ଢାବା ଷ୍ଟାଇଲ୍ 'ଦହି ଇଲିଶି'

ଆବଶ୍ୟକୀୟ ସାମଗ୍ରୀ: ଇଲିଶି ମାଛ, ବସା ଦହି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ, ସୋରିଷ ତେଲ, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ‘ଦହି ଇଲିଶି’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଇଲିଶି ମାଛକୁ ଭଲ ଭାବେ ଧୋଇ ସେଥିରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ କରି ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ିଦିଅନ୍ତୁ। ଏବେ ସୋରିଷ ଆଉ କଞ୍ଚା ଲଙ୍କା ବାଟି […]

fish

fish

Chinmayee Roy
  • Published: Monday, 19 August 2019
  • Updated: 19 August 2019, 08:59 AM IST

Sports

Latest News

ଆବଶ୍ୟକୀୟ ସାମଗ୍ରୀ: ଇଲିଶି ମାଛ, ବସା ଦହି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ, ସୋରିଷ ତେଲ, ଧନିଆ ପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଦହି ଇଲିଶି’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଇଲିଶି ମାଛକୁ ଭଲ ଭାବେ ଧୋଇ ସେଥିରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ କରି ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ିଦିଅନ୍ତୁ।

ଏବେ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ୍‌ ବନାନ୍ତୁ। ତା’ପରେ ଏକ କଡ଼େଇରେ ତେଲ ଗରମ କରି ଗୋଟା ସୋରିଷ ପକାଇ ଫୁଟାନ୍ତୁ ଏବଂ ମ୍ୟାରିନେଟ୍ ହୋଇ ରହିଥିବା ମାଛଗୁଡ଼ିକୁ ସେଥିରେ ପକାନ୍ତୁ। ଯେଉଁ ପାତ୍ରରେ ମାଛ ମ୍ୟାରିନେଟ୍ କରିଥିଲେ, ସେଥିରେ ଥିବା ମସଲା ପାଣିକୁ ମଧ୍ୟ କଡ଼େଇରେ ଢାଳି ଦିଅନ୍ତୁ।

ଅଳ୍ପ ଆଞ୍ଚରେ ମାଛ ସିଝିବାକୁ ଦିଅନ୍ତୁ। ମାଛ ସିଝିଗଲା ପରେ ଆଞ୍ଚକୁ ଆଉ ଟିକେ କମ୍‌ କରି ବସା ଦହି ପକାନ୍ତୁ ଏବଂ ୨ ମିନିଟ୍‌ ପରେ ଚୁଲି ବନ୍ଦ କରନ୍ତୁ। ନ ହେଲେ ଦହି ଛିଡିଯାଇ ପାରେ। ଏବେ ପ୍ରସ୍ତୁତ ହୋଇଗଲା ‘ଦହି ଇଲିଶି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story