ସୁନ୍ଦର ସ୍ୱାମୀ ପାଇବାକୁ ଚାହୁଁଛନ୍ତି? ସୋମବାର କରନ୍ତୁ ପ୍ରଭୁ ଶିବଙ୍କ ଆରାଧନା

ମହାଦେବ ଶିବଙ୍କୁ ଆରାଧନା ପାଇଁ ସୋମବାର ଦିନ ସ୍ୱତନ୍ତ୍ର ହୋଇଥାଏ। କୁହାଯାଏ ଶିବ ଯେଉଁ ଭକ୍ତ ଉପରେ ପ୍ରସନ୍ନ ହୋଇଥାଆନ୍ତି, ତା’ ଘର ଖୁସିରେ ଭରି ଉଠେ। ପ୍ରତି ସୋମବାର ଦିନ ନିୟମ ଅନୁସାରେ ବ୍ରତ ରଖିବା ଦ୍ୱାରା ମହାଦେବ ଭକ୍ତଙ୍କ ସମସ୍ତ ମନୋବାଞ୍ଛା ଶୀଘ୍ର ପୂରଣ କରି ଦିଅନ୍ତି। ନିଜ ପସନ୍ଦ ଅନୁଯାୟୀ ବର ପାଇବାକୁ ଚାହୁଁଥିଲେ ସୋମବାର ଦିନ ବ୍ରତ ରଖିବା ଶୁଭ ବୋଲି କୁହାଯାଇଥାଏ। ଭୋଳାନାଥଙ୍କ ପରି ସ୍ୱାମୀ ପାଇବା ପାଇଁ ପ୍ରାଚୀନ […]

shiv

shiv

Rakesh Mallick
  • Published: Monday, 26 June 2017
  • Updated: 26 June 2017, 09:51 AM IST

ମହାଦେବ ଶିବଙ୍କୁ ଆରାଧନା ପାଇଁ ସୋମବାର ଦିନ ସ୍ୱତନ୍ତ୍ର ହୋଇଥାଏ। କୁହାଯାଏ ଶିବ ଯେଉଁ ଭକ୍ତ ଉପରେ ପ୍ରସନ୍ନ ହୋଇଥାଆନ୍ତି, ତା’ ଘର ଖୁସିରେ ଭରି ଉଠେ।

ପ୍ରତି ସୋମବାର ଦିନ ନିୟମ ଅନୁସାରେ ବ୍ରତ ରଖିବା ଦ୍ୱାରା ମହାଦେବ ଭକ୍ତଙ୍କ ସମସ୍ତ ମନୋବାଞ୍ଛା ଶୀଘ୍ର ପୂରଣ କରି ଦିଅନ୍ତି।

ନିଜ ପସନ୍ଦ ଅନୁଯାୟୀ ବର ପାଇବାକୁ ଚାହୁଁଥିଲେ ସୋମବାର ଦିନ ବ୍ରତ ରଖିବା ଶୁଭ ବୋଲି କୁହାଯାଇଥାଏ। ଭୋଳାନାଥଙ୍କ ପରି ସ୍ୱାମୀ ପାଇବା ପାଇଁ ପ୍ରାଚୀନ କାଳରୁ ମହିଳାମାନେ ସୋମବାର ଦିନ ଉପବାସ କରି ଆସୁଛନ୍ତି।

ଜଣେ ବ୍ୟକ୍ତି ପ୍ରତି ସୋମବାର ଦିନ ବ୍ରତ ରଖିବା ଦ୍ୱାରା ଶନିଙ୍କ କୋପଦୃଷ୍ଟିରୁ ବର୍ତ୍ତି ଯାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

ଏହାସହିତ ଯେଉଁ ଭକ୍ତ ସୋମବାର ଦିନ ବ୍ରତ ରଖିଥାଏ ତାର ବୟସ ବଢିଥାଏ ବୋଲି କୁହାଯାଏ। ସେ ଶାରୀରିକ ଓ ମାନସିକ ରୂପରେ ଖୁସି ରଖିବା ସହ ତାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

କେବଳ ସେତିକି ନୁହେଁ ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ସୋମବାର ବ୍ରତ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story