ବିଭ୍ରାଟ ଘଟୁଛି କିମ୍ବା ଅଭାବ ଦେଖାଯାଉଛି କି? ଜାଣନ୍ତୁ କେମିତି ଧାରଣ କରିବେ କଳାରଙ୍ଗର ବ୍ରତ

କଳା ରଙ୍ଗ ଅଶୁଭର ଚିହ୍ନ ବୋଲି କୁହାଯାଇଥାଏ। ସେଥିପାଇଁ କୌଣସି ଶୁଭକାମରେ କଳାରଙ୍ଗର କପଡ଼ା ପନ୍ଧିବାକୁ ବାରଣ କରାଯାଇଥାଏ। ହେଲେ କଳାରଙ୍ଗକୁ ନେଇ ଏକ ରୂଢ଼ି ରହିଛି ‘ବୁରୀ ନଜର ୱେଲେ ତେରା ମୁଁହ କାଲା’। କଳା ରଙ୍ଗ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ଏପରି କୁହାଯାଇଥାଏ। ଶୁଭ କାମରେ କଳା କପଡ଼ା ପିନ୍ଧିବାକୁ ବାରଣ କରାଯାଇଥାଏ। ହେଲେ କଳା ‘ବ୍ରତ’ ଆମକୁ ବହୁ ବିପଦରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କଳା ରଙ୍ଗର ବ୍ରତ […]

Black-Thread-

Black-Thread-

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 01:58 PM IST

Sports

Latest News

କଳା ରଙ୍ଗ ଅଶୁଭର ଚିହ୍ନ ବୋଲି କୁହାଯାଇଥାଏ। ସେଥିପାଇଁ କୌଣସି ଶୁଭକାମରେ କଳାରଙ୍ଗର କପଡ଼ା ପନ୍ଧିବାକୁ ବାରଣ କରାଯାଇଥାଏ। ହେଲେ କଳାରଙ୍ଗକୁ ନେଇ ଏକ ରୂଢ଼ି ରହିଛି ‘ବୁରୀ ନଜର ୱେଲେ ତେରା ମୁଁହ କାଲା’। କଳା ରଙ୍ଗ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ଏପରି କୁହାଯାଇଥାଏ। ଶୁଭ କାମରେ କଳା କପଡ଼ା ପିନ୍ଧିବାକୁ ବାରଣ କରାଯାଇଥାଏ। ହେଲେ କଳା ‘ବ୍ରତ’ ଆମକୁ ବହୁ ବିପଦରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କଳା ରଙ୍ଗର ବ୍ରତ କିପରି ବ୍ୟବହାର କଲେ ତାହା ଆପଣଙ୍କୁ ଶୁଭଫଳ ଦେବ ଓ ବିପଦରୁ ରକ୍ଷା କରିବ।

କୌଣସି କାମରେ ବାରମ୍ବାର ବିଭ୍ରାଟ ଘଟୁଥିଲେ କିମ୍ବା ଧନ ସମ୍ପତ୍ତି ଅଭାବ ରହୁଥିଲେ ମଙ୍ଗଳବାର ସନ୍ଧ୍ୟାରେ କଳା ରଙ୍ଗର ଏକ ବ୍ରତ କିଣି ହନୁମାନ ମନ୍ଦିରକୁ ଯାଆନ୍ତୁ। ମନ୍ଦିରରେ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ତାଙ୍କ ଚାଳିଶା ପାଠ କରିବା ସହ ବ୍ରତରେ ୯ଟି ଗଣ୍ଠି ପକାନ୍ତୁ। ଗଣ୍ଠି ପକା ସରିଯିବା ପରେ ଏଥିରେ ହନୁମାନଙ୍କ ପାଦ ସିନ୍ଦୁରରେ ଲଗାନ୍ତୁ। ଏହାପରେ ସୀତାରାମ ଜପ କରି କରି ଏହାକୁ ଘରକୁ ନେଇ ଆସି ମୁଖ୍ୟଦ୍ୱାରରେ ବାନ୍ଧି ଦିଅନ୍ତୁ। ଏପରି କରିଲେ ଭୂତ,ପ୍ରେତ, ଖରାପ ନଜର, ଶତ୍ରୁ, ବେମାରୀ ଘରେ ପ୍ରବେଶ କରିବେ ନାହିଁ। ବଜରଙ୍ଗବଲୀ ନିଜେ ଆପଣଙ୍କ ରକ୍ଷା କରିବେ।

ଯଦି ଏହି ବ୍ରତକୁ ଆଲମାରୀରେ ବାନ୍ଧି ଦେବେ ତେବେ ଧନ ସମ୍ପତ୍ତି ବୃଦ୍ଧି ଘଟିବ ଓ ଅଭାବ ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି।

ସୌଜନ୍ୟ-ଆଜତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story