ଗରମ ଚେଙ୍କ ଲାଗିଗଲେ, ଜଳାପୋଡ଼ାରୁ ମୁକ୍ତି ପାଇବାର ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ରୋଷେଇ କରିବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ଚେଙ୍କ ଲାଗିଯାଏ। ହାତ, ଗୋଡ ଫୋଟକା ହୁଏ। ଏହା ଆମକୁ ଭୀଷଣ କଷ୍ଟ ଦିଏ। ଚେଙ୍କ ଲାଗି ଜଳାପୋଡ଼ା ହେଲେ ଏହି ଯନ୍ତ୍ରଣାକୁ କମ୍‌ କରିବାକୁ ଆମେ ହଡ଼ବଡ଼େଇ ଯାଉ। ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରୁ। ତଥାପି ଯନ୍ତ୍ରଣା ଶୀଘ୍ର ବନ୍ଦ ହୋଇ ନ ଥାଏ। ଆପଣ ଏମିତି ସ୍ଥିତି ଭୋଗିଥାଇ ପାରନ୍ତି। ତା ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଥିଲେ କ’ଣ […]

fire

fire

Chinmayee Roy
  • Published: Thursday, 20 December 2018
  • Updated: 20 December 2018, 11:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ରୋଷେଇ କରିବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ଚେଙ୍କ ଲାଗିଯାଏ। ହାତ, ଗୋଡ ଫୋଟକା ହୁଏ। ଏହା ଆମକୁ ଭୀଷଣ କଷ୍ଟ ଦିଏ। ଚେଙ୍କ ଲାଗି ଜଳାପୋଡ଼ା ହେଲେ ଏହି ଯନ୍ତ୍ରଣାକୁ କମ୍‌ କରିବାକୁ ଆମେ ହଡ଼ବଡ଼େଇ ଯାଉ। ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରୁ। ତଥାପି ଯନ୍ତ୍ରଣା ଶୀଘ୍ର ବନ୍ଦ ହୋଇ ନ ଥାଏ।

ଆପଣ ଏମିତି ସ୍ଥିତି ଭୋଗିଥାଇ ପାରନ୍ତି। ତା ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଥିଲେ କ’ଣ କଲେ ଉପଶମ ମିଳିବ।

  • ଚେଙ୍କ ଲାଗିଲେ ସର୍ବ ପ୍ରଥମେ ପ୍ରଭାବିତ ସ୍ଥାନରେ ଥଣ୍ଡା ପାଣି ଢାଳନ୍ତୁ କିମ୍ବା ପାଣିରେ ବୁଡ଼ାଇ ରଖନ୍ତୁ। ଓଦା କପଡ଼ା ମଧ୍ୟ ଗୁଡ଼େଇ ପାରିବେ। ଏପରି କଲେ ଚେଙ୍କ ଲାଗିଥିବା ସ୍ଥାନରେ ଆଉ ଫୋଟକା ହେବନାହିଁ।
  • ଚେଙ୍କ ଲାଗିଥିଲେ ପ୍ରଭାବିତ ସ୍ଥାନରେ ତୁରନ୍ତ ବରଫ ଘଷି ଦିଅନ୍ତୁ। କିମ୍ବା ପାଣିରେ କିଛି ବରଫ ପକାଇ ଏଥିରେ ବୁଡ଼ାଇ ରଖନ୍ତୁ। ଦେଖିବେ ପୋଡ଼ାଜଳା କମିଯିବ।

  • ଚେଙ୍କା ଲାଗିଗଲେ ଏହି ସମୟରେ ଟୁଥପେଷ୍ଟ ବି ଉପକାରୀ ହୋଇଥାଏ। ଏହାକୁ ଲଗାଇଲେ ଜଳପୋଡ଼ା କମ୍ ହେବା ସହିତ ଫୋଟକା ହୋଇ ନ ଥାଏ।
  • ଆଲେଭେରା ବା ଘିକୁଅଁରୀ ମଧ୍ୟ ପୋଡାଜଳାରୁ ମୁକ୍ତି ଦିଏ। ଏଥିପାଇଁ ଆଲୋଭେରା ପତ୍ର ଆଣି ଏହାର ରସକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। କିମ୍ବା ଥଣ୍ଡା ପାଣିରେ ଧୋଇବା ପରେ ସେହି ସ୍ଥାନରେ ଆଲୋଭେରା ଜେଲ୍‌ ଲଗାଇ ଦିଅନ୍ତୁ।

  • ମହୁ ମଧ୍ୟ ଅନେକ ଲାଭଦାୟୀ। ଏକ ପଟିରେ ଟିକେ ମହୁ ଲଗାଇ ଜଳି ଯାଇଥିବା ସ୍ଥାନରେ ରଖନ୍ତୁ। ଏହି ପଟିକୁ ଦିନରେ ଦୁଇ ତିନିଥର ବଦଳାନ୍ତୁ। ମହୁ ଏକ ଆଣ୍ଟିବାୟୋଟିକ ପରି କାର୍ଯ୍ୟ କରିଥାଏ। ଏପରି କରିବା ଦ୍ୱାରା କ୍ଷତସ୍ଥାନ ସଂକ୍ରମଣ ହୋଇ ନ ଥାଏ ଓ ଜୀବାଣୁ ମରିଯାଆନ୍ତି।

  • ଆଳୁ ମଧ୍ୟ ପୋଡ଼ାଜଳା କମ୍‌ କରିଥାଏ। ଆଳୁକୁ ପତଳା ପତଳା କରି କାଟି ଦେଲେ କିମ୍ବା ଆଳୁ ଚୋପା ଲଗାଇଲେ ପୋଡ଼ା ଜଳାରୁ ମୁକ୍ତି ମିଳେ।

  • ହଳଦୀ ମଧ୍ୟ ବେଶ୍‌ ଉପକାରୀ। ଜଳିଯାଇଥିବା ସ୍ଥାନରେ ହଳଦୀ ପାଣି ଲଗାଇବା ଦ୍ୱାରା ଯନ୍ତ୍ରଣା କମିଥାଏ। ଏଥିରେ ଥିବା ଆଣ୍ଟିବାୟୋଟିକ୍‌ କ୍ଷତ ସ୍ଥାନରେ ଜୀବାଣୁ ଲଗିବାକୁ ଦେଇ ନ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story