ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

ଆବଶ୍ୟକ ସାମଗ୍ରୀ: ମଇଦା, କ୍ଷୀର, ବେକିଂ ପାଉଡର, କ୍ଷୀର ସର, ଅଣ୍ଡା, ଚିନିଗୁଣ୍ଡ, କାଜୁ, ଆଲମଣ୍ଡ, ଚେରୀ, ବଟର ଓ ଲୁଣ। ପ୍ରସ୍ତୁତୀ ପ୍ରଣାଳୀ: ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ‌ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଏହି ଅଣ୍ଡା ମିଶ୍ରଣରେ ଚଲାଯାଇଥିବା ମଇଦା ଓ ଅଳ୍ପ କଟା କାଜୁ ଓ ଆଲମଣ୍ଡ […]

nnnn

nnnn

Chinmayee Roy
  • Published: Wednesday, 12 December 2018
  • Updated: 12 December 2018, 10:18 AM IST

Sports

Latest News

ଆବଶ୍ୟକ ସାମଗ୍ରୀ: ମଇଦା, କ୍ଷୀର, ବେକିଂ ପାଉଡର, କ୍ଷୀର ସର, ଅଣ୍ଡା, ଚିନିଗୁଣ୍ଡ, କାଜୁ, ଆଲମଣ୍ଡ, ଚେରୀ, ବଟର ଓ ଲୁଣ।

ପ୍ରସ୍ତୁତୀ ପ୍ରଣାଳୀ: ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ‌ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଏହି ଅଣ୍ଡା ମିଶ୍ରଣରେ ଚଲାଯାଇଥିବା ମଇଦା ଓ ଅଳ୍ପ କଟା କାଜୁ ଓ ଆଲମଣ୍ଡ ପକାଇ ଏହାକୁ ଏକ ଚାମଚ ସାହାଯ୍ୟରେ ଭଲଭାବେ ଗୋଳାଇଦିଅନ୍ତୁ।

ଏବେ ଓଭାନର ବେକିଂ ପ୍ୟାନରେ ଏକ ବଟର ପେପର ରଖନ୍ତୁ ଏହା ଉପରେ ସାମାନ୍ୟ ବଟର ଲଗାଇ କେକ୍‌ ମିଶ୍ରଣକୁ ସେଥିରେ ଢାଳି ଦିଅନ୍ତୁ। ଏବେ ଏହା ଉପରେ ବଳକା କଟା କାଜୁ, ଚେରୀ ଓ ଆଲମଣ୍ଡ ଗୁଡିକୁ ସଜାଇ ପ୍ୟାଟିକୁ ୩୦ ମିନିଟ୍‌ ଯାଏ ଓଭନରେ ରଖିଦିଅନ୍ତୁ। ୩୦ ମିନଟ୍ ପରେ ଓଭନରୁ ଏହାକୁ କାଢ଼ି ଆଣନ୍ତୁ। ଥଣ୍ଡା ହେବାପରେ ପିସ୍ ପିସ୍‌ କରି କାଟି ପରଷନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story