ଣକୁ ପାଣିରେ ଗୋଳାଇ ପିଇଲେ ଭୋକ ବଢ଼େ।

  • ଋତୁସ୍ରାବ ସମୟରେ ପେଟଯନ୍ତ୍ରଣା ହେଉଥିଲେ, କିଛି ଗୋଲମରିଚ ଚୋବାଇ ଉଷୁମ ପାଣି ପିଅନ୍ତୁ, ଉପଶମ ମିଳିବ।
  • ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଗୋଲମରିଚ ମୁକ୍ତି ଦେଇଥାଏ। ଏହି ଏସି ଶରୀରରେ ପାଚନ କ୍ରିୟାକୁ ସନ୍ତୁଳିତ ରଖିଥାଏ। ଫଳରେ ପେଟ ଫୁଲିବା, ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।
  • ଗୋଲମରିଚ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଆମ ଶରୀରରେ ଟକ୍ସିନ୍‌ ପରି କାମ କରେ। ଏହା ଆମ ଶରୀରର ମେଟାବୋଲିଜିମ୍‌କୁ ବଢ଼ାଇଥାଏ। ଫଳରେ ଆମ ଶରୀରରୁ ଅତ୍ୟଧିକ ଫ୍ୟାଟ୍ ଝାଳ ଓ ପରିସ୍ରା ମାଧ୍ୟମରେ ବାହାରିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story