ଡାଇବେଟିସ୍‌ ପାଇଁ ମହୌଷଧୀ ଜୁଆଣି ପାଣି

ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ପ୍ରାୟ ବ୍ୟବହାର ହେଉଥିବା ଜୁଆଣିରେ ଔଷଧୀୟ ଗୁଣ ଭରପୂର ରହିଛି । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନ’ଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିଥାଏ। ଜୁଆଣି ଭଳି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ। ଆସନ୍ତୁ ଜାଣିବା, ଜୁଆଣି ପାଣି କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ ଏବଂ ଏହାର ଅନ୍ୟ ଉପକାରିତା। ସାଧାରଣତଃ ଜୁଆଣି ପାଣିକୁ ଅଧିକାଂଶ ପେଟ ସମସ୍ୟା […]

juaniiii

juaniiii

Chinmayee Roy
  • Published: Monday, 12 November 2018
  • Updated: 12 November 2018, 02:02 PM IST

Sports

Latest News

ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ପ୍ରାୟ ବ୍ୟବହାର ହେଉଥିବା ଜୁଆଣିରେ ଔଷଧୀୟ ଗୁଣ ଭରପୂର ରହିଛି । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନ’ଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିଥାଏ। ଜୁଆଣି ଭଳି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ।

ଆସନ୍ତୁ ଜାଣିବା, ଜୁଆଣି ପାଣି କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ ଏବଂ ଏହାର ଅନ୍ୟ ଉପକାରିତା।

ସାଧାରଣତଃ ଜୁଆଣି ପାଣିକୁ ଅଧିକାଂଶ ପେଟ ସମସ୍ୟା ପାଇଁ ବ୍ୟବହାର କରନ୍ତି। ଜୁଆଣିକୁ ୧ ଗ୍ଲାସ୍‌ ପାଣିରେ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳେ ଜୁଆଣିରୁ ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ଯାଏ କିଛି ଖାଆନ୍ତୁ ନାହିଁ। ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟ ରୋଗ ଦୂର କରିଥାଏ।

ଡାଇରିଆ ଭଳି ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଆପଣ ଜୁଆଣି ପାଣି ପିଅନ୍ତୁ। ଡାଇରିଆରୁ ଖୁବ୍‌ ଶୀଘ୍ର ଉପଶମ ମିଳିବ।

ରାତିରେ ଶୋଇବା ପୂର୍ବରୁ ଏକ କପ୍‌ ଜୁଆଣି ପାଣି ପିଇ ଶୋଇଲେ, ଭଲ ନିଦ ହୋଇଥାଏ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଜୁଆଣୀ ପାଣି ମହୌଷଧୀ ଭଳି କାମ କରିଥାଏ। ପ୍ରତିଦିନ ସକାଳେ ଜୁଆଣି ପାଣି ପିଇବା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ।

ଜୁଆଣି ପାଣି ଶରୀରର ମୋଟାପଣ ମଧ୍ୟ ଦୂର କରିଥାଏ। ଏହା ସବୁଦିନ ପିଇଲେ ଶରୀରର ମେଟାବଲିଜମ ବଢ଼ିଥାଏ ଏବଂ ଏହାଦ୍ୱାରା ଶରୀରର ଓଜନ ହ୍ରାସ ପାଇଥାଏ।

ଥଣ୍ଡା, ଜ୍ୱର, କାଶ, କଫ, ଆଜ୍‌ମା ଓ ମୁଣ୍ଡବିନ୍ଧା ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ମୁକ୍ତି ଦେଇଥାଏ। କାଶ ଅଧିକ ହେଉଥିଲେ ଜୁଆଣି ପାଣି ସହ ଚିମୁଟାଏ ବିଟ ଲୁଣ ମିଶାଇ ପିଇଲେ, ଏଥିରୁ ଆରୋଗ୍ୟ ମିଳିଥାଏ

ଜୁଆଣି ପାଣିକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଦରଜ ଏବଂ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story