ଶରୀର ପାଇଁ ଖୁବ୍‌ ଉପକାରୀ 'ଚିନାବାଦାମ୍‌', ନିୟମିତ ଖାଇଲେ ମିଳେ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ଚିନାବାଦାମ୍ ଖାଇବାକୁ ଅଧିକାଂଶ ଖୁବ୍ ଭଲ ପା’ନ୍ତି। କିଛି ଲୋକ ବସ୍‌ ବା ଟ୍ରେନ୍‌ ଯାତ୍ରା ବେଳେ ଆଉ କେହି ଫିଲ୍ମ ହଲ୍ ବା ପାର୍କରେ ମଧ୍ୟ ଚିନାବାଦାମ୍‌କୁ ଟାଇମ୍ ପାସ୍‌ ଖାଦ୍ୟ ସାମଗ୍ରୀ ଭାବେ ବ୍ୟବହାର କରନ୍ତି। ହେଲେ ଆପଣ ଜାଣନ୍ତି କି, ଚିନାବାଦାମ ଖାଇବା ଦ୍ୱାରା ଆମ ଶରୀରକୁ ବହୁ ଫାଇଦା ମିଳିଥାଏ। ବାଦାମରେ ଭରପୁର ଥିବା ପ୍ରୋଟିନ୍ ଶରୀରର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଏବେ ଆସନ୍ତୁ […]

peanut

peanut

Chinmayee Roy
  • Published: Saturday, 05 January 2019
  • Updated: 05 January 2019, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ଚିନାବାଦାମ୍ ଖାଇବାକୁ ଅଧିକାଂଶ ଖୁବ୍ ଭଲ ପା'ନ୍ତି। କିଛି ଲୋକ ବସ୍‌ ବା ଟ୍ରେନ୍‌ ଯାତ୍ରା ବେଳେ ଆଉ କେହି ଫିଲ୍ମ ହଲ୍ ବା ପାର୍କରେ ମଧ୍ୟ ଚିନାବାଦାମ୍‌କୁ ଟାଇମ୍ ପାସ୍‌ ଖାଦ୍ୟ ସାମଗ୍ରୀ ଭାବେ ବ୍ୟବହାର କରନ୍ତି। ହେଲେ ଆପଣ ଜାଣନ୍ତି କି, ଚିନାବାଦାମ ଖାଇବା ଦ୍ୱାରା ଆମ ଶରୀରକୁ ବହୁ ଫାଇଦା ମିଳିଥାଏ। ବାଦାମରେ ଭରପୁର ଥିବା ପ୍ରୋଟିନ୍ ଶରୀରର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଏବେ ଆସନ୍ତୁ ଜାଣିବା, ପ୍ରତିଦିନ ଚିନାବାଦାମ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କଅଣ ସବୁ ଫାଇଦା ହୋଇଥାଏ।

୧. ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ।

୨. ଏକ ଲିଟର କ୍ଷୀରରୁ ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି  ମିଳିଥାଏ।

୩. ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାଁହୁଛନ୍ତି, ସେମାନେ ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

୪. ଏବଂ ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

୫. ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ଖରାପ କୋଲେଷ୍ଟ୍ରଲ୍‌କୁ ଭଲ କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ।

୬. ଚିନାବାଦାମରୁ ଶରୀରକୁ ଭିଟାମିନ୍-A ମିଳିଥାଏ, ଯାହା ସ୍ମୃତି ଶକ୍ତି ବଢ଼ାଇଥାଏI

୭. ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ।

୮. ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ। ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story