ବଲିଉଡ୍‌କୁ ଫେରିଛି 'ଫ୍ଲେୟାର୍ଡ ଜିନ୍ସ୍‌' ଟ୍ରେଣ୍ଡ୍‌

ଭୁବନେଶ୍ନର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। କେବେ ହାଇ ୱେଷ୍ଟ୍‌ ଜିନ୍ସ୍‌ ତ ପୁଣି କେବେ ସ୍କିନି ଜିନ୍ସ୍। ଆଉ ଏବର ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ସାଜିଛି ‘ଫ୍ଲେୟାର୍ଡ ଜିନ୍ସ୍‌'(flared jeans)। ତେବେ ଫ୍ୟାଶନ୍‌ର ଏହି ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ନୂଆ ନୁହେଁ। ଦୀର୍ଘ ବର୍ଷ ତଳେ ଏହି ‘ଫ୍ଲେୟାର୍ଡ ଜିନ୍ସ୍‌’କୁ ବେଲ୍ ବଟମ୍‌ ଜିନ୍ସ୍‌ କୁହାଯାଉଥିଲା। ଏବେ ପୁଣି ଫେରିଥିବା ଏହି ଫ୍ୟାଶନ୍‌ ଟ୍ରେଣ୍ଡ୍‌ ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କୁ ଏକପ୍ରକାର କିମିଆ କରିଛି। ଆସନ୍ତୁ ଜାଣିବା, ଏହି […]

fashion

fashion

Chinmayee Roy
  • Published: Monday, 19 November 2018
  • Updated: 19 November 2018, 05:30 PM IST

Sports

Latest News

ଭୁବନେଶ୍ନର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। କେବେ ହାଇ ୱେଷ୍ଟ୍‌ ଜିନ୍ସ୍‌ ତ ପୁଣି କେବେ ସ୍କିନି ଜିନ୍ସ୍। ଆଉ ଏବର ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ସାଜିଛି 'ଫ୍ଲେୟାର୍ଡ ଜିନ୍ସ୍‌'(flared jeans)।

ତେବେ ଫ୍ୟାଶନ୍‌ର ଏହି ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ନୂଆ ନୁହେଁ। ଦୀର୍ଘ ବର୍ଷ ତଳେ ଏହି 'ଫ୍ଲେୟାର୍ଡ ଜିନ୍ସ୍‌'କୁ ବେଲ୍ ବଟମ୍‌ ଜିନ୍ସ୍‌ କୁହାଯାଉଥିଲା। ଏବେ ପୁଣି ଫେରିଥିବା ଏହି ଫ୍ୟାଶନ୍‌ ଟ୍ରେଣ୍ଡ୍‌ ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କୁ ଏକପ୍ରକାର କିମିଆ କରିଛି।

ଆସନ୍ତୁ ଜାଣିବା, ଏହି ପୁରୁଣା ଫ୍ୟାଶନ୍‌ ଟ୍ରେଣ୍ଡ୍‌ରୁ ଆପଣ ନିଜେ କିଭଳି ଷ୍ଟାଇଲିସ୍ ଲୁକ୍ ପାଇବେ।

୧. ଆପଣ ଚାହିଁଲେ, ଆଲିଆ ଭଟ୍ଟଙ୍କ ଭଳି ଡେନିମ୍‌ ଜ୍ୟାକେଟ୍‌ ସହ 'ଫ୍ଲେୟାର୍ଡ ଜିନ୍ସ୍‌' ପିନ୍ଧି ପାରିବେ। ଯଦି ସାଙ୍ଗମାନଙ୍କ ସହ ହ୍ୟାଙ୍ଗ୍‌ ଆଉଟ୍‌ର ପ୍ଲାନ୍‌ ଥାଏ, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ୍‌ ଲୁକ୍‌ ହେବ।

୨. କାଜୁଆଲ୍‌ ଲୁକ୍‌ ଚାହୁଁଥିଲେ, ଆପଣ ଦୀପିକାଙ୍କ ଭଳି ଶର୍ଟ ସହ 'ଫ୍ଲେୟାର୍ଡ ଜିନ୍ସ୍‌' ପିନ୍ଧି ପାରିବେ। ଏହି ଷ୍ଟାଇଲ୍‌ ଆପଣାଇଲେ, ଆପଣ ଏକଦମ୍‌ ବିନ୍ଦାସ୍‌ ଲୁକ୍‌ରେ ଖୁବ୍ ସ୍ମାର୍ଟ ବି ଲାଗିବେ।

୩. ଆପଣ ଚାହିଁଲେ, ଟ୍ୱିଙ୍କଲ୍ ଖନ୍ନାଙ୍କ ପରି ହ୍ୱାଇଟ୍‌ ଶର୍ଟ ସହ 'ଫ୍ଲେୟାର୍ଡ ଜିନ୍ସ୍‌' ପିନ୍ଧି ନିଜ ଲୁକ୍‌କୁ ଆହୁରି ଫ୍ୟାଶନେବଲ୍‌ କରିପାରିବେ।

୪. ଯଦି ହଟ୍‌ ଲୁକ୍‌ ଚାହୁଁଛନ୍ତି, ତେବେ ଆପଣ ଜାହ୍ନବୀ କପୁରଙ୍କ ପରି ଡେନିମ୍‌ 'ଫ୍ଲେୟାର୍ଡ ଜିନ୍ସ୍‌'କୁ କ୍ରପ୍‌ ଟପ୍‌ ସହ ପିନ୍ଧି ପାରିବେ।

୫. ଉପର ଦୁଇଟି ଫଟୋରୁ ମଲାଇକା ଅରୋରା ଗୋଟିକରେ କ୍ରପ୍‌ ଟପ୍‌ ଓ ଅନ୍ୟଟିରେ କୁଲ୍ ଟି' ଶର୍ଟ ସହ 'ଫ୍ଲେୟାର୍ଡ ଜିନ୍ସ୍‌' ପିନ୍ଧିଛନ୍ତି। ଯେଉଁ ଲୁକ୍‌ଟି ଆପଣଙ୍କ ପାଇଁ ବେଷ୍ଟ୍‌ ବୋଲି ଭାବୁଛନ୍ତି, ତାହା ଆପଣାଇ ପାରିବେ। ଏହାସହ ଟ୍ୟାନ୍ ହିଲ୍ସ୍ ଆପଣଙ୍କୁ ନିଆରା ଲୁକ୍‌ ଦେଇପାରିବ।

୬. ଆପଣ ଯଦି ଅଧିକ କୁଲ୍‌ ଲୁକ୍‌ ଚାହୁଁଛନ୍ତି, ତେବେ ଅନୁଷ୍କାଙ୍କ ପରି ଲୁଜ୍ ଟପ୍‌କୁ କଟିଂ ବାଲା 'ଫ୍ଲେୟାର୍ଡ ଜିନ୍ସ୍‌' ସହ ପିନ୍ଧି ପାରିବେ। ଏହା ସହ ଆପଣ ଟ୍ୟାନ୍ ହିଲ୍ସ୍ ମଧ୍ୟ ପିନ୍ଧିପାରିବେ। ଏହା ଆପଣଙ୍କୁ ଆହୁରି ଷ୍ଟାଇଲିସ୍‌ ଲୁକ୍‌ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story