ଔଷଧ ଭଳି କାମ ଦେବ ବାଡ଼ି ପିଜୁଳୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଅନେକ ଜାଗାରେ ପିଜୁଳୀ ଗଛ ଅଛି ଯାହା ବାରମାସିଆ। ସବୁବେଳେ ଫଳ ଦେଇଥାଏ। ଜାଣିଛନ୍ତି, ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ପିଜୁଳୀରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର,ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ୱ ରହିଛି। ପାଚିଲା ପିଜୁଳୀରେ ପୌଷ୍ଟିକ ତତ୍ତ୍ଵ ଅଧିକ ଥାଏ। ଏହା […]

guava

guava

Chinmayee Roy
  • Published: Saturday, 23 February 2019
  • Updated: 23 February 2019, 02:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଅନେକ ଜାଗାରେ ପିଜୁଳୀ ଗଛ ଅଛି ଯାହା ବାରମାସିଆ। ସବୁବେଳେ ଫଳ ଦେଇଥାଏ। ଜାଣିଛନ୍ତି, ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ପିଜୁଳୀରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର,ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ୱ ରହିଛି।

ପାଚିଲା ପିଜୁଳୀରେ ପୌଷ୍ଟିକ ତତ୍ତ୍ଵ ଅଧିକ ଥାଏ। ଏହା ହିମୋଗ୍ଳୋବିନ୍ ମାତ୍ରାକୁ ବୃଦ୍ଧି କରେ। ପ୍ରତିଦିନ ଗୋଟିଏ ପିଜୁଳୀ ଶରୀରକୁ ଚାରିଗୁଣା ଭିଟାମିନ୍ ଯୋଗାଇଥାଏ। ତେବେ ପିଜୁଳୀ ଖାଇବା ଦ୍ଵାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।

  • ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳୀରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ ।
  • ଭୋଜନ ପରେ ପିଜୁଳୀ ଖାଇଲେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ।
  • ଖରାଦିନେ ପିଜୁଳୀ ପେଟ ଥଣ୍ଡା ରଖେ । ତେଣୁ ଖରା ଦିନରେ ପ୍ରତିଦିନ ୨-୩ଟି ପିଜୁଳୀ କିମ୍ବା ପିଜୁଳି ଜୁସ ପିଇଲେ ଭଲ।
  • ଭିଟାମିନ-ଏ ଥିବାରୁ ଏହା ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
  • ହୃଦରୋଗୀଙ୍କ ପାଇଁ ପିଜୁଳୀ ଅତ୍ୟନ୍ତ ଉପକାରୀ। ଏଥିରେ ଥିବା ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ।
  • ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ପିଜୁଳୀ ଭଲ କାମ କରେ। ଏଥିରେ ଥିବା ଫାଇବର ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ।
  • ପିଜୁଳୀରେ ଶତକଡ଼ା ୮୦ ଭାଗ ଜଳୀୟ ଅଂଶ ଥିବାରୁ ଚର୍ମ ଶୁଷ୍କତାରୁ ରକ୍ଷା କରେ ।
  • ପିଜୁଳୀ ଚର୍ମ ପାଇଁ ମଧ୍ୟ ବେଶ ଉପକାରୀ । ଏଥିରେ ଥିବା ଭିଟାମିନ-କେ ଚର୍ମର କଳାଦାଗ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ ।
  • ପିଜୁଳୀରେ ଭିଟାମିନ-ସି  ଥିବାରୁ କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ।
  • ଅଧା ପାଚିଥିବା ପିଜୁଳୀର ସ୍ୱାଦ ଅଳ୍ପ ଖଟାଳିଆ ଓ କଷା ଏହା ଆମର ହଜପ୍ରକ୍ରିୟାକୁ ଭଲ ରଖେ। ତେଣୁ ଖାଇ ସାରିବା ପରେ ଏହି ପିଜୁଳୀ ଖାଇଲେ ସହଜରେ ଖାଦ୍ୟ ହଜମ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story