ଆସିଲା ନୂଆ ଗବେଷଣା : ଉଚ୍ଚ ରକ୍ତଚାପ, ହୃଦ୍‌ ରୋଗରୁ ମୁକ୍ତି ଦେବ ବିଟ୍‌ ଜୁସ୍‌

ଟୋରଣ୍ଟୋ: ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟା ମାନବ ସମାଜ ପାଇଁ ଏକ ସାଧାରଣ ରୋଗ ପାଲଟିଗଲାଣି। ଅନ୍ୟ ରୋଗ ଅପେକ୍ଷା ଏହି ଦୁଇଟି ରୋଗରେ ଅଧିକ ଲୋକଙ୍କ ଜୀବନ ଯାଉଛି। ଏହି ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ପ୍ରତିକାର ପାଇଁ ଏବେ ଏକ ନୂଆ ଉପାୟ ସାମ୍ନାକୁ ଆସିଛି। ନୂତନ ଗବେଷଣା କହୁଛି ନିୟମିତ ଭାବେ ବିଟ୍‌ ଜୁସ ପିଇଲେ ଏହି ରୋଗରୁ ଉପଶମ ମଳିପାରିବ। ଅର୍ଥାତ ଏହି ଜୁସ୍‌ ପିଇଲେ ରକ୍ତଚାପ ହ୍ରାସ ହେବା […]

medref_beetroot-1

medref_beetroot-1

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 08:56 PM IST

Sports

Latest News

ଟୋରଣ୍ଟୋ: ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟା ମାନବ ସମାଜ ପାଇଁ ଏକ ସାଧାରଣ ରୋଗ ପାଲଟିଗଲାଣି। ଅନ୍ୟ ରୋଗ ଅପେକ୍ଷା ଏହି ଦୁଇଟି ରୋଗରେ ଅଧିକ ଲୋକଙ୍କ ଜୀବନ ଯାଉଛି। ଏହି ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ପ୍ରତିକାର ପାଇଁ ଏବେ ଏକ ନୂଆ ଉପାୟ ସାମ୍ନାକୁ ଆସିଛି। ନୂତନ ଗବେଷଣା କହୁଛି ନିୟମିତ ଭାବେ ବିଟ୍‌ ଜୁସ ପିଇଲେ ଏହି ରୋଗରୁ ଉପଶମ ମଳିପାରିବ।

ଅର୍ଥାତ ଏହି ଜୁସ୍‌ ପିଇଲେ ରକ୍ତଚାପ ହ୍ରାସ ହେବା ସହ  ହୃଦ୍‌ରୋଗ  ଆକ୍ରମଣ କରିବାର ଆଶଙ୍କା କମ୍‌ ରହିଛି। କାନାଡ଼ାର ଜୁଏଲଫ୍‌(Guelph)  ବିଶ୍ୱ ବଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇ ଏହି ତଥ୍ୟ ଆବିସ୍କାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବିଟ୍‌ ଜୁସରେ ନାଇଟ୍ରେଟ୍‌ ଅର୍ଥାତ ଅମ୍ଳ ଜାତୀୟ ଉପାଦାନ ରହିଛି। ଯାହା ଆମର ରକ୍ତ ଧମନିକୁ ନିୟନ୍ତ୍ରଣ କରିଥାଏ।  ଏହା ଦ୍ୱାରା ରକ୍ତଚାପ ମଧ୍ୟ  କମ୍‌ ହୋଇଥାଏ। ଏଥିସହ ଆମ ଶରୀରର ସ୍ନାୟବିକ ବ୍ୟବସ୍ଥା ନିୟନ୍ତ୍ରଣରେ ରହିଥାଏ। ଯାହା ହୃଦରୋଗରୁ ରକ୍ଷା କରିଥାଏ।  ବିଶ୍ୱବିଦ୍ୟାଳୟର ୨୨ ଜଣ ସ୍କଲାରଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story