ଫ୍ରିଜ୍ ଠାରୁ ଢେର୍ ଭଲ ମାଟିହାଣ୍ଡି ପାଣି, ଜାଣନ୍ତୁ କେମିତି

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣତଃ ଆମେ ଥଣ୍ଡା ପାଣି ପିଇବାକୁ ଇଚ୍ଛା କରିଥାଉ। ଏହି ଋତୁରେ ମାଟିହାଣ୍ଡି ପାଣି ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ବିଶେଷଜ୍ଞ କହିବା ଅନୁସାରେ, ମାଟିରେ ଅନେକ ପ୍ରକାର ରୋଗ ସହ ଲଢିବା କ୍ଷମତା ରହିଥାଏ। ତେଣୁ ମାଟି ହାଣ୍ଡିରେ ରଖାଯାଇଥିବା ପାଣି ଆମ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ। ପ୍ରତିଦିନ ମାଟିହାଣ୍ଡି ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମାଟିହାଣ୍ଡିରେ ଥିବା ପାଣି ପିଇବା ଦ୍ୱାରା ଶରୀରର […]

brown

brown

Rakesh Mallick
  • Published: Monday, 15 May 2017
  • Updated: 15 May 2017, 05:46 PM IST

Sports

Latest News

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣତଃ ଆମେ ଥଣ୍ଡା ପାଣି ପିଇବାକୁ ଇଚ୍ଛା କରିଥାଉ। ଏହି ଋତୁରେ ମାଟିହାଣ୍ଡି ପାଣି ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ବିଶେଷଜ୍ଞ କହିବା ଅନୁସାରେ, ମାଟିରେ ଅନେକ ପ୍ରକାର ରୋଗ ସହ ଲଢିବା କ୍ଷମତା ରହିଥାଏ। ତେଣୁ ମାଟି ହାଣ୍ଡିରେ ରଖାଯାଇଥିବା ପାଣି ଆମ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ।

ପ୍ରତିଦିନ ମାଟିହାଣ୍ଡି ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମାଟିହାଣ୍ଡିରେ ଥିବା ପାଣି ପିଇବା ଦ୍ୱାରା ଶରୀରର ଟେଷ୍ଟରୋନ୍‌ ସ୍ତର ବଢିଥାଏ। ଏହାସହିତ ଏସିଡିଟି ଓ ପେଟ ଯନ୍ତ୍ରଣାରୁ ଆମକୁ ଆରାମ ଦେଇଥାଏ। ମାଟିରେ ଶୁଦ୍ଧ ରଖିବା ଗୁଣ ଥିବାରୁ ବିଶୁଦ୍ଧ ଜିନିଷକୁ ନଷ୍ଟ କରି ଦେଇଥାଏ। ମାଟିପାଣିକୁ ସେହି ତାପମାତ୍ରାରେ ରଖିଥାଏ ଯାହା ଶରୀର ପାଇଁ ଆବଶ୍ୟକ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story