ଗର୍ଭବତୀ ସମୟରେ ଭୁଲ୍‌ରେ ପିଅନ୍ତୁନି ମୃଦ୍ୟୁପାନୀୟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗର୍ଭ ଧାରଣ ସମୟରେ ମହିଳାଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ସେମାନଙ୍କ ପେଟରେ ଥିବା ଶିଶୁ ଉପରେ ପଡ଼ିଥାଏ। ହେଲେ କେତେକ ମହିଳା ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଫଳରେ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିଥା’ନ୍ତି। କିଛି ଏଭଳି ଖାଦ୍ୟପେୟ ଅଛି ଯାହାକୁ ଗର୍ଭାବସ୍ଥାରେ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ସେଭଳି ଖାଦ୍ୟ କେବଳ ମା’ ନୁହେଁ, ଗର୍ଭସ୍ଥ […]

cold-drinks

cold-drinks

Chinmayee Roy
  • Published: Wednesday, 30 January 2019
  • Updated: 30 January 2019, 07:38 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗର୍ଭ ଧାରଣ ସମୟରେ ମହିଳାଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ସେମାନଙ୍କ ପେଟରେ ଥିବା ଶିଶୁ ଉପରେ ପଡ଼ିଥାଏ। ହେଲେ କେତେକ ମହିଳା ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଫଳରେ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିଥା’ନ୍ତି। କିଛି ଏଭଳି ଖାଦ୍ୟପେୟ ଅଛି ଯାହାକୁ ଗର୍ଭାବସ୍ଥାରେ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ସେଭଳି ଖାଦ୍ୟ କେବଳ ମା’ ନୁହେଁ, ଗର୍ଭସ୍ଥ ଶିଶୁ ପ୍ରତି ମଧ୍ୟ ବିପଦର କାରଣ ସାଜିପାରେ। ଆପଣ ଜାଣିଛନ୍ତି କି ମୃଦ୍ୟୁପାନୀୟ ମାଆ ପେଟରେ ଥିବା ପିଲା ପାଇଁ କେତେ କ୍ଷତିକାରକ?

ଇଂଲଣ୍ଡରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ମହିଳା ଗର୍ଭାବସ୍ଥା ସମୟରେ ଅଧିକ ପରିମାଣରେ ମୃଦ୍ୟୁପାନୀୟ ସେବନ କରନ୍ତି, ତେବେ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଫଳରେ ଶିଶୁର ବଡି ମାସ ଇଣ୍ଡେକ୍ସ ବା ବିଏମ୍‌ଆଇ ବଢ଼ିଯାଏ। ଯାହାଦ୍ଵାରା ଜନ୍ମ ପରେ ପିଲାର ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ମୃଦ୍ୟୁପାନୀୟ ପିଉଥିବା ଗର୍ଭବତୀଙ୍କ ପିଲାମାନେ ଶ୍ଵାସକ୍ରିୟାଜନିତ ସମସ୍ୟାରେ ପଡ଼ିବା ଆଶଙ୍କା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସେଥିପାଇଁ ଗର୍ଭବତୀଙ୍କୁ ମୃଦ୍ୟୁପାନୀୟଠାରୁ ଦୂରେଇ ରହିବା ଭଲ। କାରଣ ମୃଦ୍ୟୁପାନୀୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଲାଗି ଆଦୌ ଉପକାରୀ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ ମାଆ ଓ ପିଲା ଉଭୟ ସୁସ୍ଥ ରହିଥା’ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story