/odisha-reporter/media/post_attachments/uploads/2015/11/bengal.jpg)
black
ନୂଆଦିଲ୍ଲୀ: ସାଧାରଣତଃ ଚଣା ଶରୀରକୁ ସୁସ୍ଥ ରଖିଥାଏ। ବଜାରରେ ବିଭିନ୍ନ ରଙ୍ଗର ଚଣା ମିଳିଥାଏ। ସେଥିମଧ୍ୟରୁ କଳା ରଙ୍ଗର ଚଣା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଏହାକୁ ରୋଷେଇ କରି, ସିଝାଇ, ଗଜା କରି ଖିଆଯାଇଥାଏ। କଳାଚଣାରେ କାର୍ବହାଇଡ୍ରେଡ୍, ପ୍ରୋଟିନ୍, ଫାଇବର, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ। କଳାଚଣାକୁ ଗଜା କରି ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଗଜା ଚଣା ଖାଇଲେ ଶରୀରରେ ଭିଟାମିନ୍ ଏ, ବି, ସି, ଡ଼ି ସହ ଫସଫରସ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆବଶ୍ୟକତା ପୂରଣ ହୋଇଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
