ମହାଦେବ ଶିବଙ୍କୁ ଆରାଧନା ପାଇଁ ସୋମବାର ଦିନ ସ୍ୱତନ୍ତ୍ର ହୋଇଥାଏ। କୁହାଯାଏ ଶିବ ଯେଉଁ ଭକ୍ତ ଉପରେ ପ୍ରସନ୍ନ ହୋଇଥାଆନ୍ତି, ତା’ ଘର ଖୁସିରେ ଭରି ଉଠେ।
ପ୍ରତି ସୋମବାର ଦିନ ନିୟମ ଅନୁସାରେ ବ୍ରତ ରଖିବା ଦ୍ୱାରା ମହାଦେବ ଭକ୍ତଙ୍କ ସମସ୍ତ ମନୋବାଞ୍ଛା ଶୀଘ୍ର ପୂରଣ କରି ଦିଅନ୍ତି।
ନିଜ ପସନ୍ଦ ଅନୁଯାୟୀ ବର ପାଇବାକୁ ଚାହୁଁଥିଲେ ସୋମବାର ଦିନ ବ୍ରତ ରଖିବା ଶୁଭ ବୋଲି କୁହାଯାଇଥାଏ। ଭୋଳାନାଥଙ୍କ ପରି ସ୍ୱାମୀ ପାଇବା ପାଇଁ ପ୍ରାଚୀନ କାଳରୁ ମହିଳାମାନେ ସୋମବାର ଦିନ ଉପବାସ କରି ଆସୁଛନ୍ତି।
ଜଣେ ବ୍ୟକ୍ତି ପ୍ରତି ସୋମବାର ଦିନ ବ୍ରତ ରଖିବା ଦ୍ୱାରା ଶନିଙ୍କ କୋପଦୃଷ୍ଟିରୁ ବର୍ତ୍ତି ଯାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
ଏହାସହିତ ଯେଉଁ ଭକ୍ତ ସୋମବାର ଦିନ ବ୍ରତ ରଖିଥାଏ ତାର ବୟସ ବଢିଥାଏ ବୋଲି କୁହାଯାଏ। ସେ ଶାରୀରିକ ଓ ମାନସିକ ରୂପରେ ଖୁସି ରଖିବା ସହ ତାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।
କେବଳ ସେତିକି ନୁହେଁ ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ସୋମବାର ବ୍ରତ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...