ଜାଣନ୍ତୁ କେମିତି ତିଆରି ହୁଏ 'କୋକୋନଟ୍ ରାଇସ୍'

ଆବଶ୍ୟକ ସାମଗ୍ରୀ- ବାସୁମତୀ ଚାଉଳ, ଟମାଟୋ, ନଡ଼ିଆ କୋରା, ବଟର, ଘିଅ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା, ଲବଙ୍ଗ, ଗୁଜୁରାତି, ଢ଼ାଲିଚିନି, ର୍ଭୁସୁଙ୍ଗ ପତ୍ର, ପିଆଜ, କାଜୁ, ବାଦାମ, ଅଦା, ଜିରା, ଧନିଆ, ଚିନି, ଲେମ୍ବୁ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ପାଣିରେ ଫୁଟାଇ ଦରସିଝା ଭାତ କରନ୍ତୁ। ଏହା ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ଦୃଷ୍ଟି ଦେବେ। ଏବେ କଡ଼େଇରେ ବଟର ଗରମ କରି ଭାତ, ଚିନି ଓ ଲୁଣ ପକାଇ ଅଳ୍ପ […]

coconut-rice

coconut-rice

Chinmayee Roy
  • Published: Tuesday, 26 March 2019
  • Updated: 26 March 2019, 11:33 AM IST

Sports

Latest News

ଆବଶ୍ୟକ ସାମଗ୍ରୀ- ବାସୁମତୀ ଚାଉଳ, ଟମାଟୋ, ନଡ଼ିଆ କୋରା, ବଟର, ଘିଅ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା, ଲବଙ୍ଗ, ଗୁଜୁରାତି, ଢ଼ାଲିଚିନି, ର୍ଭୁସୁଙ୍ଗ ପତ୍ର, ପିଆଜ, କାଜୁ, ବାଦାମ, ଅଦା, ଜିରା, ଧନିଆ, ଚିନି, ଲେମ୍ବୁ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ପାଣିରେ ଫୁଟାଇ ଦରସିଝା ଭାତ କରନ୍ତୁ। ଏହା ଯେପରି ଗୋଟା ଗୋଟା ରହିବ ସେଥିପ୍ରତି ଦୃଷ୍ଟି ଦେବେ। ଏବେ କଡ଼େଇରେ ବଟର ଗରମ କରି ଭାତ, ଚିନି ଓ ଲୁଣ ପକାଇ ଅଳ୍ପ ଆଞ୍ଚରେ ରଖନ୍ତୁ। ଏବେ ଆଉ ଏକ କଡ଼େଇରେ ଘିଅ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇ ଆସିଲେ ଏଥିରେ ଜିରା, ଅଦା, କାଜୁ ଓ ଟମାଟୋ ବଟାକୁ ପକାଇ କିଛି ସମୟ ଭାଜନ୍ତୁ।

ମସଲା କଷି ହୋଇଗଲେ ଏହି କଷା ମସଲାରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଅଳ୍ପ ଘିଅ ଗରମ କରି ଲବଙ୍ଗ, ଗୁଜୁରାତି, ଢ଼ାଲିଚିନି, ଭୂସୁଙ୍ଗା ପତ୍ର ପକାନ୍ତୁ ଆଉ କିଛି ସମୟ ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡି ହୋଇଥିବା କଷା ମସଲାକୁ ପକାଇ ଅଳ୍ପ ହଳଦୀ ଗୁଣ୍ଡ, ଲୁଣ ଓ ପାଣି ଦେଇ କଷନ୍ତୁ।

ମସଲା ସମ୍ପୂର୍ଣ୍ଣ ଭାବେ କଷି ହୋଇଗଲେ ଗରମ ହୋଇଥିବା ଭାତକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଉପରେ ନଡ଼ିଆ କୋରା ଓ ଲେମ୍ବୁ ରସ ଚିପୁଡ଼ି ଏହାକୁ କିଛି ସମୟ ପାଇଁ ଘୋଡ଼ାଇ କମ୍‌ ଆଞ୍ଚରେ ବସାନ୍ତୁ। ଭାତ ପୁରା ହୋଇଗଲେ ଏହାକୁ ଚୁଲିରୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ  ହୋଇଗଲା ଆପଣଙ୍କର ‘କୋକୋନଟ୍ ରାଇସ୍’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story