ସକାଳୁ ଉଠି କରନ୍ତୁନି ଏସବୁ କାମ, ପୂରା ଦିନଟା ହୋଇଯିବ ବେକାର...

ସକାଳୁ ଉଠି ଆମେ କରୁଥିବା କାର୍ଯ୍ୟ ଆମର ପୂରା ଦିନକୁ ପ୍ରଭାବିତ କରିଥାଏ। ତେଣୁ ସକାଳର କାର୍ଯ୍ୟଗୁଡ଼ିକ ପ୍ରତି ଆମେ ଯତ୍ନବାନ ହେବା ବହୁତ ଜରୁରୀ। ସେଥିପାଇଁ ଆମକୁ ପ୍ରଥମେ ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ନ କରିବା ଉଚିତ ସେ ବିଷୟରେ ଜାଣିବାକୁ ହେବ। ନିମ୍ନରେ ଏନେଇ ୧୦ଟି କଥା ଦିଆଗଲା। ୧. ସକାଳୁ ଉଠିବା ପରେ ଆଇନା ଦେଖିବା ଅନେକଙ୍କ ଅଭ୍ୟାସ। କିନ୍ତୁ ବାସ୍ତ୍ରୁଶାସ୍ତ୍ର ଅନୁସାରେ ଏହା […]

girlmrng

girlmrng

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 01:40 PM IST

Sports

Latest News

ସକାଳୁ ଉଠି ଆମେ କରୁଥିବା କାର୍ଯ୍ୟ ଆମର ପୂରା ଦିନକୁ ପ୍ରଭାବିତ କରିଥାଏ। ତେଣୁ ସକାଳର କାର୍ଯ୍ୟଗୁଡ଼ିକ ପ୍ରତି ଆମେ ଯତ୍ନବାନ ହେବା ବହୁତ ଜରୁରୀ। ସେଥିପାଇଁ ଆମକୁ ପ୍ରଥମେ ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ନ କରିବା ଉଚିତ ସେ ବିଷୟରେ ଜାଣିବାକୁ ହେବ। ନିମ୍ନରେ ଏନେଇ ୧୦ଟି କଥା ଦିଆଗଲା।

୧. ସକାଳୁ ଉଠିବା ପରେ ଆଇନା ଦେଖିବା ଅନେକଙ୍କ ଅଭ୍ୟାସ। କିନ୍ତୁ ବାସ୍ତ୍ରୁଶାସ୍ତ୍ର ଅନୁସାରେ ଏହା ଅଶୁଭ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ।

୨. ଆଖି ଖୋଲିବା ପରେ ଆପଣ ଏମିତି କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖନ୍ତୁ ନାହିଁ ଯାହା ଆପଣଙ୍କ ଉପରେ ନକାରାତ୍ମକ ଭାବନା ଜାଗ୍ରତ କରାଏ।

୩. ସକାଳୁ ଉଠି ଖବରକାଗଜ କିମ୍ବା ଟିଭି ଦେଖନ୍ତୁ ନାହିଁ। ଏହା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

୪. ସକାଳୁ ଉଠି କୌଣସି ପଶୁ ମାନଙ୍କ ନାଁ ନିଅନ୍ତୁ ନାହିଁ। ବିଶେଷ କରି ମାଙ୍କଡ, କୁକୁର ଏବଂ ଘୁଷୁରି ନାଁ କେବେ ନେବା ଉଚିତ ନୁହେଁ।

୫. ରାତିରେ ଶୋଇବା ପୁର୍ବରୁ ଓ ଉଠିବା ପରେ ଟିଭିରେ ଝଗଡ଼ା କିମ୍ବା କାନ୍ଦିବା ସିନ୍ ଦେଖନ୍ତୁ ନାହିଁ।

୬. ସକାଳୁ ତେଲ, ବାସନ ଓ ଛୁଞ୍ଚିସୂତା ଦେଖିବା ଅଶୁଭ ହୋଇଥାଏ।

୭. ସକାଳୁ ଉଠିବା ପରେ ଝଗଡ଼ା କରନ୍ତୁ ନାହିଁ। ଯେତେ ସମ୍ଭବ ଖୁସିରେ ସମସ୍ତଙ୍କ ସହ ମିଶିବାକୁ ଚେଷ୍ଟା କରନ୍ତୁ।

୮. ସକାଳୁ ଉଠି କଂପ୍ୟୁଟର କିମ୍ବା ଫୋନରେ ସମୟ ବିତାନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼େ। ଦେହ ମଧ୍ୟ ଖରାପ ହୁଏ।

୯. ବିନା ଶୌଚରେ ଖାଆନ୍ତୁ ନାହିଁ।

୧୦. ଯେଉଁ ଲୋକମାନେ ଡେରିରେ ଶୋଇ ଡେରିରେ ଉଠିଥାନ୍ତି ସେମାନେ ଚିଡଚିଡା ସ୍ୱଭାବର ହୋଇଥାନ୍ତି। ତେଣୁ ସକାଳୁ ଉଠିବା ପରେ ୫ ମିନିଟ ନିଜର ଇଷ୍ଚ ଦେବତାଙ୍କୁ ଧ୍ୟାନ କରନ୍ତୁ।  ଏହା ଦ୍ୱାରା ଆପଣଙ୍କ ମନ ଭଲ ରହିବା ସହ ଆପଣ ସବୁ କାର୍ଯ୍ୟ ଶାନ୍ତିର ସହ କରିପାରିବେ।

ରିପୋର୍ଟ ଓ ଫଟୋ- ୱେବ୍ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story