ଖରା ଦିନେ ମେକ୍‌ଅପ୍‌ ନେବା ପୂର୍ବରୁ ଜାଣି ରଖନ୍ତୁ ଏସବୁ କଥା

ନୂଆଦିଲ୍ଲୀ: ଖରା ଦିନ ଆସିଲେ ମହିଳାଙ୍କ ଚିନ୍ତା ବଢ଼ିଯାଏ। ଯେତେ ଭଲ ମେକ୍‌ଅପ୍‌ ନେଲେ ମଧ୍ୟ ଝାଳ ବାହାରି ତାହା ନଷ୍ଟ ହୋଇଯାଏ। ତେବେ ଆଜି ଆମେ ଏମିତି କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ମେକ୍‌ଅପ୍ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ। – ଖରାଦିନେ ସବୁବେଳେ ଚେଷ୍ଟା କରିବେ ୱାଟର୍‌ ପ୍ରୁଫ୍‌ ମେକ୍‌ଅପ୍ ନେବା ପାଇଁ। ୱାଟର୍‌ ଲିପ୍‌ଲାଇନର୍, ଆଇଲାଇନର୍‌ ଓ ମସ୍କାରା ବ୍ୟବହାର କରିବା ଦ୍ୱାରା ଶୀଘ୍ର ଝାଳ ବାହାରି ନ ଥାଏ। […]

summer_makeup

summer_makeup

Rakesh Mallick
  • Published: Friday, 19 May 2017
  • Updated: 19 May 2017, 08:53 AM IST

Sports

Latest News

ନୂଆଦିଲ୍ଲୀ: ଖରା ଦିନ ଆସିଲେ ମହିଳାଙ୍କ ଚିନ୍ତା ବଢ଼ିଯାଏ। ଯେତେ ଭଲ ମେକ୍‌ଅପ୍‌ ନେଲେ ମଧ୍ୟ ଝାଳ ବାହାରି ତାହା ନଷ୍ଟ ହୋଇଯାଏ। ତେବେ ଆଜି ଆମେ ଏମିତି କିଛି ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ମେକ୍‌ଅପ୍ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ।

- ଖରାଦିନେ ସବୁବେଳେ ଚେଷ୍ଟା କରିବେ ୱାଟର୍‌ ପ୍ରୁଫ୍‌ ମେକ୍‌ଅପ୍ ନେବା ପାଇଁ। ୱାଟର୍‌ ଲିପ୍‌ଲାଇନର୍, ଆଇଲାଇନର୍‌ ଓ ମସ୍କାରା ବ୍ୟବହାର କରିବା ଦ୍ୱାରା ଶୀଘ୍ର ଝାଳ ବାହାରି ନ ଥାଏ।

- ମେକ୍‌ଅପ୍‌ ନେବା ପୂର୍ବରୁ ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ କଟନ୍‌ ଦ୍ୱାରା ଗୋଲାପ ଜଳ ଲଗାନ୍ତୁ। ଏହାବ୍ୟତୀତ କପଡ଼ାରେ ବରଫ ରଖି ମୁହଁରେ ଘସିବା ଦ୍ୱାରା ମଧ୍ୟ ମେକ୍‌ଅପ୍ ଅଧିକ ସମୟ ଯାଏଁ ରହିଥାଏ।

-ଯେଉଁମାନଙ୍କ ସ୍କିନ୍ ତେଲିଆ ହୋଇଥାଏ ସେମାନେ ସିରମ୍‌ ବ୍ୟବହାର କରିବା ଜରୁରୀ। ଏମାନେ ମେକ୍‌ଅପ୍ ନେବା ପୂର୍ବରୁ ଚେହେରାରେ ସିରମ୍‌ ଲାଗାଇଲେ ଶୀଘ୍ର ଝାଳ ବାହାରି ନ ଥାଏ।

- ପାଉଡର୍‌ ବ୍ରଶ୍‌ ସ୍ଥାନରେ କ୍ରିମ୍‌ ବ୍ରଶ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ଚେହେରାରେ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେସ୍‌ନେଶ୍‌ ରହିଥାଏ।

- ଖରାଦିନେ ଆଖି ମେକ୍‌ଅପ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆଖିରେ ମେକ୍‌ଅପ୍ କଲା ବେଳେ ତରଳ ଆଇଲାଇନର ବଦଳରେ ଜେଲ୍ ଆଇଲାଇନର୍‌ ବ୍ୟବହାର କରନ୍ତୁ। ଏହା ଅଧିକ ସମୟ ଯାଏଁ ରହିଥାଏ।

- ଖରାଦିନେ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ଲିପ୍‌ଷ୍ଟକ୍‌ ରଖିବାକୁ ଚାହୁଁଥିଲେ ପ୍ରଥମେ ଓଠକୁ ଫାଉଣ୍ଡେସନ୍‌ରେ ମସାଜ୍‌ କରନ୍ତୁ। ଲିପଷ୍ଟିକ୍‌ ଲଗାଇବ ପୂର୍ବରୁ ହାଲ୍‌କାରେ ଲିପ୍‌ ଗ୍ଲୋସ୍‌ ଲଗାନ୍ତୁ।

ରିପୋର୍ଟ ଓ ଫଟୋ- ନଇ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story