ଘରୋଇ ଉପାୟରେ କେବଳ ୨ ମିନିଟ୍‌ରେ ମଶାଙ୍କ କବଳରୁ ମିଳିବ ମୁକ୍ତି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଖରାରେ ଅତିଷ୍ଠ ହୋଇ ପଡିଥିବା ଲୋକେ ବର୍ଷାକୁ ଚାତକ ପରି ଅପେକ୍ଷା କରିଥା’ନ୍ତି। ବର୍ଷା ହେଲେ ଗରମରୁ ତ୍ରାହି ମିଳିଥାଏ। କିନ୍ତୁ ଏହି ଋତୁରେ ଲୋକେ ବହୁ ବେମାରରେ ଆକ୍ରାନ୍ତ ହୋଇଥା’ନ୍ତି। ମୁଖ୍ୟତଃ ଏହି ଦିନେ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ବର୍ଷା ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ମଶାଙ୍କ ସଂଖ୍ୟା ବଢ଼ିଥାଏ। ସେଥିପାଇଁ ବର୍ଷା ଋତୁରେ ମ୍ୟାଲେରିଆ ଜ୍ୱର ବ୍ୟାପିବା ନେଇ ଆଶଙ୍କା ମଧ୍ୟ ବଢ଼ିଯାଏ। […]

MASOUITO-2..

MASOUITO-2..

Niharika Rout
  • Published: Monday, 29 July 2019
  • Updated: 29 July 2019, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ଖରାରେ ଅତିଷ୍ଠ ହୋଇ ପଡିଥିବା ଲୋକେ ବର୍ଷାକୁ ଚାତକ ପରି ଅପେକ୍ଷା କରିଥା’ନ୍ତି। ବର୍ଷା ହେଲେ ଗରମରୁ ତ୍ରାହି ମିଳିଥାଏ। କିନ୍ତୁ ଏହି ଋତୁରେ ଲୋକେ ବହୁ ବେମାରରେ ଆକ୍ରାନ୍ତ ହୋଇଥା’ନ୍ତି। ମୁଖ୍ୟତଃ ଏହି ଦିନେ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ବର୍ଷା ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ମଶାଙ୍କ ସଂଖ୍ୟା ବଢ଼ିଥାଏ। ସେଥିପାଇଁ ବର୍ଷା ଋତୁରେ ମ୍ୟାଲେରିଆ ଜ୍ୱର ବ୍ୟାପିବା ନେଇ ଆଶଙ୍କା ମଧ୍ୟ ବଢ଼ିଯାଏ।

ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଅଏଲ୍‌, କଏଲ୍‌ କିମ୍ବା ମଶାରି ବ୍ୟବହାର କରନ୍ତି। ତେବେ ଏହାବାଦ୍‌ ଆଉ ତିନୋଟି ଘରୋଇ ଉପାୟ ରହିଛି, ଯାହା ଦ୍ୱାରା ଆପଣ ମଶାଙ୍କ କବଳରୁ ରକ୍ଷା ପାଇପାରିବେ। ମାତ୍ର ୨ ମିନିଟ୍‌ରେ ମଶାଙ୍କୁ ଘରୁ ଘଉଡ଼ାଇ ପାରିବେ।

- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିମ୍ବ ତେଲ, କର୍ପୁର ଓ ତେଜପତ୍ରର ବ୍ୟବହାର କରି ଆପଣ ମଶାଙ୍କ କବଳରୁ ମୁକ୍ତି ପାଇପାରିବେ। ପ୍ରଥମେ ନିମ୍ବ ତେଲରେ କର୍ପୂର ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ତେଜପତ୍ର ଉପରେ ସ୍ପ୍ରେ କରନ୍ତୁ। ଆଉ ଉକ୍ତ ତେଜପତ୍ରରେ ନିଆଁ ଲଗାଇ ଦିଅନ୍ତୁ। ଏଠାରେ ଆପଣ ଜାଣି ରଖନ୍ତୁ, ଯେ, ତେଜପତ୍ରର ଧୂଆଁ ଶରୀର ଲାଗି ହାନିକାରକ ନୁହେଁ।

- ରାତିରେ ଶୋଇବା ସମୟରେ ଏକ ଦୀପରେ କର୍ପୂର ରଖନ୍ତୁ। ତା’ ଉପରେ ନିମ୍ବ ତେଲ ପକାନ୍ତୁ। ଏହାପରେ ଉକ୍ତ କର୍ପୂରରେ ନିଆଁ ଲଗାଇ ଦିଅନ୍ତୁ।  ଏପରି କରିବା ଦ୍ୱାରା ଆଉ ସେଠାରେ ମଶା ରହିବେ ନାହିଁ। 

- ନଡ଼ିଆ ତେଲ, ନିମ୍ବ ତେଲ, ଲବଙ୍ଗ ତେଲ ଓ ପିପରମେଣ୍ଟ ତେଲକୁ ସମାନ ମାତ୍ରାରେ ମିଶାଇ ଏକ ବୋତଲରେ ଭର୍ତ୍ତି କରି ଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ଶରୀରରେ ଲଗାନ୍ତୁ ଓ ନିଶ୍ଚିତ ହୋଇ ଶୋଇ ଯାଆନ୍ତୁ । ମଶା କାମୁଡ଼ା ଡର ଆଉ ଆପଣଙ୍କୁ ଘାରିବ ନାହିଁ। ଏହା ବଜାରରେ ମିଳୁଥିବା ବିଭିନ୍ନ କ୍ରିମ୍‌ଠୁ ବି ଅଧିକ କାମ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story