ଭୁବନେଶ୍ୱର: ହସ୍ତରେଖା ଯେପରି ଜଣେ ବ୍ୟକ୍ତିର ଭାଗ୍ୟ ସମ୍ପର୍କରେ ସୂଚନା ଦେଇଥାଏ, ଠିକ୍ ସେହିପରି ଶରୀରର ଆଉ କିଛି ଗଢ଼ଣ ମଧ୍ୟ ବ୍ୟକ୍ତିର ସ୍ୱଭାବ ଓ ଭାଗ୍ୟ ସଂପର୍କରେ ସୂଚନା ଦେଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଏମିତି କିଛି ଗଢ଼ଣ ସଂପର୍କରେ।
- ଯେଉଁ ବ୍ୟକ୍ତିଙ୍କ ଜିଭ ତାଙ୍କ ନାକକୁ ସ୍ପର୍ଶ କରିପାରୁଛି, ସେମାନଙ୍କ ସହ ସମ୍ପର୍କ ରଖନ୍ତୁ। ଏପରି ଲୋକ ସ୍ପଷ୍ଟବାଦୀ, ସତ୍ୟବାଦୀ ଓ ସଚ୍ଚୋଟ ହୋଇଥାନ୍ତି।
- ସିଧା ହୋଇ ଠିଆ ହେବା ପରେ ଯଦି ଆପଣଙ୍କ ହାତ ଆଣ୍ଠୁକୁ ଛୁଇଁ ପାରୁଛି, ତେବେ ଆପଣଙ୍କ ଜୀବନରେ ସୌଭାଗ୍ୟ ପ୍ରାପ୍ତି ହୋଇପାରେ।
- ସାଧାରଣତଃ ମୁହଁରେ ୩୨ଟି ଦାନ୍ତ ରହିଥାଏ। ଯଦି କୌଣସି ବ୍ୟକ୍ତିର ମୁହଁରେ ୩୨ଟି ଦାନ୍ତ ରହିଥାଏ, ତା ଜୀବନ ହସ ଓ ଖୁସିରେ ଭରି ଯାଏ। ତେବେ ଯେଉଁମାନଙ୍କର ୩୧, ୨୯, ୨୭, ୨୫, ୨୩ ଓ ୨୧ଟି ଦାନ୍ତ ଥାଏ ସେମାନଙ୍କ ଜୀବନ ଅନେକ ସମସ୍ୟା ଦେଇ ଗତି କରେ।
- କୌଣସି ବ୍ୟକ୍ତିଙ୍କ ଆଙ୍ଗୁଠିର ଉପର ଭାଗରେ କେଶ ଥିଲେ ସେ ଅଧିକ ବୁଦ୍ଧିଆ ହୋଇଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...