ପ୍ରତିଦିନ ଖାଆନ୍ତୁ କିସ୍‌ମିସ୍‌, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କିସ୍‌ମିସ୍‌ ଏକ ଶୁଖିଲା ଫଳ ବା ଡ୍ରାଏଫ୍ରୁଟ୍। ଅଙ୍ଗୁରୁକୁ ଶୁଖାଇ ଏହାକୁ ତିଆରି କରାଯାଇଥାଏ। ଏଥିରେ ଥିବା ସମସ୍ତ ଗୁଣ ଅଙ୍ଗୁରୁରେ ମଧ୍ୟ ରହିଥାଏ। ଶୀତଦିନେ ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଏହା ବ୍ୟତୀତ କିସମିସ୍ ଖାଇବା ଯୋଗୁଁ ମଧ୍ୟ ଆମ ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ? କିସ୍‌ମିସ୍‌ରେ ଫାଇବର୍‌ […]

kissmiss

kissmiss

Chinmayee Roy
  • Published: Tuesday, 12 February 2019
  • Updated: 12 February 2019, 08:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କିସ୍‌ମିସ୍‌ ଏକ ଶୁଖିଲା ଫଳ ବା ଡ୍ରାଏଫ୍ରୁଟ୍। ଅଙ୍ଗୁରୁକୁ ଶୁଖାଇ ଏହାକୁ ତିଆରି କରାଯାଇଥାଏ। ଏଥିରେ ଥିବା ସମସ୍ତ ଗୁଣ ଅଙ୍ଗୁରୁରେ ମଧ୍ୟ ରହିଥାଏ। ଶୀତଦିନେ ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଏହା ବ୍ୟତୀତ କିସମିସ୍ ଖାଇବା ଯୋଗୁଁ ମଧ୍ୟ ଆମ ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ?

  • କିସ୍‌ମିସ୍‌ରେ ଫାଇବର୍‌ ରହିଛି, ଯାହା ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିବା ସହିତ ହୃଦ୍‌ଘାତ ସମସ୍ୟାକୁ ଠିକ୍‌ କରିଥାଏ।
  • କିସ୍‌ମିସ୍ ହାଡ଼କୁ ମଜ୍‌ଭୁତ୍ ରଖିଥାଏ। ସାଧାରଣତଃ ଭିଜା କିସ୍‌ମିସ୍‌ ଖାଇବା ଯୋଗୁଁ ହାଡ଼ ଶକ୍ତ ହୋଇଥାଏ।
  • କିସ୍‌ମିସ୍‌ରେ ପୋଟାସିୟମରେ ମାତ୍ରା ଅଧିକ ରହିଥିବା କାରଣକୁ ଏହା ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ ରହିଥାଏ।
  • କିସ୍‌ମିସ୍‌ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂରେଇବା ସହିତ ହଜମକ୍ରିୟା ଠିକ୍‌ ରହିଥାଏ।

-

  • ସେହିପରି କିସ୍‌ମିସ୍‌ ଖାଇଲେ ଶରୀରରେ ସୁଗାର୍‌ର ସ୍ତର ନିୟନ୍ତ୍ରିତ ରହିବା ସହିତ ଓଜନ ମଧ୍ୟ କମ୍ ହୋଇଥାଏ।
  • ଭିଟାମିନ୍-ଏ ଏବଂ ବିଟା କୈରୋଟିନ୍‌ରେ ଭରପୂର ହୋଇଥିବା କିସ୍‌ମିସ୍‌ ସେବନ ଯୋଗୁଁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ।
  • କିସ୍‌ ମିସ୍‌ ଖାଇଲେ ଏଥିରେ ଥିବା ଆଇରନ୍‌ ଦ୍ୱାରା ରକ୍ତହୀନତା ବା ଏନିମିଆ ସମସ୍ୟାରୁ ରକ୍ଷା ମିଳିଥାଏ।
  • ଶୀତଦିନେ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଶରୀରରେ ବ୍ୟାକ୍ଟେରିଆଙ୍କ ଯୋଗୁ ହେଉଥିବା ଇନ୍‌ଫେକ୍‌ସନ୍ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story