ବାହାଘର ପାଇଁ ଜାତକ ମିଳାଉଛନ୍ତି କି? ଜାଣନ୍ତୁ କେଉଁ ରାଶି ସହ କେଉଁ ରାଶିର ପଡ଼େନି

ସମସ୍ତେ ଚାହାନ୍ତି ତାଙ୍କୁ ଭଲ ଜୀବନସାଥୀଟେ ମିଳୁ। ଉଭୟଙ୍କ ମଧ୍ୟରେ ସବୁ ବେଳେ ଭଲ ପାଇବା ଅତୁଟ ରହୁ। କୁହାଯାଏ ଯୋଡ଼ି ଭଗବାନ ବନାଇଥାନ୍ତି। ତଥାପି ଦାମ୍ପତ୍ୟ ଜୀବନ ସୁଖମୟ ହେବା ରାଶି ଉପରେ ନିର୍ଭର କରିଥାଏ। ମେଳ ଖାଉ ନ ଥିବା ରାଶି ସହ ବିବାହ କଲେ ଜୀବନ ନର୍କ ସଦୃଶ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମଧ୍ୟରେ ବିବାହ ଉଚିତ ନୁହେଁ। ମେଷ ଓ କର୍କଟ: ଏହି ଦୁଇ ରାଶିର ବ୍ୟକ୍ତିଙ୍କ […]

marriage_

marriage_

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 09:46 AM IST

Sports

Latest News

ସମସ୍ତେ ଚାହାନ୍ତି ତାଙ୍କୁ ଭଲ ଜୀବନସାଥୀଟେ ମିଳୁ। ଉଭୟଙ୍କ ମଧ୍ୟରେ ସବୁ ବେଳେ ଭଲ ପାଇବା ଅତୁଟ ରହୁ। କୁହାଯାଏ ଯୋଡ଼ି ଭଗବାନ ବନାଇଥାନ୍ତି। ତଥାପି ଦାମ୍ପତ୍ୟ ଜୀବନ ସୁଖମୟ ହେବା ରାଶି ଉପରେ ନିର୍ଭର କରିଥାଏ। ମେଳ ଖାଉ ନ ଥିବା ରାଶି ସହ ବିବାହ କଲେ ଜୀବନ ନର୍କ ସଦୃଶ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମଧ୍ୟରେ ବିବାହ ଉଚିତ ନୁହେଁ।

ମେଷ ଓ କର୍କଟ: ଏହି ଦୁଇ ରାଶିର ବ୍ୟକ୍ତିଙ୍କ ସ୍ୱଭାବ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କ ମଧ୍ୟରେ କେବେ ବି ଭଲ ପଡ଼ି ନ ଥାଏ। ଏମାନଙ୍କ ପ୍ରାଥମିକତା ଅଲଗା ହୋଇଥାଏ। ଯଦି ଆପଣଙ୍କ ରାଶି ମେଷ, ତେବେ କର୍କଟ ରାଶିର ବ୍ୟକ୍ତିଙ୍କୁ ବିବାହ କରନ୍ତୁ ନାହିଁ।

କୁମ୍ଭ ଓ କର୍କଟ: କୁମ୍ଭ ରାଶିର ବ୍ୟକ୍ତି ନିଜ ବ୍ୟବହାରରେ କର୍କଟ ରାଶିର ବ୍ୟକ୍ତିଙ୍କୁ ଆକର୍ଷିତ କରିଥାନ୍ତି। କିନ୍ତୁ କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଘଟିଥାଏ। ଏପରି କି ସଂପର୍କ ଭାଙ୍ଗିବା ପର୍ଯ୍ୟନ୍ତ କଥା ଯାଇଥାଏ।

ବୃଷ ଓ ସିଂହ: ବୃଷ ରାଶିର ବ୍ୟକ୍ତି ଶାନ୍ତ ବତାବରଣର ପସନ୍ଦ।ଏମାନେ କିଛି ନୂଆ କାମ କରିବା ପୂର୍ବରୁ ଏକାଧିକ ଥର ଚିନ୍ତା କରିଥାନ୍ତି। ହେଲେ ସିଂହ ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଏମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ଏ ରାଶିର ବ୍ୟକ୍ତିଙ୍କ ସମସ୍ତଙ୍କ ସହ ବିବାଦ ସୃଷ୍ଟି କରିବାକୁ ଭଲ ଲାଗିଥାଏ। କିଛି ନୂଆ ଘଟିଲେ ତାକୁ ପରୀକ୍ଷାରେ ଲଗାଇବାକୁ ଭଲ ପାଇଥାନ୍ତି। ଏହି ଦୁଇ ରାଶିର ବ୍ୟକ୍ତିଙ୍କ ମଧ୍ୟରେ କେବେ ଭଲ ହୋଇ ନଥାଏ।

ବିଚ୍ଛା ଓ ମେଷ: ମେଷ ରାଶିର ବ୍ୟକ୍ତି ବିଶ୍ୱାସଘାତକ ପ୍ରକୃତିର ହୋଇଥାନ୍ତି। ଏହି ଦୁଇ ରାଶିର ବ୍ୟକ୍ତିଙ୍କୁ ନିଜ ସ୍ୱାଧୀନତା ଅଧିକ ପସନ୍ଦ। ଏମାନ ନିଜ ଇଚ୍ଛାରେ କାମ କରନ୍ତି। କେବେ ବି ମୁଣ୍ଡ ନୁଆଁଇ ନଥାନ୍ତି। ଏହି କାରଣରୁ ଏହି ଦୁଇ ରାଶିର ବ୍ୟକ୍ତିଙ୍କ ମଧ୍ୟରେ କେବେ ଭଲ ସମ୍ପର୍କ ହୋଇପାରି ନଥାଏ। ଏହି ଦୁଇ ରାଶିର ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ ଏହା ଶୀଘ୍ର ଭାଙ୍ଗି ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story