ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ କୁର୍‌ମା ପଲାଉ

ଆବଶ୍ୟକ ସାମଗ୍ରୀ- ଚାଉଳ, ଚିକେନ୍, ଜିରା, ଡାଲଚିନି, ଗୁଜୁରାତି, ଗୋଲମରିଚ ଗୁଣ୍ଡ, ଆଦା-ରସୁଣ ବଟା, କଟା ପିଆଜ, କଟା କଞ୍ଚା ଲଙ୍କା, ଧନିଆ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କିସ୍‌ମିସ୍, ଦହି ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ୨୦ ମିନିଟ ଯାଏଁ ପାଣିରେ ବତୁରାଇ ଦିଅନ୍ତୁ। ଚିକେନକୁ ଭଲ ଭାବେ ପରିଷ୍କାର କରି ଧୋଇଦିଅନ୍ତୁ। ବର୍ତ୍ତମାନ ଗୋଟିଏ କପ୍‌ ଦହିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ  ଗୋଲମରିଚ ଗୁଣ୍ଡ ମିଶାଇ […]

ckicken-pullao

ckicken-pullao

Chinmayee Roy
  • Published: Sunday, 03 February 2019
  • Updated: 03 February 2019, 09:24 AM IST

Sports

Latest News

ଆବଶ୍ୟକ ସାମଗ୍ରୀ- ଚାଉଳ, ଚିକେନ୍, ଜିରା, ଡାଲଚିନି, ଗୁଜୁରାତି, ଗୋଲମରିଚ ଗୁଣ୍ଡ, ଆଦା-ରସୁଣ ବଟା, କଟା ପିଆଜ, କଟା କଞ୍ଚା ଲଙ୍କା, ଧନିଆ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କିସ୍‌ମିସ୍, ଦହି ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚାଉଳକୁ ୨୦ ମିନିଟ ଯାଏଁ ପାଣିରେ ବତୁରାଇ ଦିଅନ୍ତୁ। ଚିକେନକୁ ଭଲ ଭାବେ ପରିଷ୍କାର କରି ଧୋଇଦିଅନ୍ତୁ। ବର୍ତ୍ତମାନ ଗୋଟିଏ କପ୍‌ ଦହିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ  ଗୋଲମରିଚ ଗୁଣ୍ଡ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ଏଥିରେ ଡାଲ୍‌ଚିନି, ଗୁଜୁରାତି, କଟା ପିଆଜ ଓ ଲବଙ୍ଗ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହୋଇଗଲା ପରେ ସେଥିରେ ଅଦା- ରସୁଣ ବଟା ଓ କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଦହିର ଘୋଳକୁ ପକାଇ ଦୁଇ ମିନଟ ଯାଏଁ ଫୁଟାନ୍ତୁ। ପରେ ଏଥିରେ ଚିକେନ ପକାନ୍ତୁ। ଏବେ ଏଥିରେ ଅଳ୍ପ ଲୁଣ ପକାଇ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଚିକେନ୍‌ ଅଳ୍ପ ସିଝିଗଲା ପରେ ଏଥିରେ ଚାଉଳ ପକାଇ ଚୁଲିର ଆଞ୍ଚ କମ୍‌ କରି ଘୋଡ଼ାଇ ଦିଅନ୍ତୁ। ଚାଉଳ ସିଝିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିକେନ କୁର୍‌ମା ପଲାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story