ଡାଏବେଟିସରୁ ମୁକ୍ତି ଦିଏ ଧନିଆ

ଆଜିର ଦୁନିଆରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଡାଏବେଟିସ୍। କେବଳ ବଡ଼ମାନଙ୍କୁ ନୁହେଁ ଛୋଟ ପିଲାମାନେ ବି ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଯଦି ଆପଣ ବି ଡାଏବେଟିସ୍ ରୋଗୀ ଏବଂ ଅନେକ କିଛି ଚିକିତ୍ସା କରିବା ପରେ ମଧ୍ୟ ଆପଣଙ୍କ ସୁଗାର ମାତ୍ରା କମୁ ନାହିଁ ତା’ହେଲେ ଆପଣଙ୍କ ପାଇଁ ଅଛି ଏକ ଖାସ୍ ଉପାୟ। ଏକ ସାଧାରଣ ଘରୋଇ ମସଲା କରିବ ଆପଣଙ୍କ ଡାଏବେଟିସ୍ କଣ୍ଟ୍ରୋଲ୍। ସାଧାରଣତଃ ଧନିଆକୁ ଆମେ ଏକ […]

corrinder

corrinder

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 12:25 PM IST

Sports

Latest News

ଆଜିର ଦୁନିଆରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଡାଏବେଟିସ୍। କେବଳ ବଡ଼ମାନଙ୍କୁ ନୁହେଁ ଛୋଟ ପିଲାମାନେ ବି ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଯଦି ଆପଣ ବି ଡାଏବେଟିସ୍ ରୋଗୀ ଏବଂ ଅନେକ କିଛି ଚିକିତ୍ସା କରିବା ପରେ ମଧ୍ୟ ଆପଣଙ୍କ ସୁଗାର ମାତ୍ରା କମୁ ନାହିଁ ତା’ହେଲେ ଆପଣଙ୍କ ପାଇଁ ଅଛି ଏକ ଖାସ୍ ଉପାୟ। ଏକ ସାଧାରଣ ଘରୋଇ ମସଲା କରିବ ଆପଣଙ୍କ ଡାଏବେଟିସ୍ କଣ୍ଟ୍ରୋଲ୍।

ସାଧାରଣତଃ ଧନିଆକୁ ଆମେ ଏକ ମସଲା ରୂପେ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରୁ। ହେଲେ ଧନିଆ ଯେ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ତା’ନୁହେଁ ଏହା ଶରୀରର ସୁଗାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଯେଉଁ ଡାଏବେଟିସ୍ ରୋଗୀଙ୍କ ଘରେ ଖାଦ୍ୟ ବନାଇବା ସମୟରେ ଧନିଆ ତେଲର ବ୍ୟବହାର ହୁଏ ସେମାନଙ୍କ ପାଚକ ଗ୍ରନ୍ଥିରେ ଥିବା ବିଟା ସେଲସ୍ ଗୁଡିକ ଅଧିକ ସକ୍ରିୟ ହୋଇଥାଏ। ଏହା ଇନ୍‌ସୁଲିନ୍‌ର ସ୍ତର ବଢ଼ାଇବାରେ ସାହାଯ୍ୟ କରେ। ଏହାଦ୍ୱାରା ରକ୍ତରରେ ସୁଗାରର ମାତ୍ରା କମ୍ ହୋଇଥାଏ।

ଧନିଆରେ ଆବଶ୍ୟକ ମାତ୍ରାରେ ବାଷ୍ପୀୟ ତୈଳ ଥାଏ ଯାହା ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଡାଏବେଟିସ୍ ବ୍ୟତିତ ଡାଇରିଆ, ପେଟ ଫୁଲିବା ଓ ହଜମ ପ୍ରକ୍ରିୟାରେ ଉପୁଜୁଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ଛଡ଼ା କଞ୍ଚା ଧନିଆକୁ ପାଣିରେ ଫୁଟାଇ ତାକୁ ଛାଣି ସକାଳେ ପିଇଲେ ଆପଣଙ୍କ ପେଟରେ ଥିବା ପଥର ପରିସ୍ରାରେ ବାହାରି ଆସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story